ଶିକ୍ଷା ଓ ନିଯୁକ୍ତି

India Post GDS Recruitment 2025: ଡାକ ବିଭାଗରେ ଦଶମ ପାସଙ୍କ ପାଇଁ ବମ୍ପର ନିଯୁକ୍ତି, ପାଖେଇ ଆସିଲା ଶେଷ ତାରିଖ, ହାତଛଡା କରନ୍ତୁ ନାହିଁ

ଭୁବନେଶ୍ୱର,୨୪।୨: ଯଦି ଆପଣ ସରକାରୀ ଚାକିରି ଖୋଜୁଛନ୍ତି ଏବଂ ବିନା ପରୀକ୍ଷାରେ ପୋଷ୍ଟ ଅଫିସରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ଡାକ ବିଭାଗରେ ଗ୍ରାମୀଣ ଡାକ ସେବକ (GDS)ର ୨୧,୪୧୩ ପଦବୀ ପାଇଁ…

କେବଳ IAS-IPS ନୁହେଁ, UPSC ପରୀକ୍ଷା ପାସ୍‌ ପରେ ଏହି ବିଭାଗରେ ବି ହୋଇପାରିବେ ଅଧିକାରୀ

ନୂଆଦିଲ୍ଲୀ,୨୪ା୨: ୟୁନିଅନ ପବ୍ଲିକ ସର୍ଭିସ କମିଶନ ବିଭିନ୍ନ ପ୍ରତିଷ୍ଠିତ ସରକାରୀ ସେବା ଏବଂ ପଦବୀ ପାଇଁ ନିଯୁକ୍ତି ପରୀକ୍ଷା ପରିଚାଳନା କରେ। ପ୍ରତିବର୍ଷ ଲକ୍ଷଲକ୍ଷ ଯୁବତୀ ଯୁବକ UPSC ପରୀକ୍ଷା ଦିଅନ୍ତି। UPSC ମାଧ୍ୟମରେ ଉପଲବ୍ଧ ସରକାରୀ ଚାକିରିଗୁଡ଼ିକ ମୁଖ୍ୟତଃ ସିଭିଲ…

RVUNL Recruitment 2025: ବିଦ୍ୟୁତ୍‌ ବିଭାଗରେ ବମ୍ପର ନିଯୁକ୍ତି, ITI ପାସ୍‌ କରିଥିବା ପିଲା କରିପାରିବେ ଆବେଦନ, ଜାଣନ୍ତୁ କେମିତି…

ଜୟପୁର,୨୪ା୨: ରାଜସ୍ଥାନ ରାଜ୍ୟ ବିଦ୍ୟୁତ୍‌ ଉତ୍ପାଦନ ନିଗମ ଲିମିଟେଡ (RVUNL) ଟେକ୍ନିସିଆନ, ଅପରେଟର ଏବଂ ପ୍ଲାଣ୍ଟ ଆଟେଣ୍ଡାଣ୍ଟ ପଦବୀରେ ନିଯୁକ୍ତି ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିଛି। ଯେଉଁମାନେ ଏହି ପଦବୀଗୁଡ଼ିକରେ କାମ କରିବାକୁ ଆଗ୍ରହୀ ଏବଂ ପ୍ରାସଙ୍ଗିକ ଯୋଗ୍ୟତା ରଖିଛନ୍ତି,…

ଭାରତୀୟ ପଶୁପାଳନ ନିଗମ ଲିମିଟେଡରେ ସୁବର୍ଣ୍ଣ ସୁଯୋଗ: ୨,୧୫୨ ପଦବୀ ପାଇଁ ବାହାରିଲା ନିଯୁକ୍ତି, ଦରମା ରହିଛି…

ନୂଆଦିଲ୍ଲୀ,୨୩।୨: ଭାରତୀୟ ପଶୁପାଳନ ନିଗମ ଲିମିଟେଡ (BPNL) ୨୦୨୫ ପାଇଁ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ଅଧୀନରେ ମୋଟ ୨,୧୫୨ଟି ଖାଲି ପଦବୀ ପୂରଣ କରାଯିବ। ଏଥିରେ ପଶୁପାଳନ ଫାର୍ମ ନିବେଶ ଅଧିକାରୀ,…

RRB Group D Recruitment: ରେଲଓ୍ବେରେ ବମ୍ପର ନିଯୁକ୍ତି ସୁଯୋଗ, ଆବେଦନ ନ କରିଥିଲେ କରିଦିଅନ୍ତୁ ଶୀଘ୍ର, ଶେଷ ତାରିଖ…

ନୂଆଦିଲ୍ଲୀ,୨୧।୨: ରେଳବାଇ ନିଯୁକ୍ତି ବୋର୍ଡ (RRB) ଗ୍ରୁପ ଡିର ୩୨,୪୩୮ ଖାଲି ପଦବୀ ନିଯୁକ୍ତି ପାଇଁ ଆବେଦନ ତାରିଖକୁ ପରିବର୍ତ୍ତନ କରିଛି। ପୂର୍ବରୁ ଆବେଦନର ଶେଷ ତାରିଖ ୨୨ ଫେବୃଆରୀ ୨୦୨୫ ରଖାଯାଇଥିଲା, ଯାହାକୁ ଏବେ ୧ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ…

