ସମ୍ବଲପୁର

ହତ୍ୟା ନା ଆତ୍ମହତ୍ୟା: ବ୍ରିଜରୁ ପଡ଼ି ଭିସୁଟ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ସମ୍ବଲପୁର,୨।୯(ପ୍ରମୋଦ ବହିଦାର): ବୁର୍ଲା ନିକଟସ୍ଥ ପାୱାର ପ୍ୟାନେଲ(ପିସି) ବ୍ରିଜରୁ ଖସିପଡ଼ି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ) ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି। ମୃତକ…

3 months ago

ଡେବ୍ରିଗଡ଼କୁ ଦେଶର ଶ୍ରେଷ୍ଠ ଅଭୟାରଣ୍ୟରେ ପରିଣତ ପାଇଁ ମାଷ୍ଟରପ୍ଲାନ

ସମ୍ବଲପୁର,୨ା୯(ପ୍ରମୋଦ ବହିଦାର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପଦେଷ୍ଟା ତରୁଣ କପୁର ସମ୍ବଲପୁର ଗସ୍ତରେ ଆସି ଜିଲାର ବିଭିନ୍ନ ପ୍ରମୁଖ ଉନ୍ନୟନମୂଳକ ପ୍ରକଳ୍ପର ପ୍ରଗତି ସମ୍ପର୍କରେ ସୋମବାର ସମୀକ୍ଷା କରିଛନ୍ତି।…

3 months ago

ମାମୁଙ୍କ ବରଯାତ୍ରୀରେ ନାଚୁଥିବା ବେଳେ ୬ ବର୍ଷର ଝିଅକୁ ନେଇ କରିଥିଲେ ବଳାତ୍କାର, ଆସିଲା ବଡ଼ ରାୟ

ସମ୍ବଲପୁର,୩୦ା୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳରେ ୨୦୨୪ରେ ସଂଘଟିତ ଏକ ଶିଶୁକନ୍ୟା ବଳାତ୍କାର ମାମଲାରେ ସମ୍ବଲପୁର ଅତିରିକ୍ତ ଜିଲାଜଜ୍‌ ତଥା ପୋକ୍‌ସୋ ଅଦାଲତ ସ୍ବତନ୍ତ୍ର…

3 months ago

ମା’ ସମଲେଶ୍ୱରୀଙ୍କ ପାଖରେ ଲାଗି ହେଲା ନବାନ୍ନ

ସମ୍ବଲପୁର,୨୮ା୮: ଗଣପର୍ବ ନୂଆଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ।…

3 months ago

ନୂଆଖାଇ ପୂର୍ବରୁ ୩ ହଜାର ବୋତଲ ନିଶା କଫସିରପ ଜବତ: ଧରାପଡ଼ିଲେ ୨ ଅଭିଯୁକ୍ତ

ସମ୍ବଲପୁର,୨୬ା୮(ପ୍ରମୋଦ ବହିଦାର): ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜ୍ୟୋତିବିହାର ନିକଟସ୍ଥ ସୁଇଟ ଅନୁଷ୍ଠାନର ପଛପାଶର୍‌ବରେ ବୁର୍ଲାଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ ନିଶା କଫସିରପ୍‌ ଜବତ କରିଛି। ପୋଲିସ…

3 months ago

ନୂଆଖାଇ ପାଇଁ ମା’ ସମଲେଇଙ୍କ ପୀଠରେ ପହଞ୍ଚିଲା ସରିଆ ଧାନ

ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଲାଗି ହେବ ନୂତନ ସରିଆଧାନ। ଏଥିପାଇଁ ଆଜି ମା’…

3 months ago

ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍‌କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ…

3 months ago

ଖୋଲିଲା ହୀରାକୁଦ ଜଳଭଣ୍ଡାର: ୪ଟି ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୨।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ…

4 months ago

ସାର କଳାବଜାରି ରୋକିବା ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବ୍ୟବସାୟୀଙ୍କ ଲାଇସେନ୍ସ ବାତିଲ, ଗୋଦାମ ସିଲ

ସମ୍ବଲପୁର,୨୧।୮(ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବିଶେଷକରି ୟୁରିଆ ସାର କଳାବଜାରି ରୋକିବାକୁ ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲା କୃଷକ…

4 months ago

ସାର କଳାବଜାର: ଅସନ୍ତୋଷ ଝାଡ଼ିଲା କୃଷକ ସଙ୍ଗଠନ

ସମ୍ବଲପୁର,୨୦ା୮(ପ୍ରମୋଦ ବହିଦାର):ସାର କଳାବଜାର ଅଭିଯୋଗରେ କୃଷି ବିଭାଗ ପକ୍ଷରୁ ସମ୍ବଲପୁର ବରେଇପାଲିସ୍ଥିତ ଇଣ୍ଡିଆନ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌କାଉଣ୍ଟରକୁ ଗତ ୧୪ତାରିଖ ସିଲ୍‌ କରାଯାଇଥିଲା। ହେଲେ ଏଣ୍ଟରପ୍ରାଇଜେସ୍‌ର ରିଟେଲ୍‌ କାଉଣ୍ଟର…

4 months ago