ଫୁରସତ

ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ନିଜ ଯା’ଙ୍କଠାରୁ ଧନୀ: ପରିବାରର ଏହି ୨ ବୋହୂଙ୍କ ବିଷୟରେ ଜାଣନ୍ତୁ …

ଅମ୍ବାନୀ ପରିବାର ନିଜର ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଏହି ପରିବାର ୨ ବୋହୂ ନୀତା ଏବଂ ଟୀନା ଅମ୍ବାନୀ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନୀତା…

6 years ago

ଅଗଷ୍ଟ ୧୪ର ଇତିହାସ: ଆଜିର ଦିନରେ ଦୁଇଭାଗ ହୋଇଥିଲା ଦେଶ; ଲୁହରେ ଭିଜିଥିଲା ଭାରତ ମା’ର ପଣତ

ଭାରତ ଇତିହାସରେ ଅଗଷ୍ଟ ୧୪ ତାରିଖକୁ ଲୁହରେ ଲେଖାଯାଇଛି। କାରଣ ଏହି ଦିନ ଦେଶ ବିଭାଜିତ ହୋଇଥିଲା। ୧୯୪୭ ଅଗଷ୍ଟ ୧୪ରେ ପାକିସ୍ତାନ ଏବଂ ୧୯୪୭ ଅଗଷ୍ଟ…

6 years ago

ଜାଣନ୍ତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ଆକାଶ କାହିଁକି ଦିଶିଥାଏ ଲାଲ୍‌

ଉଜ୍ଜ୍ୱଳ ଆଲୋକ ପ୍ରଦାନ କରୁଥିବା ସୂର୍ଯ୍ୟଙ୍କ ରଙ୍ଗ ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ସମୟରେ ବଦଳି ଯାଇଥାଏ। ଏହି ସମୟରେ ଆକାଶ କମଳା, ଗାଢ୍‌ ଲାଲ କିମ୍ବା ବାଇଗଣୀ…

6 years ago

ଏହା ବିଶ୍ୱର ସବୁଠାରୁ ବଡ଼ ସାପ: ଲମ୍ବ ୪୨ ଫୁଟ, କୁମ୍ଭୀରକୁ ଖାଇ ସହଜରେ ହଜମ କରିଦିଏ

ଦୁନିଆରେ ଅନେକ ପ୍ରକାରର ପଶୁ ରହିଛନ୍ତି। ସେଥିମଧ୍ୟରୁ ଆମେ କେତେକଙ୍କ ବିଷୟରେ ଜାଣିଥିବା ବେଳେ ଆଉ କେତେକକୁ ବହିରେ ପଢ଼ିଛୁ। ଅନେକ ପ୍ରଜାତିର ପଶୁଙ୍କ ଉପରେ ବୈଜ୍ଞାନିକମାନେ…

6 years ago

ଏହି ଯୁବକଙ୍କୁ ବିବାହ କରିବାକୁ ପାଗଳପ୍ରାୟ ଝିଅମାନେ; ଆସୁଛି ଅନେକ ପ୍ରସ୍ତାବ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବର୍ତ୍ତମାନ ଡିଜିଟାଲ ସମୟ। ଏହି ସମୟରେ ପୁସ୍ତକ ଯେମିତି ଫ୍ୟାଶନ ପାଲଟିଯାଇଛି। ପୁସ୍ତକ ସହ ଅନେକ ଲୋକ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରୁଥିବା ଆମେ…

6 years ago

ବାଂଲାଦେଶ ସୀମାରୁ ଭାରତୀୟ ଯବାନଙ୍କୁ ମିଳିଲା ଏହି ଦୁର୍ଲଭ ପକ୍ଷୀ, ଦାମ୍‌ ଜାଣିଲେ ହେବେ ଚକିତ

ବାଂଲାଦେଶ ସୀମାରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଯବାନଙ୍କୁ ଏକ ଦୁର୍ଲଭ ପକ୍ଷୀ ମିଳିଛି, ଯାହାର ଦାମ୍‌ ୧୫ ଲକ୍ଷ ଟଙ୍କା। କଥାଟି ବିଶ୍ୱାସଯୋଗ୍ୟ ନ ହେଲେ ମଧ୍ୟ…

6 years ago

୨ ବଳାତ୍କାରୀଙ୍କୁ ଫାଶୀ ଦଣ୍ଡାଦେଶ ପରେ ବଧୂ ବେଶରେ ସଜେଇ ହେଲା ଏହି ପୋଲିସ ଷ୍ଟେଶନ, ଜାଣନ୍ତୁ କାହିଁକି

ମୁମ୍ବାଇ,୧୪ା୮: ବର୍ଷକ ତଳେ ମହାରାଷ୍ଟ୍ରର ବୁଲଧାନାରେ ଏକ ଗଣବଳାତ୍କାର ହୋଇଥିଲା। ଗୁରୁବାର ବୁଲଧାନାର ସ୍ବତନ୍ତ୍ର ଜିଲା ଏବଂ ଅଧିବେଶନ କୋର୍ଟ ଏହି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡ…

6 years ago

ବନାରସୀ ଶାଢ଼ିରେ ଭାରତର ନକ୍ସା, ତ୍ରିରଙ୍ଗାର ଝଲକ

ବାରାଣସୀ,୧୪।୮: ପର୍ବଗୁଡ଼ିକରେ ପୋଷାକର ବିଶେଷ ମହତ୍ତ୍ୱ ରହିଛି। ବିଭିନ୍ନ ପର୍ବ ଅନୁଯାୟୀ ପାରମ୍ପରିକ ପୋଷାକରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଆଉ ଯଦି ଜାତୀୟ ପର୍ବ କଥା ପଡ଼େ…

6 years ago

ଜିମ୍‌ ସେଣ୍ଟରରେ ବ୍ୟାୟାମ କରୁଛି ଏହି ପ୍ରାଣୀ: ଦେଖନ୍ତୁ କିପରି

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ…

6 years ago

ଲିଜାର୍ଡ ଡେ: ଏବେ ସଙ୍କଟରେ

ଲିଜାର୍ଡ ଡେ, ପ୍ରତିବର୍ଷ ଅଗଷ୍ଟ ୧୪ରେ ପାଳନ ହୋଇଥାଏ। ଗୋଧିଠାରୁ ଆରମ୍ଭ କରି ଏଣ୍ଡୁଅ, ଝିଟିପିଟି ଆଦି ଏହି ଶ୍ରେଣୀର ଅନ୍ତର୍ଭୁକ୍ତ। ତେବେ ବିଭିନ୍ନ କାରଣରୁ ଏହି…

6 years ago