କରୋନାକୁ ଡରି ହୋଲି ଖେଳିବେନି ରାକ୍ଷୀ, ପ୍ରଶଂସକଙ୍କୁ କହିଲେ ସତର୍କ ରୁହନ୍ତୁ ବମ୍ବେ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗୋଟିଏ ପରେ ଗୋଟିଏ ଦେଶରେ ଏହା ପ୍ରଭାବ ବିସ୍ତାର କରୁଛି। ବଲିଉଡ୍ କଳାକାର ମଧ୍ୟ ଏହାକୁ ନେଇ ସତର୍କ ହୋଇଗଲେଣି। ଅନେକେ ନିଜର ବିଦେଶ ଗସ୍ତ ବାତିଲ କରୁଥିବା ଦେଖାଯାଇଛି।… Posts pagination Newer posts 1 … 4 5 6