ଫୁରସତ

ରେଡିମେଡ୍‌ ପୋଷାକ ଟ୍ରାଏଲ୍‌ କରିପାରିବେନି ଗ୍ରାହକ: ପୋଷାକକୁ କରାଯିବ କ୍ୱାରାଣ୍ଟାଇନ

ଇନ୍ଦୋର,୨୮।୫: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଆର୍ଥିକ ସ୍ଥିତିରେ ସୁଧାର ଅଣାଯିବା ଲାଗି ଧୀରେଧୀରେ ବିଭିନ୍ନ ବ୍ୟବସାୟିକ ସଂସ୍ଥା ଖୋଲିବା ଉପରେ…

6 years ago

ଭୋପାଳରୁ ଦିଲ୍ଲୀ ଯାତ୍ରା କରିବାକୁ ପୂରା ବିମାନ ବୁକ୍‌ କଲେ ଗୋଟିଏ ପରିବାରର ୪ ସଦସ୍ୟ

ଭୋପାଳ,୨୮।୫: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ରାଜା ଭୋଜ ବିମାନ ବନ୍ଦରରୁ ଗତ ସୋମବାରଠାରୁ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି। ଏହାସହ ଚାର୍ଟର ବିମାନ ଚଳାଚଳ ପାଇଁ…

6 years ago

୨୭ ଦିନରେ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ମାପିଲା ଚାଇନା

ବେଜିଂ,୨୮।୫: କରୋନା ମହାମାରୀ ନେଇ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ କରୋନାର ଏନ୍ତୁଡ଼ିଶାଳ ପାଲଟିଥିବା ଚାଇନା ପକ୍ଷରୁ ଏଭରେଷ୍ଟ ଗିରିଶୃଙ୍ଗର ଉଚ୍ଚତା ୨୭ ଦିନରେ ମାପ କରାଯାଇଛି।…

6 years ago

ଲକ୍‌ଡାଉନ୍‌ ବିବାହ: ବର ଘରେ ପହଞ୍ଚିଲେ କନ୍ୟା, ଭିଡିଓ କଲ୍‌ରେ ମାତାପିତା ଦେଲେ ବିଦାୟ

କେରଳରେ ଏକ ନିଆରା ବିବାହ ଅନୁଷ୍ଠିତ ହୋଇଛି। ବିଗ୍ନେଶ କେ.ଏମ ଏବଂ ଅଞ୍ଜଳି ରଞ୍ଜିଥ ପ୍ରାୟ ବର୍ଷେ ହେବ ବିବାହ ଯୋଜନା କରିଥିଲେ। କିନ୍ତୁ କରୋନା ଯୋଗୁ…

6 years ago

ଲୋକଙ୍କ ଧ୍ୟାନ ଆକର୍ଷଣ କରୁଛି ଏହି ପରିବା ଦୋକାନ

ମହାରାଷ୍ଟ୍ରର ଔରଙ୍ଗାବାଦ ସହରରେ ଥିବା ଏକ ପରିବା ଦୋକାନ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଏଠାରେ ଥିବା ଏକ ପରିବା ଦୋନ ଆଗରେ ଏକ ବୋର୍ଡ ରଖାଯାଇଛି।…

6 years ago

୧୨ଶହ କିଲୋମିଟର ସାଇକେଲ ଚଳାଇ ଅସୁସ୍ଥ ପିତାଙ୍କୁ ଘରେ ପହଞ୍ଚାଇଥିବା ଜ୍ୟୋତିଙ୍କ ଉପରେ ନିର୍ମାଣ କରାଯିବ ଫିଲ୍ମ !

ପାଟନା,୨୮।୫: କରୋନା ମହାମାରୀକୁ ନେଇ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ନିଜ ଅସୁସ୍ଥ ପିତାଙ୍କୁ ହରିୟାଣାର ଗୁରୁଗ୍ରାମରୁ ଦୀର୍ଘ ୧୨୦୦ କିଲୋମିଟର ସାଇକେଲରେ ବସାଇ ବିହାରର ଦରଭଙ୍ଗାରେ…

6 years ago

ଆମ୍ବ କିଲୋ ୩ ଲକ୍ଷ ଟଙ୍କା

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ…

6 years ago

ଦୁର୍ଦ୍ଦିନରେ ସୁନ୍ଦରବନର ‘ବାଘ ବିଧବା’

ଗୋସାବା(ପଶ୍ଚିମବଙ୍ଗ): ସୁନ୍ଦରବନର ‘ବାଘ ବିଧବା’ଙ୍କ ଦୁଃଖ କହିଲେ ନ ସରେ। ସ୍ବାମୀଙ୍କୁ ବାଘ ମାରିବା ପରେ ‘ଅମ୍ଫନ୍‌’ ବାତ୍ୟା ସେମାନଙ୍କୁ ସର୍ବସ୍ବାନ୍ତ କରିପକାଇଛି। ମଞ୍ଜୁଲା ସର୍ଦ୍ଦାର (୪୫)…

6 years ago

ପ୍ରବାସୀ ଶ୍ରମିକଙ୍କ ପାଇଁ ୬୮ ହଜାର ଟଙ୍କାର ବିମାନ ଟିକେଟ କଲେ କୃଷକ

ଅନେକ ବ୍ୟକ୍ତି ଅଛନ୍ତି ସେମାନେ ଅନ୍ୟର ସୁଖ ଦୁଃଖରେ ଭାଗୀଦାର ହୋଇଥାନ୍ତି। କୌଣସି ମଣିଷର ଅସୁବିଧା ଦେଖିଲେ ଏହି ବ୍ୟକ୍ତିମାନେ ଆଦୌ ରହିପାରନ୍ତି ନାହିଁ । ମାନବିକତା…

6 years ago

କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ପ୍ରତିଦିନ ୪୦ ରୁଟି, ୨୫ଟି ଇଡ୍‌ଲୀ ଖାଉଛନ୍ତି ଏହି ଯୁବକ

ବିହାରର ଏକ କ୍ୱାରାଣ୍ଟାଇନ୍‌‌ ସେଣ୍ଟରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏଠାରେ ରହୁଥିବା ଜଣେ ଯୁବକଙ୍କ ଖାଦ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଜଳଖିଆରେ ୪୦ଟି…

6 years ago