ମନୋରଞ୍ଜନ

ବିଶ୍ୱର ଚତୁର୍ଥ ଧନୀ ଅଭିନେତା ଶାହରୁଖ ଖାନ, ପଛରେ ପଡ଼ିଲେ ହଲିଉଡ୍ ଷ୍ଟାର

ମୁମ୍ବାଇ,୪।୫: ୨୦୨୫ ମସିହାରେ ବିଶ୍ୱର ଶ୍ରେଷ୍ଠ ୧୦ ଜଣ ଧନୀ ଅଭିନେତାଙ୍କ ତାଲିକାରେ ଶାହରୁଖ ଖାନ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହି ତାଲିକା Esquire ମାଗାଜିନ ଦ୍ୱାରା…

1 year ago

ଶୁଭମନ ନୁହନ୍ତି, ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ସାରା ତେନ୍ଦୁଲକର?ବିଗ୍‌ବିଙ୍କ ନାତୁଣୀଙ୍କ ସହ କନେକ୍ସନ!

ମୁମ୍ବାଇ: ପୁଣି ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର। କେତେବେଳେ ବଲିଉଡ୍‌ ଅଭିନେତାଙ୍କ ସହ ପାର୍ଟି ତ କେବେ କ୍ରିକେଟର ଶୁଭମନ…

1 year ago

ଫସିଲେ ସୋନୁ ନିଗମ

ବେଙ୍ଗାଲୁରୁ:ଲୋକପ୍ରିୟ ସିଙ୍ଗର ସୋନୁ ନିଗମ ବେଙ୍ଗାଲୁରୁରେ ନିଜର ଏକ କନସର୍ଟକୁ ନେଇ ବିବାଦ ଘେରକୁ ଆସିଛନ୍ତି। ଏହି କନସର୍ଟରେ କନ୍ନଡ଼ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ…

1 year ago

ବିବାଦରେ ଏଜାଜ୍‌ ଖାନ୍‌ଙ୍କ ‘ହାଉସ୍‌ ଆରେଷ୍ଟ’

ମୁମ୍ବାଇ,୩ା୫:ଅଭିନେତା ଏଜାଜ୍‌ ଖାନ୍‌ଙ୍କ ରିଆଲିଟି ଶୋ’ ‘ହାଉସ୍‌ ଆରେଷ୍ଟ’ରେ ଯୌନ ଉଦ୍ଦୀପକ କଣ୍ଟେଣ୍ଟକୁ ନେଇ ବିବାଦ ଉଠିବା ପରେ ଓଭର ଦି ଟପ୍‌ (ଓଟିଟି) ଉଲ୍ଲୁ ଏହାକୁ…

1 year ago

ଅବନୀତଙ୍କ ଫଟୋ ଲାଇକ୍ କରି ଚର୍ଚ୍ଚାରେ ବିରାଟ କୋହଲି: ପରେ ଦେଲେ ସଫେଇ

ନୂଆଦିଲ୍ଲୀ,୩/୫:ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ଏକ ଲାଇକ ଯୋଗୁ ହଙ୍ଗାମା ସୃଷ୍ଟି ହୋଇଛି। ବିରାଟଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଜଣେ ଅଭିନେତ୍ରୀଙ୍କ ଫଟୋରେ ଲାଇକ…

1 year ago

ଅନୁଷ୍କାଙ୍କ ଜନ୍ମଦିନରେ ବିରାଟ ଦେଲେ ସ୍ବତନ୍ତ୍ର ଉପହାର, ସୋସିଆଲ ମିଡିଆରେ ଏସ୍‌ଏମ୍‌ଏସ୍‌ ଲେଖି ଅଜାଡ଼ି ଦେଲେ…

ମୁମ୍ବାଇ,୧ା୫: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ଅର୍ଥାତ୍‌ ମେ’ ୧ରେ ୩୭ ବର୍ଷରେ ପାଦ ଥାପିଛନ୍ତି। ତାଙ୍କ ଜନ୍ମଦିନ ଅବସରରେ ସ୍ବାମୀ ତଥା କ୍ରିକେଟର ବିରାଟ…

1 year ago

ଭାରତରେ ହାନିଆ ଆମିରଙ୍କ ସମେତ ଅନେକ ପାକିସ୍ତାନୀ ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ

ନୂଆଦିଲ୍ଲୀ, ୩୦।୪: ଭାରତ ସରକାର ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ସମେତ ଅନେକ ପାକିସ୍ତାନୀ ଅଭିନେତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ତାଲିକାରେ ଆୟେଜା…

1 year ago

ପାକିସ୍ତାନୀ କଳାକାରଙ୍କୁ ରୋକଠୋକ୍‌ ଶୁଣାଇଦେଲେ ଜାଭେଦ ଅଖତର, ସମସ୍ତେ କାବା

ନୂଆଦିଲ୍ଲୀ,୨୯।୪: ପହଲଗାମରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନିରୀହ ବ୍ୟକ୍ତିଙ୍କ ଜୀବନ ହାନି ଘଟିଥିଲା। ଏହି ଘଟଣା ପରେ ଭାରତରେ ପାକିସ୍ତାନୀ କଳାକାରଙ୍କୁ ନିଷେଧ…

1 year ago

ପାକିସ୍ତାନୀ ଡିଜାଇନରଙ୍କ ସହ ଫଟୋ ଶେୟାର କରି ଟ୍ରୋଲ ହେଲେ କରୀନା

ମୁମ୍ବାଇ: ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ଦେଶରେ ପାକିସ୍ତାନ ବିରୁଦ୍ଧରେ କ୍ରୋଧ ଶୀର୍ଷରେ ପହଞ୍ଚିଛି। ଏହି ସମୟରେ, ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ…

1 year ago

ବାସ୍କେଟ ବଲ୍‌ କୋଚ୍‌ ଭୂମିକାରେ ଆମୀର

ମୁମ୍ବାଇ: ୨୦୨୨ରେ ଫିଲ୍ମ ‘ଲାଲ୍‌ ସିଂ ଚଢ଼ା’ ପରଠାରୁ ଅଭିନେତା ଆମୀର ଖାନ୍‌ ଅଭିନୟରୁ ଦୂରେଇ ରହିଛନ୍ତି। ତେବେ ଖୁବ୍‌ଶୀଘ୍ର ତାଙ୍କୁ ‘ସିତାରେ ଜମିନ ପର’ ଫିଲ୍ମରେ ଦେଖିବାକୁ…

1 year ago