ଫୁରସତ

ପ୍ରଥମ ଉପାର୍ଜନ ବୋଉକୁ ଦେଇଥିଲି: ଗାଳ୍ପିକା, ପ୍ରାବନ୍ଧିକା ସବିତା ମହାପାତ୍ର

ରୌପ୍ୟ ନଗରୀ କଟକର ମେରିଆ ବଜାରରେ ମୋର ଜନ୍ମ। ପାଠପଢା ବି ସେଇଠି। ପ୍ୟାରିମୋହନ ଏକାଡେମୀରୁ ଏକାଦଶ ପାସ୍‌ କରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ଗୃହ ବିଜ୍ଞାନରେ…

3 years ago

ଅଭିନୟ ନିଶାରେ ପୂର୍ଣ୍ଣେନ୍ଦୁ

ଦୀର୍ଘ ୫ ଦଶନ୍ଧି ଧରି ବିଭିନ୍ନ ମଞ୍ଚନାଟକ, ଦୂରଦର୍ଶନ ଧାରାବାହିକ ଓ ସିନେମାରେ ସେ ଅଭିନୟ କରିଛନ୍ତି। ଏକାଧିକ ନାଟକରେ ନିର୍ଦ୍ଦେଶନା ମଧ୍ୟ ଦେଇସାରିଛନ୍ତି। ନାଟ୍ୟକଳାକୁ ନେଇ…

3 years ago

ଦାମୀ ବ୍ରେଡ

ବ୍ରେଡ୍‌ ବା ପାଉଁରୁଟି ପ୍ରାୟ ସମସ୍ତେ ଖାଇଥିବେ। କିଏ ଏହାକୁ ସାଣ୍ଡଓ୍ବିଚ କରି ଖାଆନ୍ତି ତ କିଏ ଟୋଷ୍ଟ କରି ଖାଆନ୍ତି। ତେବେ ଏମିତିବି କିଛି ବ୍ରେଡ୍‌…

3 years ago

ଏହି ଦେଶରେ ଭାରତୀୟଙ୍କୁ ଲୋଡ଼ା ନାହିଁ ଭିଜା

ବିଦେଶ ଭ୍ରମଣ କରିବା ଅନେକଙ୍କ ସ୍ବପ୍ନ। ଆଉ ଏଥିପାଇଁ ଲୋଡ଼ାହୁଏ ଭିଜା। ହେଲେ ଆପଣ ଜାଣନ୍ତିକି ଏମିତି କେତେକ ଦେଶ ରହିଛି, ଯେଉଁଠାରେ ବୁଲିବା ଲାଗି ଭାରତୀୟଙ୍କୁ…

3 years ago

ସୁଇମିଂ ପୁଲ୍‌ରେ କୁକୁରଛୁଆ ପଡ଼ିଗଲା ପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

3 years ago

ବାଇକ୍‌ରେ ଷ୍ଟଣ୍ଟ୍‌ କରୁଥିଲେ ଯୁବକ, ଘଟିଲା ଏମିତି…

ଅଧିକାଂଶ ଯୁବକ ବିପଦପୂର୍ଣ୍ଣ କୌଶଳ କରି ଲୋକଙ୍କୁ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିଥାନ୍ତି। କିନ୍ତୁ ବେଳେବେଳେ ଏହି ଦୃଶ୍ୟ ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ…

3 years ago

୩୦ ବର୍ଷ ପୂର୍ବେ ହୋଇଥିଲା ବର-କନ୍ୟାଙ୍କ ମୃତ୍ୟୁ, ଏବେ ବିବାହ, ଭିଡିଓ ଦେଖିଲେ…

୩୦ ବର୍ଷ ପୂର୍ବେ ବର ଏବଂ କନ୍ୟାଙ୍କ ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ପରିବାର ସଦସ୍ୟ ସେମାନଙ୍କ ବିବାହ କରିଛନ୍ତି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ନାଟକର…

3 years ago

ଗଧକୁ ବାନ୍ଧି ପିଟୁଥିଲେ, ପାଇଲେ ପାନେ

ଯେଉଁଭଳି ବୁଣିବେ ସେହିଭଳି ଅମଳ ପାଇବେ। ଏଇଟା ଆପଣମାନେ ଆଗରୁ ଶୁଣିଥିବେ। ହେଲେ ଏହି ଭିଡ଼ିଓ ମାଧ୍ୟମରେ ଏହା ସମ୍ପୂର୍ଣ୍ଣ ରୂପେ ପ୍ରମାଣିତ ହୋଇଛି। ଯାହା ଭାଇରାଲ…

3 years ago

ଲଗାତାର ବ୍ୟାକଫ୍ଲିପ୍ସ କରୁଛି ପାରା, ଭିଡିଓ ଦେଖିଲେ ଆପଣ ବି କହିବେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

3 years ago

ବିଶ୍ୱର ସବୁଠୁ ଦାମୀ ଘର

ପ୍ୟାରିସ୍‌: ସାଉଦି ଆରବ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଫ୍ରାନ୍ସ ଗସ୍ତରେ ଥିବାବେଳେ ମାତ୍ର ଗୋଟିଏ ରାତି ସଲମାନ୍‌ ବିଶ୍ୱର ସବୁଠାରୁ ଦାମୀ ଘରେ ରହିବା କଥା…

3 years ago