ସୁନ୍ଦରଗଡ଼

ଦୁର୍ଘଟଣାରେ ଦୁଇ ବାଇକ୍‌ ଆରୋହୀ ମୃତ, ତନାଘନା ଜାରି

ସୁନ୍ଦରଗଡ଼,୨।୬: ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ମୁଖ୍ୟ ରାସ୍ତା ବାଲିଶଙ୍କରା ୨୩ ମାଇଲଠାରେ ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କାରେ ଦୁଇ ବାଇକ୍‌…

10 months ago

ସମୁଦୁଣୀଙ୍କୁ ତୀର ମାଡ଼ କଲେ ସମୁଦି, ପେଟରେ ବାଜି…

ବଣାଇଁ,୧।୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ଗମଲେଇ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ତୀରମାଡରେ ମହିଳା ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ…

10 months ago

ରାଉରକେଲାରେ ଚାଞ୍ଚଲ୍ୟ: ବିସ୍ଫୋରକ ଭର୍ତ୍ତି ୨ ଟ୍ରକ୍‌ ଠାବ

ରାଉରକେଲା,୧।୬: ସୁନ୍ଦରଗଡ଼ ଜିଲା ବାଲୁଘାଟ ପେଟ୍ରୋଲ ପମ୍ପ ନିକଟରୁ ରବିବାର ସନ୍ଦେହଜନକ ଅବସ୍ଥାରେ ୨ଟି ବିସ୍ଫୋରକ ଭର୍ତ୍ତି ଟ୍ରକ ଠାବ ହୋଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ,…

10 months ago

୧୯ ଘଣ୍ଟା ଅଟକ ପରେ ବିଧାୟକ, ଗ୍ରାମବାସୀଙ୍କୁ ଛାଡିଲା ପୋଲିସ

ସୁନ୍ଦରଗଡ଼/ବଣାଇଁ,୩୧।୫(ଜୟ ନାରାୟଣ ମେଣ୍ଡୁଳି/ପ୍ରଦୀପ ତ୍ରିପାଠୀ): ୧୯ ଘଣ୍ଟା ଅଟକ ପରେ ବିଧାୟକ ଯୋଗେଶ ସିଂ ଏବଂ ଗ୍ରାମବାସୀଙ୍କୁ ଛାଡ଼ିଲା ପୋଲିସ। ଉପ ଜିଲାପାଳ, ଅତିରିକ୍ତ ଏସ୍‌ପି ଏବଂ…

10 months ago

୫ ଟନ୍‌ ମାଓବାଦୀ ବିସ୍ଫୋରକ ଲୁଟ୍‌ ଘଟଣା: ରାଉରକେଲାରେ NIAଟିମ୍‌-DG

ରାଉରକେଲା,୨୯ା୫(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା କାର୍ଯ୍ୟାଳୟରେ ପୋଲିସ ଡିଜି, ଆଇଜି, ପଶ୍ଚିମାଞ୍ଚଳ ଡିଆଇଜି, ସୁନ୍ଦରଗଡ଼ ଏସ୍‌ପି ଏବଂ ପୋଲିସ ଜିଲାର ଅଧିକାରୀମାନଙ୍କୁ ନେଇ ଚାଲିଥିବା ବୈଠକ…

10 months ago

ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହୃତ ବିସ୍ଫୋରକ ଭର୍ତ୍ତି ଟ୍ରକ ଉଦ୍ଧାର

କୋଇଡା,୨୭।୫: ମଙ୍ଗଳବାର ସକାଳେ ପ୍ରାୟ ୩୦ ଜଣ ସନ୍ଦିଗ୍ଧ ମାଓବାଦୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ବିସ୍ଫୋରକ ଭର୍ତ୍ତି ଟ୍ରକଟି ସୁନ୍ଦରଗଡ଼ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ…

10 months ago

ପୁଣି ମାଲ୍‌ବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୪ ବଗି

ଟେନ୍‌ସା,୧୮ା୫(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଳକ ବିମିଳାଗଡ଼ ରେଲଓ୍ବେ ସାଇଡିଂରେ ରବିବାର ସକାଳୁ ରକ୍ସିରୁ ଲୁହା ପଥରଗୁଣ୍ଡ ନେଇ ଆସୁଥିବା ଏକ ମାଲ୍‌ବାହୀ ଟ୍ରେନ…

11 months ago

ସରପଞ୍ଚଙ୍କୁ ହତ୍ୟା ଧମକ: ପଡ଼ିଲା ମହଙ୍ଗା

ବଡ଼ଗାଁ,୧୮ା୫(ଅଶୋକ ଷଡ଼ଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ଏକମା ପଞ୍ଚାୟତର ସରପଞ୍ଚ ସାଇବାନୀ ଲାକ୍ରାଙ୍କୁ ଗାଳିଗୁଲଜ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଘଟଣାରେ ସେହି…

11 months ago

ଜଣେ କି ଦୁଇ ଜଣ ନୁହେଁ ଏକା ବେଳକେ ୧୦ ଆର୍‌ପିଏଫ୍‌ କନଷ୍ଟେବଳ ନିଲମ୍ବିତ

ରାଉରକେଲା,୧୮।୫(ସଙ୍ଗୀତା ଜେନା): ଝାଡ଼ଖଣ୍ଡର ହଜାରିବାଗ ଏବଂ ହରିୟାଣାର ମାନେସରଠାରେ ହୋଇଥିବା ନ୍ୟାଶନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି/ବିଏସ୍‌ଏଫ୍‌) କମାଣ୍ଡୋ କୋର୍ସ ଟ୍ରେନିଂ ସମୟରେ ଉଚ୍ଚପଦାଧିକାରୀଙ୍କ ନିର୍ଦ୍ଦେଶକୁ ଅବମାନନା କରିବା…

11 months ago

ବାଇକ୍‌ରେ ଆସିଲେ ୨ ଦୁର୍ବୃତ୍ତ, ଦୋକାନୀ-ଗ୍ରାହକଙ୍କୁ କଲେ ଗୁଳିମାଡ଼

ରାଉରକେଲା,୧୭ା୫(ସଙ୍ଗୀତା ଜେନା): ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୨ ଜଣ ଗୁରୁତର ହୋଇଛନ୍ତି। ବାଇକରେ ଦୁଇ ଦୁର୍ବୃତ୍ତ ଆସି ଦୋକାନୀ ଏବଂ ଜଣେ ଗ୍ରାହକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁରୁତର ଦୁଇ…

11 months ago