ବଲିଉଡ୍ ଅଭିନେତ୍ରୀ ହୁମା କ୍ୟୁରେଶି ନୂଆ ବର୍ଷ ନେଇ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ଏବଂ ଭିଡିଓ ସେ ପ୍ରଶଂସକଙ୍କ ସହ ସୋସିଆଲ ମିଡିଆ ମାଧ୍ୟମରେ…
ବଲିଉଡ ଅଭିନେତା ଧର୍ମେନ୍ଦ୍ର କୃଷକଙ୍କ ସମର୍ଥନରେ ବାହାରିଛନ୍ତି। ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚାଷୀଙ୍କ ପାଇଁ ସେ ନ୍ୟାୟ ଦାବି କରିଛନ୍ତି। ସୋମବାର ଧର୍ମେନ୍ଦ୍ର ଟୁଇଟରରେ…
ମୁମ୍ବାଇ,୪।୧: ବଲିଉଡ୍ ଅଭିନେତା ଆଦିତ୍ୟ ପାଞ୍ଚୋଲି ସୋମବାର ୫୫ ବର୍ଷରେ ପାଦ ଥାପିଛନ୍ତି। ସେ ୧୯୬୫ ଜାନୁୟାରୀ ୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୮୬ରେ ଜରିନା…
ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ ଥିଲେ…
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ର।।ୱତ କାହା ଉପରେ ବର୍ଷିବାକୁ ହେଲେ ସେ କିଛି ଦେଖନ୍ତି ନାହିଁ । ଏମିତିକି ସେଲିବ୍ରିଟିଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ…
ବମ୍ବେ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ବିଗ୍ବସ୍ ଫେମ୍ ଅଭିନେତା ନିଶାନ୍ତ ସିଂହ ମଲଖାନୀ। ଡିସେମ୍ବର ୩୧ ରାତି ୧୧.୫୯ରେ ରାଜସ୍ଥାନରେ ଦୁର୍ଘଟଣାର ଶିକାର ହୋଇଥିବା ନିଶାନ୍ତ କହିଛନ୍ତି।…
ମୁମ୍ବାଇ: ୟଶରାଜ ଫିଲ୍ମର ସବୁଠାରୁ ଷ୍ଟାଇଲିଷ୍ଟ ଆକ୍ସନ ଫ୍ରଞ୍ଚାଇଜ୍ ‘ଧୁମ’ର ୪ ନମ୍ବର ମୁଭିକୁ ଦର୍ଶକେ ବେଶ୍ କିଛିଦିନ ହେବ ଅପେକ୍ଷା ରଖିଛନ୍ତି । ‘ଧୁମ୍ ୪’…
ପେଶାଓ୍ବର, ୩ା୧: ପାକିସ୍ତାନର ଖାଇବର ପାଖ୍ତନଖୱା ରାଜ୍ୟ ସରକାର କିମ୍ବଦନ୍ତୀ ବଲିଉଡ ଅଭିନେତା ଦିଲୀପ କୁମାର ଏବଂ ରାଜ କପୁରଙ୍କ ପୈତୃକ ଘର କିଣିବେ। ଏଥି ପାଇଁ…
ବମ୍ବେ: ବଲିଉଡ୍ର ଖିଲାଡି କିଙ୍ଗ ଅକ୍ଷୟ କୁମାର ବାସ୍ତବ ଜୀବନରେ ବଡ ଖେଳାଳି ଥିବା କୁହାଯାଏ। ତାଙ୍କ ଜୀବନରେ ଅନେକ ନାୟିକାଙ୍କ ଏଣ୍ଟ୍ରି ହୋଇଛି। କଥା ବିବାହ…
ମୁମ୍ବାଇ, ୩।୧: ମିସ୍ ୟୁନିଭର୍ସରୁ ବଲିଉଡ୍ ଅଭିନେତ୍ରୀ ପାଲଟି ଥିବା ଗୁଲ୍ ପନାଗ ରବିବାର ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଜାନୁୟାରୀ ୩ରେ ଚଣ୍ଡିଗଡ଼ଠାରେ…