ସୁନ୍ଦରଗଡ଼

ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ମୃତ, ତନାଘନା ଜାରି

ସୁନ୍ଦରଗଡ଼,୨।୬: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲଠାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌…

1 year ago

ସମୁଦୁଣୀଙ୍କୁ ତୀର ମାଡ଼ କଲେ ସମୁଦି, ପେଟରେ ବାଜି…

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ଗମଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ…

1 year ago

ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍‌ ଠାବ

ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ,…

1 year ago

୧୯ ଘଣ୍ଟା ଅଟକ ପରେ ବିଧାୟକ, ଗ୍ରାମବାସୀଙ୍କୁ ଛାଡିଲା ପୋଲିସ

ସୁନ୍ଦରଗଡ଼/ବଣାଇଁ,୩୧।୫(ଜୟ ନାରାୟଣ ମେଣ୍ଡୁଳି/ପ୍ରଦୀପ ତ୍ରିପାଠୀ): ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୋଲିସ। ଉପ ଜିଲାପାଳ, ଅତିରିକ୍ତ ଏସ୍‌ପି ଏବଂ…

1 year ago

୫ ଟନ୍‌ ମାଓବାଦୀ ବିସ୍ଫୋରକ ଲୁଟ୍‌ ଘଟଣା: ରାଉରକେଲାରେ NIAଟିମ୍‌-DG

ରାଉରକେଲା,୨୯ା୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍‌ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ…

1 year ago

ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହୃତ ବିସ୍ଫୋରକ ଭର୍ତ୍ତି ଟ୍ରକ ଉଦ୍ଧାର

କୋଇଡା,୨୭।୫: ମଙ୍ଗଳବାର ସକାଳେ ପ୍ରାୟ ୩୦ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ବିସ୍ଫୋରକ ଭର୍ତ୍ତି ଟ୍ରକଟି ସୁନ୍ଦରଗଡ଼ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ…

1 year ago

ପୁଣି ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

ଟେନ୍‌ସା,୧୮ା୫(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ…

2 years ago

ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି…

2 years ago

ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍‌ପିଏଫ୍‌ କନଷ୍ଟେବଳ ନିଲମ୍ବିତ

ରାଉରକେଲା,୧୮।୫(ସଙ୍ଗୀତା ଜେନା): ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି/ବିଏସ୍‌ଏଫ୍‌) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା…

2 years ago

ବାଇକ୍‌ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼

ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ…

2 years ago