SBIରେ ୧୧୦୦ରୁ ଅଧିକ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୧୯ା୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ସମକାଳୀନ ଅଡିଟରର ବମ୍ପର ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଯାହା ପାଇଁ ପ୍ରାର୍ଥୀମାନେ ଅଫିସିଆଲ ସାଇଟ୍‌ sbi.co.inକୁ ଯାଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ…

CBSE ଦଶମ-ଦ୍ୱାଦଶ ପରୀକ୍ଷା ଆରମ୍ଭ

ନୂଆଦିଲ୍ଲୀ,୧୫।୧: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ପରୀକ୍ଷା ସକାଳ ୧୦:୩୦ ରୁ ଆରମ୍ଭ ହୋଇଛି। ଏହା ଅପରାହ୍ନ ୧:୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। କିଛି ବିଷୟ ପାଇଁ ପରୀକ୍ଷା ସକାଳ…

India Post GDS Recruitment: ଭାରତୀୟ ଡାକ ବିଭାଗରେ ଆସିଲା ବଡ଼ ନିଯୁକ୍ତି, ଏହିଦିନ ଶେଷ ତାରିଖ, ଦରମା ମିଳିବ…

ନୂଆଦିଲ୍ଲୀ,୧୨।୨: ଭାରତୀୟ ଡାକ ବିଭାଗ ବମ୍ପର ନିଯୁକ୍ତି ଘୋଷଣା କରିଛି । ଭାରତୀୟ ଡାକ ବିଭାଗର ବିଭିନ୍ନ କାର୍ଯ୍ୟାଳୟରେ ଗ୍ରାମୀଣ ଡାକ ସେବକ ପଦବୀ ପାଇଁ ନିଯୁକ୍ତି ପାଇଁ ଏକ ବିଜ୍ଞପ୍ତି ଜାରି କରିଛି । ଇଣ୍ଡିଆ ପୋଷ୍ଟ ପକ୍ଷରୁ ଗ୍ରାମୀଣ…

NCTE ନେଲା ବଡ଼ ନିଷ୍ପତ୍ତି: ପୁଣି ଆରମ୍ଭ ହେବ ଏକ ବର୍ଷିଆ B.Ed, M.Ed ପାଠ୍ୟକ୍ରମ

ନୂଆଦିଲ୍ଲୀ,୧୦।୨: ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (NCTE) ପ୍ରାୟ ଏକ ଦଶନ୍ଧି ଧରି ଚାଲିଥିବା ଏହାର ନୀତିରେ ଏକ ବଡ଼ ପରିବର୍ତ୍ତନ କରି ଏକ ବର୍ଷିଆ ବି.ଏଡ୍ ଏବଂ ଏମ.ଏଡ୍ ପାଠ୍ୟକ୍ରମକୁ ପୁନଃଆରମ୍ଭ କରିବାକୁ ଯାଉଛି। ଏହି ଅବଧି ଦୁଇ ବର୍ଷକୁ…

ନିଯୁକ୍ତି ପାଇବେ ୨୭୬୭ ଜଣ ଅଧ୍ୟକ୍ଷ, ଶିକ୍ଷକ-ଶିକ୍ଷୟିତ୍ରୀ, ମୁଖ୍ୟମନ୍ତ୍ରୀ କରିବେ…

ଭୁବନେଶ୍ୱର, ୬।୨: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରି ରାଜ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ଆମ ରାଜ୍ୟ ସରକାରଙ୍କ ପ୍ରାଥମିକତା । ଏହିକ୍ରମରେ ଭୁବନେଶ୍ବର ୟୁନିଟ-୩ ସ୍ଥିତ କ୍ୟାପିଟାଲ୍ ହାଇସ୍କୁଲ ପଡ଼ିଆଠାରେ ଆସନ୍ତାକାଲି ଆୟୋଜିତ ହେବ ନିଯୁକ୍ତି ମେଳା…

ମାତୃଭାଷାରେ ସ୍ନାତକ ପଢ଼ିବେ ଛାତ୍ରଛାତ୍ରୀ: ପୁସ୍ତକ ଲେଖା ପାଇଁ ୫୦ ଲେଖକ ମନୋନୀତ

ଭୁବନେଶ୍ବର, ୨୪।୧: ଆଗକୁ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ସ୍ନାତକ ପଢିବେ। ଏନେଇ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ନିକଟରେ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ଏମବିଏ ପାଠ୍ୟକ୍ରମ ପାଇଁ ଓଡ଼ିଆ ପୁସ୍ତକ ପ୍ରକାଶ କରାଯାଇଥିଲା ବେଳେ ଆଗକୁ ଡାକ୍ତରୀ ଏବଂ…

ଓଡ଼ିଆ ଭାଷାରେ MBA ଶିକ୍ଷା ପାଇବେ ଓଡ଼ିଶାର ଛାତ୍ରଛାତ୍ରୀ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଭୁବନେଶ୍ୱର, ୨୧।୧: ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (IGNOU) ଓଡ଼ିଆ MBA ପୁସ୍ତକ ପ୍ରସ୍ତୁତ କରିଥିବାରୁ ଓଡ଼ିଶାର ଛାତ୍ରଛାତ୍ରୀମାନେ ଏବେ ଓଡ଼ିଆ ଭାଷାରେ MBA (ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍) ଶିକ୍ଷା ପାଇବେ। ପ୍ରଥମ ଥର ପାଇଁ IGNOU ଓଡ଼ିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri