ସୁବର୍ଣ୍ଣପୁର

ଜବରଦଖଲକାରୀଙ୍କ କବ୍‌ଜାରେ ପ୍ରାକୃତିକ ନାଳ, ଜଳାଶୟ

ସୋନପୁର,୨୩।୬(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ।…

3 years ago

୩୨ ଘଣ୍ଟା ପରେ ଡିଏଚ୍‌ଏଚ୍‌ରେ ପାଣି ମିଳିଲା

ସୋନପୁର, ୧୮ା୬(ମୃତ୍ୟୁଞ୍ଜୟ ଶତପଥୀ) ସୁବର୍ଣ୍ଣପୁର ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ଶନିବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସ୍ବାସ୍ଥ୍ୟକେନ୍ଦ୍ରରୁ ବିଭିନ୍ନ ଓ୍ବାର୍ଡକୁ ସଂଯୋଗ କରୁଥିବା ପାଣି ପାଇପ ଲାଇନ୍‌…

3 years ago

ପୁନରୁଦ୍ଧାର ହେଲାନି ଜଳଉତ୍ସ

ସୋନପୁର,୧୭ା୬(ମୃତ୍ୟୁଞ୍ଜୟ ଶତପଥୀ) ଜନସଂଖ୍ୟା ବୃଦ୍ଧି, ଭୂତଳ ଜଳସ୍ତର ହ୍ରାସ ଓ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣକୁ…

3 years ago

ଗୁଣ୍ଡିଚା ମନ୍ଦିରରେ ବରଗଛ ଭର୍ତ୍ତି

ସୋନପୁର,୧୬।୬(ମୃତ୍ୟୁଞ୍ଜୟ ଶତପଥୀ): ଆସନ୍ତା ୨୦ ତାରିଖ ପବିତ୍ର ରଥଯାତ୍ରା। ଏଥିପାଇଁ ସୁବର୍ଣ୍ଣପୁର ସମେତ ସାରା ଓଡିଶା ଉତ୍ସବ ମୁଖର ହୋଇଉଠିଛି। ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ଓ…

3 years ago

ଶୋଷ ମେଣ୍ଟାଇ ପାରୁନି ଅମୃତଧାରା ପ୍ରକଳ୍ପ

ଅମରପାଲି,୧୬ା୬ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ଗ୍ରାମ ପଞ୍ଚାୟତରେ ଥିବା ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ(ଅମୃତଧାରା)ଦୀର୍ଘଦିନ ହେଲା ଅଚଳ ହୋଇ…

3 years ago

ଦାଦନ ଖଟିବାକୁ ଯାଇ ଚାଲିଗଲା ଜୀବନ

ତରଭା,୧୨ା୬(ଡି.ଏନ.ଏ.): ବିଭିନ୍ନ ସମୟରେ ବାହାର ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଓ ମରଶରୀର ଫେରିବା ନେଇ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା…

3 years ago

ନିଆଁରେ ପୋଡ଼ି ୧୦ ଗୋରୁ ମଇଁଷି ମୃତ

ବିନିକା,୧୨।୬(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଞ୍ଚାୟତ ଅଧୀନ ପଲସାପାଲି ଗାଁରେ ଚାଷଜମିରେ ଲଗାଯାଇଥିବା ନିଆଁ ଧାନ ଖଳାକୁ ବ୍ୟାପି ଗୋରୁ ମଇଁଷି ପୋଡି ଯିବା…

3 years ago

ଗଛରେ ପିଟିହେଲା କାର: ବରକନ୍ୟାଙ୍କ ସମେତ ୬ ଗୁରୁତର

ସୋନପୁର,୧୨।୬(ନି.ପ୍ର.) ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ସୋନପୁର କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ସୋମବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ବରକନ୍ୟାଙ୍କୁ ଧରି ଫେରୁଥିବା ଏକ…

3 years ago

ନଦୀ ଶଯ୍ୟା ଶୁଖିଲା, କ୍ଷୟ ହେଉଛି ଜଙ୍ଗଲ

ସୋନପୁର,୧୨।୬(ନି.ପ୍ର.): ବଲାଙ୍ଗୀର ଜିଲାର ଟିଟିଲାଗଡକୁ ତତଲାଗଡ ବୋଲି କୁହା ଯାଉଥିଲା। ସେଠାରେ ପାରଦ ସର୍ବୋଚ୍ଚ ସ୍ତରରେ ରହୁଥିଲା । କିନ୍ତୁ କିଛି ବର୍ଷ ହେବ ସୁବର୍ଣ୍ଣପୁର ସହର…

3 years ago

ପ୍ରଶାସନିକ ଅନୁମୋଦନ ଅପେକ୍ଷାରେ ୨ ବ୍ୟାରେଜ

ସୋନପୁର,୧୦।୬(ନି.ପ୍ର.): ମହାନଦୀର ଖଇରମାଳ ଓ ଗୋଧନେଶ୍ୱରଠାରେ ବ୍ୟାରେଜ୍‌ ନିର୍ମାଣ ହେବ। ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବ୍ୟାରେଜ ନିର୍ମାଣ ସମ୍ପର୍କିତ ପ୍ରସ୍ତାବ ପ୍ରଶାସନିକ ଅନୁମୋଦନ ପାଇଁ…

3 years ago