କଶ୍ମୀର ଯିବାକୁ ହେଲେ ସବୁ ବ୍ୟବସ୍ଥା କରିଦେବେ ମୋଦି
ମୁମ୍ବାଇ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମହାରାଷ୍ଟ୍ରରେ ଏକ ନିର୍ବାଚନି ସଭାରେ ଉଦ୍ବୋଧନ ଦେବା ସମୟରେ ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ କଂଗ୍ରେସ ଓ ଏନ୍ସିପି ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ...
ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମଧ୍ୟରେ ସାଭରକରଙ୍କ ନାଁ ଥିଲା: ଦିଗ୍ବିଜୟ
ନୂଆଦିଲ୍ଲୀ,୧୭।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ପକ୍ଷରୁ ଘୋଷଣା ପତ୍ର ଜାରି କରାଯାଇଥିଲା। ଆଉ ଏଥିରେ କୁହାଯାଇଥିଲା କି ମହାରାଷ୍ଟ୍ରରେ ଯଦି ଭାଜପା ଶାସନ କ୍ଷମତାକୁ ଆସେ ତେବେ ଭାରତ ରତ୍ନ...
ମହାରାଷ୍ଟ୍ରରେ ଭାଜପାକୁ ମିଳିବ ବହୁମତ: ଅମିତ ଶାହ
ମୁମ୍ବାଇ,୧୭।୧୦: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଆଉ ୩ ଦିନ ପରେ ହେବ। ଏଠାରେ ଭାଜପା ଓ ଶିବସେନା ମଧ୍ୟରେ ଆସନ ବୁଝାମଣା ହୋଇଛି। ୨୮୮ ବିଧାନସଭା ଆସନ ମଧ୍ୟରୁ ୧୬୪ରେ ଭାଜପା ପ୍ରାର୍ଥୀ ଦେଇଥିବାବେଳେ ୧୨୪ ଆସନରେ ଶିବସେନା ପ୍ରାର୍ଥୀ...
ନିର୍ବାଚନ ପ୍ରଚାର ସମୟରେ ଶିବସେନା ଏମ୍ପିଙ୍କୁ ଛୁରାମାଡ଼
ମୁମ୍ବାଇ,୧୬।୧୦: ମହାରାଷ୍ଟ୍ର ଉସ୍ମାମାନାବାଦର ଏମ୍ପି ଓମ୍ ରାଜେ ନିମ୍ବାଲକରଙ୍କୁ ବୁଧବାର ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରାଯାଇଛି। ଏଥିରେ ସେ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଶିବସେନାର ପ୍ରାର୍ଥୀ କୈଳାଶ ପାଟିଲଙ୍କ ପାଇଁ ପଡୋଲି ଗଁାରେ ସେ ନିର୍ବାଚନୀ...
ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ପତ୍ର ଜାରି କଲା ଭାଜପା: ନିଯୁକ୍ତି, ସ୍ବାସ୍ଥ୍ୟକୁ ଗୁରୁତ୍ୱ
ମୁମ୍ବାଇ,୧୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସାଧାରଣ ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ ପ୍ରାୟ ସବୁ ଦଳ ପ୍ରୟାସ ଜାରି ରଖିଛନ୍ତି। ଏଠାରେ ଆସନ୍ତା ୨୧ରେ ନିର୍ବାଚନ ହେବାକୁ ଥିବା ବେଳେ ୨୪ରେ ଫଳାଫଳ...
ମହାରାଷ୍ଟ୍ରରେ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ସଭା: ୩୭୦କୁ ନେଇ ବିରୋଧୀଙ୍କୁ ଚ୍ୟାଲେଞ୍ଜ
ଜଲଗାଓଁ,୧୪ା୧୦(ପି.ଟି.): ବିରୋଧୀ ଦଳଗୁଡ଼ିକର ସାହସ ଥିଲେ ସେମାନେ ନିଜ ନିର୍ବାଚନୀ ଇସ୍ତାହାରରେ ୩୭୦ ଅନୁଚ୍ଛେଦ ଫେରାଇ ଆଣିବା ପାଇଁ ଘୋଷଣା କରନ୍ତୁ। ମହାରାଷ୍ଟ୍ରର ଜଲଗାଓଁରେ ରବିବାର ଏକ ନିର୍ବାଚନୀ ସଭାରେ କଂଗ୍ରେସ ଓ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି)କୁ ପ୍ରଧାନମନ୍ତ୍ରୀ...
