ଫୁରସତ

ଗୋଟିଏ ଗଛରେ ଫଳିଛି ୧୪ ପ୍ରକାରର ଆମ୍ବ

ଆମ୍ବ ଚାଷୀଙ୍କ ସ୍ବତନ୍ତ୍ର ପରୀକ୍ଷଣ ସଫଳ ହୋଇଛି। ଧାରି ତାଲୁକର ଜଣେ କୃଷକ ଗୋଟିଏ ଗଛରେ ୧୪ଟି ପ୍ରକାରର ଆମ୍ବ ଫଳାଇଛନ୍ତି। କେବଳ ଏତିକି ନୁହେଁ, ଏହି…

3 years ago

ଯୁବ ମାନସିକତାକୁ ପ୍ରୋତ୍ସାହିତ କରିବା ଆବଶ୍ୟକ

ଭାରତରେ ୧୧ ମେ’ରେ ପାଳନ କରାଯାଉଥିବା ‘ଜାତୀୟ ପ୍ରଯୁକ୍ତିବିଦ୍ୟା ଦିବସ’ ଆମ ଦେଶରେ ବୈଷୟିକ ଜ୍ଞାନକୌଶଳ, ଅନୁସନ୍ଧାନକାରୀ ଏବଂ ଇଞ୍ଜିନିୟରମାନଙ୍କ ସଫଳତାକୁ ସ୍ମରଣ କରିଥାଏ। ଭାରତର ପୂର୍ବତନ…

3 years ago

୨୦ ବର୍ଷ ଧରି ଚାଲିଛି ଛାତ୍ରଙ୍କ ଏମବିବିଏସ ପାଠପଢ଼ା, ନା ଡାକ୍ତର ହେଉଛନ୍ତି ଅବା ସିଟ ହେଉଛି ଖାଲି…

କାନପୁର,୧୦।୫ : ଉତ୍ତରପ୍ରଦେଶ ଶାହାଜାହାନପୁରର ବାସିନ୍ଦା ଜିତେନ୍ଦ୍ର ସିଂ ୨୦୦୩ ରେ ଏମବିବିଏସରେ ଆଡମିଶନ କରିଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପାସ କରିବାରେ ସକ୍ଷମ ହୋଇ ନାହାନ୍ତି।…

3 years ago

ଆଦିମାନବଙ୍କଠାରୁ ପ୍ରାପ୍ତ ହୋଇଛି ଲମ୍ବା ନାକ

ଆମଷ୍ଟରଡାମ୍‌, ୧୦ା୫: ଲମ୍ବା ନାକ ମୁଖର ସୌନ୍ଦର୍ଯ୍ୟକୁ ବଢ଼ାଇଥାଏ। ମନୁଷ୍ୟ ଶରୀରରେ ଥିବା ବିଶେଷ ପ୍ରକାର ଜିନ୍‌ ବା ଗୁଣସୂତ୍ର ଉପରେ ନାକର ଆକାର ନିର୍ଭର କରେ।…

3 years ago

ବିନା ପାସ୍‌ପୋର୍ଟରେ ବିଦେଶରେ ପହଞ୍ଚିଲେ

ୱାଶିଂଟନ: ବିଦେଶକୁ ଯାତ୍ରା ସମୟରେ ପାସ୍‌ପୋର୍ଟର ଆବଶ୍ୟକତା ପଡ଼ିଥାଏ। ହେଲେ ନିକଟରେ ଜଣେ ମହିଳା ବିନା ପାସ୍‌ପୋର୍ଟରେ ୧୫୦୦ କି.ମି. ଦୂର ବିଦେଶରେ ପହଞ୍ଚିଯାଇଛନ୍ତି। ଆମେରିକାର ବେଭେର୍ଲି…

3 years ago

ଅଷ୍ଟ୍ରିଚ୍‌ର ପଞ୍ଝା ଭଳି ଭାଡୋମାଙ୍କ ପାଦ

ଡୋଡୋମା: ବିଶ୍ୱରେ ବିଭିନ୍ନ ପ୍ରକାର ଜନଜାତି ବସବାସ କରିଥାନ୍ତି। ବହୁ ଜନଜାତି ଆମମାନଙ୍କଠାରୁ ଦୂରରେ ରୁହନ୍ତି, ସେଥିପାଇଁ ସେମାନେ ଆମମାନଙ୍କଠାରୁ ସବୁ କ୍ଷେତ୍ରରେ ବହୁତ ପଛରେ ଅଛନ୍ତି।…

3 years ago

ଗଜରାଜଙ୍କୁ ସ୍କୁଟି ଗର୍ଲଙ୍କ ପ୍ରତି ଭୟ: ରାସ୍ତାରେ ଠିଆ ହୋଇଥିବା ହାତୀ ସହିତ ଧକ୍କା କଲେ ସ୍କୂଟି, ଭିଡ଼ିଓ ଭାଇରାଲ…

ନୂଆଦିଲ୍ଲୀ,୯।୫ : ପ୍ରାୟତଃ ଡ୍ରାଇଭିଂ ସମ୍ବନ୍ଧୀୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ସମ୍ପ୍ରତି, ଏହିପରି ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହା ୟୁଜର୍ସ ବେଶ୍‌…

3 years ago

୨୦୦ କିଗ୍ରାର କେକ୍‌ ପ୍ୟାଲେସ

ମହାରାଷ୍ଟ୍ର: ବିଭିନ୍ନ ସ୍ଥାନରେ ଅନେକ ପ୍ୟାଲେସ ରହିଛି, ଯାହା କି ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ। ଯେପରିକି ଆଗ୍ରାରେ ଅବସ୍ଥିତ ତାଜମହଲ। ହେଲେ ପ୍ୟାଲେସ ଯାହାକି କେକ୍‌ରେ…

3 years ago

ଶେହନାଜଙ୍କ ସହ ଡେଟିଂ ଗୁଜବ

ମୁମ୍ବାଇ: ଅଭିନେତା, ଆଙ୍କର ତଥା ଡ୍ୟାନ୍ସର ରାଘବ ଜୁଏଲ ଅଭିନେତ୍ରୀ ଶେହନାଜ ଗିଲଙ୍କ ସହ ଡେଟିଂ କରୁଥିବା ନେଇ କିଛି ସମୟ ଧରି ଚର୍ଚ୍ଚା ଜୋର ଧରିଛି।…

3 years ago

ପରୀକ୍ଷାରେ ଫେଲ୍‌ ହେବାରୁ ମିଛ ଅପହରଣ ନାଟକ

ୱାଶିଂଟନ: ଅନେକ ସମୟରେ ପରୀକ୍ଷା ରେଜଲ୍ଟ ଖରାପ ହୋଇଥାଏ। ସେତେବେଳେ ପିଲା ମାତା-ପିତାଙ୍କୁ ମିଛ ସତ କହିଥାନ୍ତି। ହେଲେ ନିକଟରେ ଜଣେ ଝିଅ ପରୀକ୍ଷାରେ ଫେଲ ହେବାରୁ…

3 years ago