ଫୁରସତ

ଜାଣନ୍ତି ରାସ୍ତାରେ ଧଳା-ହଳଦିଆ ଗାର କାହିଁକି ଥାଏ

ଆପଣ ରାସ୍ତାରେ ଯିବା ସମୟରେ ନିଶ୍ଚିତ ଧଳା ଏବଂ ହଳଦିଆ ଗାର ପଡ଼ିଥିବା ଦେଖିଥିବେ। କେଉଁଠି ଏହି ଗାର ସିଧା ଟଣା ହୋଇଥାଏ ତ ଆଉ କେଉଁଠି…

5 years ago

ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ…

5 years ago

ଅମାନିଆଙ୍କ ହାତରେ କରୋନା ଦୂତ ଷ୍ଟାମ୍ପ୍‌

ବର୍ତ୍ତମାନ ସମଗ୍ର ଦେଶରେ ପୁଣି କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏଥିରୁ ନିସ୍ତାର ପାଇବା ପାଇଁ ନାନା ପଦଦେକ୍ଷ ଗ୍ରହଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ପୋଲିସ ପ୍ରଶାସନ…

5 years ago

ଘର ମହକାଉଛି ବାସିଫୁଲ

ଠାକୁରଙ୍କ ନିକଟରେ ଅର୍ପଣ କରାଯାଇଥିବା ବାସିଫୁଲ ବି ଦେଇପାରିବ କୋଟି କୋଟି ଟଙ୍କାର ରୋଜଗାର, ଯାହାକୁ କରି ଦେଖାଇଛନ୍ତି କାନପୁରର ଅଙ୍କିତ ଅଗ୍ରଓ୍ବାଲ। ଗଙ୍ଗାନଦୀ କୂଳରେ ନିଜର…

5 years ago

ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ…

5 years ago

ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କଲେ ଯୁବକ

ଜାକର୍ତ୍ତା,୮।୪: ବିବାହରେ ବର କନ୍ୟା ବିଳାସପୂର୍ଣ୍ଣ ଦାମିକା ପୋଷାକ ପିନ୍ଧିଥାନ୍ତି। ଦେହସାରା ବ୍ୟାଣ୍ଡେଜ୍‌ ବାନ୍ଧି ବିବାହ କରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏଭଳି…

5 years ago

ଦେଶର ସବୁଠୁ ଛୋଟ ଓକିଲ!

ଜଳନ୍ଧର,୮।୪: କଥାରେ ଅଛି ଯଦି ଦୃଢ ମନୋବଳ ଅଛି, ତେବେ ଦୁନିଆର କୌଣସି କାର୍ଯ୍ୟ ଅସମ୍ଭବ ନୁହେଁ। ଏହି କଥା ସଦ୍ୟ ଉଦାହରଣ ହେଉଛନ୍ତି ହରଓ୍ବିନ୍ଦର କୌର।…

5 years ago

ଦୁଇ ଭଉଣୀଙ୍କ ଜଣେ ବୟଫ୍ରେଣ୍ଡ, ଏକା ସାଙ୍ଗରେ କରିବାକୁ ଚାହୁଁଛନ୍ତି ବିବାହ

ବେଳେବେଳେ ଅଜବ କଥା ଶୁଣିବାକୁ ମିଳିଥାଏ। ଏଥିରୁ କିଛି କଥା ବିଶ୍ୱସନୀୟ ହୋଇଥିବା ବେଳେ ଆଉ କିଛି ଅବିଶ୍ୱସନୀୟ ଲାଗିଥାଏ। ସେହିପରି ଏକ ଘଟଣା ଦେଖିବାକୁ ମିଳିଛି…

5 years ago

ନାବାଳିକାଙ୍କ ପେଟରୁ ବାହାରିଲା ଫୁଟବଲ ଆକାରର ଦୁଇଟି ଟ୍ୟୁମର

ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଡାକ୍ତର ଟିମ୍‌ ୧୨ ବର୍ଷର ଜଣେ ନାବାଳିକାଙ୍କ ପେଟରୁ ଫୁଟବଲ ଆକାରର ଦୁଇଟି ଟ୍ୟୁମର ବାହାର କରିଛନ୍ତି। ଗତ ୪-୫ ବର୍ଷ…

5 years ago

ମାଲିକ ଚାକିରିରୁ ବାହାର କରିଦେବାରୁ ଯୁବକ ନେଲେ ଏମିତି ପଦକ୍ଷେପ

ମାଲିକ ଚାକିରିରୁ ବାହାର କରିଦେବା ଜଣେ ବ୍ୟକ୍ତିଙ୍କ ପାଇଁ ନିଶ୍ଚିତ ଅପମାନଜନକ ହୋଇଥାଏ। କିଛି ଲୋକ ଚୁପ୍‌ଚାପ ଚାଲି ଯାଉଥିବା ବେଳେ ଆଉ କିଛି ଲୋକ ଅପମାନକୁ…

5 years ago