ମହାରାଷ୍ଟ୍ରରେ ଗର୍ଜିଲେ ମୋଦି
ମୁମ୍ବାଇ,୧୩।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଜଲଗାଓଁରେ ଏକ ରାଲିରେ ଯୋଗ ଦେଇଛନ୍ତି। ସେଠାରେ ସେ ଉଦ୍ବୋଧନ ଦେବା ଅବସରରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଏବେ ନୂଆ ଭାରତର ନୂଆ କିରଣ...
ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଧରିବ ଶିବସେନା: ଉଦ୍ଧବ ଠାକ୍ରେ
ମୁମ୍ବାଇ,୭।୧୦: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଡୋର ଶିବସେନା ଧରିବ। ଜଣେ ଶିବସୈନିକ ହିଁ ମୁଖ୍ୟମନ୍ତ୍ରୀ ଆସନରେ ବସିବେ। ଏନେଇ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେ ସୂଚନା ଦେଇଛନ୍ତି। ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଅକ୍ଟୋବର ୨୪ରେ ଘୋଷଣା କରାଯିବ। ଏହାପରେ ସେ...
ମହାରାଷ୍ଟ୍ର ବିଧାନସଭା ପାଇଁ ଏନ୍ସିପି ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା
ପୁଣେ,୫।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମହାରାଷ୍ଟ୍ରର ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍ସିପି) ଶନିବାର ତା’ର ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି। ଏହି ତାଲିକାରେ ଦଳ ମୁଖ୍ୟ ଶରଦ ପାଓ୍ବାର, ପ୍ରଫୁଲ୍ଲ ପଟେଲ, ଛଗନ ଭୁଜବଳ, ସୁପ୍ରିୟା ସୁଲେ, ଜୟନ୍ତ...
ମହାରାଷ୍ଟ୍ରରେ ମିଳିତ ଭାବେ ଲଢିବେ ଭାଜପା-ଶିବସେନା
ମୁମ୍ବାଇ,୪।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଶୁକ୍ରବାର ଭାଜପା-ଶିବସେନା ମିଳିତ ଭାବେ ନିର୍ବାଚନ ଲଢିବା କଥା ଘୋଷଣା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଓ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଏହା...
ମହାରାଷ୍ଟ୍ର, ହରିୟାଣା ପାଇଁ ଭାଜପାର ୨ୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୩ା୧୦(ଆଇଏଏନ୍ଏସ୍): ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭାଜପା ବୁଧବାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହରିୟାଣା ପାଇଁ ଏହି ପର୍ଯ୍ୟାୟରେ ୧୪ ଜଣଙ୍କ ନାଁ ଘୋଷଣା ହୋଇଥିବାବେଳେ ମହାରାଷ୍ଟ୍ର ପାଇଁ ୧୨ ପ୍ରାର୍ଥୀଙ୍କ ନାଁ...
ମହାରାଷ୍ଟ୍ର ନିର୍ବାଚନ: ଭାଜପାର ୧୨୫, ଶିବସେନାର ୧୨୪ ପ୍ରାର୍ଥୀ ତାଲିକା ଘୋଷଣା
ମୁମ୍ବାଇ,୧।୧୦: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦୀର୍ଘ ଦିନ ଧରି ଚାଲିରହିଥିବା ଅଙ୍କକଷା ମଙ୍ଗଳବାର ଛିଣ୍ଡିଛି। ଭାଜପା ପକ୍ଷରୁ ପ୍ରଥମ ତାଲିକା ଜାରି କରାଯାଇ ୧୨୫ ଆଶାୟୀ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଅନ୍ୟପଟେ ଶିବସେନା ପକ୍ଷରୁ...
Archives


