ଭଞ୍ଜନଗର,୩୧ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଲିଆପଟା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟି ୨୦ବଖରା ଘର ଭସ୍ମୀଭୂତ ହୋଇଯାଇଛି। ଏଥିରେ ଅଶୋକ ନାୟକ, କୃଷ୍ଣ ନାୟକ, ଦୟା…
ଭଦ୍ରକ ଅଫିସ, ୩୧।୧୦: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ସୋମବାର ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ…
କେନ୍ଦୁଝର,୩୧।୧୦(ସ୍ବ.ପ୍ର.): ଅତିରିକ୍ତ ଜିଲା ଓ ସ୍ବତନ୍ତ୍ର ଜଜ୍ ଅନୀଲ କୁମାର ଦତ୍ତ ସୋମବାର ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଜଣେ ୩୧ ବର୍ଷୀୟ ଯୁବକଙ୍କୁ…
ସୋରଡା,୩୧ା୧୦(ଡି.ଏନ୍.ଏ): କାର୍ତ୍ତିକ ଚତୁର୍ଥ ସୋମବାର ଅବସରରେ ସୋରଡ଼ା ପଞ୍ଚାନନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଗଞ୍ଜାମ ସମେତ କନ୍ଧମାଳ ଓ ଗଜପତି ଜିଲାରୁ ପରିବାର…
ନୂଆଦିଲ୍ଲୀ/ମୋଗାଡିଶୁ,୩୧।୧୦: ସୋମାଲିଆ ରାଜଧାନୀ ମୋଗାଡିଶୁର ବ୍ୟସ୍ତବହୁଳ ଅଞ୍ଚଳରେ ଶନିବାର ଦୁଇଟି କାର ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ମୃତ୍ୟୁସଂଖ୍ୟା ୧୦୦ ଟପିଛି। ଏପରି କି ବିସ୍ଫୋରଣରେ ୩ଶହ…
ତେହେରାନ, ୩୧।୧୦: ଇରାନରେ ହିଜାବ ବିରୋଧୀ ପ୍ରଦର୍ଶନ ହିଂସାଭିମୁଖୀ ହେବାରେ ଲାଗିଛି। ଏହି ପ୍ରଦର୍ଶନରେ ଯୋଗ ଦେଇଥିବା ଜଣେ ୧୯ ବର୍ଷୀୟ ସେଲିବ୍ରିଟି ରୋଷେୟା ମେହେରଶାଦ ଶାହିଡିଙ୍କୁ…
ପାପଡାହାଣ୍ଡି,୩୧।୧୦(ଡି.ଏନ.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ପାତ୍ରୀ ପଞ୍ଚାୟତ ବାମନ ମୁଣ୍ଡାଗୁଡ଼ା ଗ୍ରାମରେ ସୋମବାର ସାପ କାମୁଡାରେ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଡମୁ…
ଦାରିଙ୍ଗବାଡି,୩୧।୧୦(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ପଟାଙ୍ଗି ଗ୍ରାମ ନିକଟରେ ସୋମବାର ଏକ ବାଇକ୍-କାର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାଇକ୍ ଚାଳକ ଗୁରୁତର…
ମସ୍କୋ,୩୧।୧୦: ଗୁଜରାଟର ମୋର୍ବି ସହରରେ ଝୁଲାପୋଲ ଭାଙ୍ଗିବା ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ସମବେଦନା ଜଣାଇଛନ୍ତି। ସୋମବାର କ୍ରେମଲିନ ୱେବସାଇଟରେ ପ୍ରକାଶିତ…
କିଭ୍,୩୧ା୧୦: କ୍ରିମିଆ ବ୍ରିଜ ବିସ୍ଫୋରଣ ପରଠାରୁ ରୁଷିଆ ତାର ଆକ୍ରମଣକୁ ଜୋରଦାର କରିଛି। ୟୁକ୍ରେନ ରାଜଧାନୀ କିଭ୍ ସମେତ ଦେଶର ବିଭିନ୍ନ ସହରରେ ପ୍ରତିଦିନ କ୍ଷେପଣାସ୍ତ୍ର ମାଡ଼…