ଫୁରସତ

କରୋନାକୁ ଜିତିଲେ ୯୩ ବର୍ଷର ବୃଦ୍ଧା !

ଇସ୍ତାନବୁଲ,୧୨।୪: ଇରାନ ପରେ ଏବେ ତୁର୍କୀକୁ କରୋନା ସଂକ୍ରମଣର ହଟ୍‌ସ୍ପଟ ବୋଲି କୁହାଯାଉଛି। ପ୍ରତି ସପ୍ତାହରେ ଏଠାରୁ କରୋନାକୁ ନେଇ ଦୁଃଖଦ ଖବର ଆସୁଥିବା ବେଳେ ଏବେ…

6 years ago

୨୨ ଦିନର ଶିଶୁକୁ କୋଳରେ ଧରି ଅଫିସ ଆସିଲେ ଆଇଏଏସ୍‌ ଅଫିସର

ବିଶାଖାପଟନମ,୧୨।୪: କରୋନା ସଙ୍କଟ ସମୟରେ ପୋଲିସ, ଡାକ୍ତର ଓ କେତେଜଣ ଅଧିକାରୀଙ୍କ ମାନବିକତାର ଚିତ୍ର ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ଏମାନେ ନିଜ ଘର ପରିବାର…

6 years ago

ଏମାନେ ବି କରୋନା ଯୋଦ୍ଧା

କରୋନା ଲଢେଇରେ କେବଳ ପ୍ରଶାସନ ନୁହେଁ ବ୍ୟକ୍ତିଗତ ସ୍ତରରେ ମଧ୍ୟ ଅଧିକାଂଶ ନିଜର ସାଧ୍ୟମତେ କାମ କରିଚାଲିଛନ୍ତି। ତେବେ ଏହି ମୁକାବିଲା ପାଇଁ ଆଗେଇ ଆସିଥିବା କିଛି…

6 years ago

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା ସ୍ବାଭାବିକ…

6 years ago

ଆବେଗ ଉପରେ କରୋନା ଲଗାମ୍‌: ଡ୍ୟୁଟିରୁ ଫେରି ଥିବା ଝିଅଙ୍କୁ ଚାଦରରେ ଗୁଡ଼ାଇ ଆଲିଙ୍ଗନ କଲେ ମା’

ଓ୍ବାଶିଂଟନ,୧୧।୪: ସାରା ପୃଥିବୀରେ କରୋନା ସଙ୍କଟର ମୁକାବିଲା ଲାଗି ପ୍ରସ୍ତୁତି ଜାରି ରହିଛି। ଏପରିସ୍ଥଳେ କରୋନା ମହାମାରୀକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି। ମନର…

6 years ago

ଲକ୍‌ଡାଉନରେ କୁଇଜ୍‌ ପ୍ରତିଯୋଗିତା

ପ୍ୟାରିସ୍‌: ସବୁ ଦେଶରେ ଏବେ କରୋନାକୁ ହରାଇବା ପାଇଁ ଏକମାତ୍ର ଉପାୟ ଭାବେ ପାଳନ କରାଯାଉଛି ଲକ୍‌ଡାଉନ୍‌। ସେଥିପାଇଁ ଲୋକେ ଏବେ ଘର ଭିତରେ ସବୁବେଳେ ରହୁଛନ୍ତି।…

6 years ago

କ୍ୱାରାଣ୍ଟାଇନ୍‌ ହାଉସ୍‌ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: କରୋନା ଭାଇରସ୍‌ରୁ ରକ୍ଷାପାଇବା ପାଇଁ ଏବେ ଅନେକେଙ୍କୁ କ୍ୱାରାଣ୍ଟାଇନ୍‌ରେ ରହିବାକୁ କୁହାଯାଉଛି। କିନ୍ତୁ କ୍ୱାରାଣ୍ଟାଇନ୍‌ ହାଉସ୍‌ ନାଁରେ ଏବେ ଏକ ଚ୍ୟାଲେଞ୍ଜ ସୋସିଆଲ୍‌ ମିଡିଆରେ ବେଶ୍‌…

6 years ago

କ୍ୱାରାଣ୍ଟାଇନରେ ନ ରହିବାରୁ ଲାଠି ଧରି ଗୋଡାଇଲେ ଡାକ୍ତର

ରାଜସ୍ଥାନ, ୧୦ା୪- ବାହାରୁ ଅାସିଥତ୍ବା ଜଣେ ଯୁବକଙ୍କୁ ହୋମ କ୍ୱାରାଣ୍ଟାଇନରେ ରହିବାକୁ କୁହାଯାଇଥତ୍ଲେ ହେଁ ଏହାକୁ ନ ମାନିବାରୁ ଜଣେ ଡାକ୍ତର ତାଙ୍କୁ ଲାଠି ଧରି ଗୋଡାଇବା…

6 years ago

ସାମାଜିକ ଦୂରତା ରକ୍ଷା ଲାଗି  ଏହି ବ୍ୟକ୍ତି ଗଛ ଉପରେ ତିଆରି କଲେ ଘର

ହାପୁର,୧୦।୪: ସାରା ବିଶ୍ୱରେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏଯାଏ କୌଣସି ଭ୍ୟାକସିନ୍‌ ତିଆରି କରାଯାଇନାହିଁ। ଏଭଳି ସ୍ଥିତିରେ କରୋନାରୁ ନିଜକୁ ବଞ୍ଚାଇବାକୁ ହେଲେ ସାମାଜିକ ଦୂରତା…

6 years ago

ଏହି ଔଷଧର ମୂଲ୍ୟ ସୁନାଠାରୁ ଅଧିକ

ହିମାଳୟ ଅଞ୍ଚଳରେ ଏକ ବିଶେଷ ପ୍ରକାରର ଔଷଧ ମିଳିଥାଏ। ଅନ୍ତର୍ଜାତୀୟ ବଜାରରେ ଏହା କିଲୋଗ୍ରାମ ପ୍ରତି ୬୦ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ଏହି ଔଷଧ…

6 years ago