ରାୟଗଡା

ବଙ୍କରରେ ଫସିଛନ୍ତି ଓଡ଼ିଆ ଡାକ୍ତରୀ ଛାତ୍ର

ରାୟଗଡ଼ା ଅଫିସ,୨୬ା୨: ରାୟଗଡ଼ା ସହର ନେହେରୁନଗର ନିବାସୀ ପ୍ରଫୁଲ୍ଲ ଚନ୍ଦ୍ର ପାତ୍ରଙ୍କ ପୁଅ ଆଦିତ୍ୟ ନାରାୟଣ ୟୁକ୍ରେନ୍‌ରେ ଫସିଛନ୍ତି। ଆଦିତ୍ୟଙ୍କୁ ଉଦ୍ଧାର କରିବା ପାଇଁ ତାଙ୍କ ପରିବାର…

2 years ago

ଉତ୍ସାହରେ ଭୋଟ ଦେଲେ ଡଙ୍ଗରିଆ

ବିଷମକଟକ,୨୬ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଲ୍ୟାଣସିଂହପୁର ବ୍ଲକର ରାଇଲିମା ଗ୍ରାମ ୧୪ ନମ୍ବର ବୁଥ୍‌ରେ ଶୁକ୍ରବାର ସାନି ମତଦାନ ହୋଇଛି। ଏହି ବୁଥ୍‌ରେ ରାଇଲିମା,…

2 years ago

ଖଟିଆରେ ୨ କି.ମି. ବୁହାହେଲେ ରୋଗୀ

ମୁନିଗୁଡା,୨୪।୨(ଡି.ଏନ୍‌.ଏ.) ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଫଳରେ ରୋଗୀଙ୍କୁ ପରିବାର ଲୋକେ ୨ କି.ମି. ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଖଟିଆରେ ବୋହି…

2 years ago

କଡ଼ା ସୁରକ୍ଷାରେ ନିୟମଗିରିରେ ଚାଲିଛି ସାନି ମତଦାନ

ବିଷମ କଟକ,୨୩।୨(ଡି.ଏନ୍‌.ଏ): ରାୟଗଡ଼ା ଜିଲା ନିୟମଗିରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ସାନି ମତଦାନ ଚାଲିଛି। ତ୍ରିସ୍ତରୀୟ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିଷମ କଟକ ବ୍ଲକର କୁର୍ଲ୍ଲୀ…

2 years ago

ସାନି ନିର୍ବାଚନକୁ ବିରୋଧ

ବିଷମକଟକ, ୨୨।୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ବ୍ଲକ କୁର୍ଲି ପଞ୍ଚାୟତର ନିମଗିରି ମୁଣ୍ଡବାଲି ୮ ନମ୍ବର ବୁଥ୍‌ରେ ୨୩ ତାରିଖରେ ସାନି ନିର୍ବାଚନ ହେବାକୁ ସୋମବାର ରାଜ୍ୟ…

2 years ago

ବୁଥ୍‌ ପରିବର୍ତ୍ତନ ଯୋଗୁ ଭୋଟ ଦେଲେନି ୨ ଗ୍ରାମର ଭୋଟର

ଟିକିରି,୨୧।୨(ଡି.ଏନ୍‌.ଏ.)- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ରବିବାର ଭୋଟ ଗ୍ରହଣ ହୋଇଥିଲା। ଏଥିରେ ଡଙ୍ଗାସିଲ ପଞ୍ଚାୟତର ବେଲଗଛ ତୁଣ୍ଡା ପୋଲିଂ ବୁ୍‌ଥ୍‌ ପରିବର୍ତ୍ତନ ନେଇ ଦୁଇ ଗ୍ରାମର ୨…

2 years ago

ଭୋଟବାକ୍ସ ଟେକିନେଲେ ଡଙ୍ଗରିଆ

ରାୟଗଡ଼ା ଅଫିସ/ବିଷମକଟକ,୨୦ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ବିଷମକଟକ ନିର୍ବାଚନ ମଣ୍ଡଳୀ ଅଧୀନ କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଗ୍ରହଣ ବେଳେ ରବିବାର ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି…

2 years ago

ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ବୋମା ଉଦ୍ଧାର

ରାୟଗଡ଼ା ଅଫିସ,୨୦ା୨: ରାୟଗଡ଼ା ଜିଲା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ମାଓବାଦୀ ପ୍ରବଣ କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତକୁ ଯିବା ରାସ୍ତାକଡ଼ରେ ମାଓବାଦୀମାନେ ଖଞ୍ଜିଥିବା ଏକ…

2 years ago

ନିର୍ବାଚନ ପୂର୍ବରୁ ରାତି ଅଧିଆ ଚାଲିଥିଲା ଟଙ୍କା ବଣ୍ଟା

ଟିକିରି,୧୯ା୨(ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ରବିବାର ରାୟଗଡ଼ା ଜିଲାର କାଶୀପୁର ଓ କଲ୍ୟାଣସିଂହପୁର ବ୍ଲକରେ ଭୋଟ ଗ୍ରହଣ ହେବ। ଏଥିପାଇଁ ଶୁକ୍ରବାର ପ୍ରଚାର ସରିଛି।…

2 years ago

ଦୁଇ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି

ରାୟଗଡ଼ା ଅଫିସ,୧୭ା୨: ରାୟଗଡ଼ା ସହରର ଶାରଳା ଛକସ୍ଥିତ ଜୟ ମା’ ଶାରଳା ଓ କ୍ରିଷ୍ଣା ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଦୋକାନ ସଟର…

2 years ago