ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ…
ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ ରେକର୍ଡସରେ ସ୍ଥାନ…
ବଳଙ୍ଗା ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ:ରହିଛି କି କାହାର ବଡ଼ ହାତ
ବଳଙ୍ଗା,୨୩।୭: ବଳଙ୍ଗା ପୀଡ଼ିତାଙ୍କ ମାମୁଘରେ କ୍ରାଇମବ୍ରାଞ୍ଚ। ବଳଙ୍ଗା ପୀଡ଼ିତାଙ୍କ ମାମୁଘର ସଦସ୍ୟଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ନୟାହାଟ ସ୍ଥିତ ମାମୁଘରେ ପଚରାଉଚରା କରିଥିବା ସୂଚନା ମିଳିଛି। ଏହି ଘଟଣାରେ କାହାର ସମ୍ପୃକ୍ତି ରହିଛି ଏଯାବତ ସ୍ପଷ୍ଟ ହୋଇନି…
ଆସନ୍ତାକାଲି ଶ୍ରୀମନ୍ଦିରରେ ୪ ଘଣ୍ଟା ଦର୍ଶନ ବନ୍ଦ
ପୁରୀ,୨୩ା୭: ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଶ୍ରୀମନ୍ଦିରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। କାରଣ କାଲି ଚିତାଲାଗି ଅମାବାସ୍ୟା। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ ରହିବ। ଅପରାହ୍ନ ୨ଟା ୩୦ରୁ ସନ୍ଧ୍ୟା ୬ଟା ୩୦ ପର୍ଯ୍ୟନ୍ତ…
ପୁରୀରେ ବସ୍ଷ୍ଟାଣ୍ଡ ନିକଟରେ ତିନି ଭଉଣୀଙ୍କୁ ଅସଦାଚରଣ: ଦୁଇ ଅଭିଯୁକ୍ତଙ୍କୁ ଧରି ପୋଲିସରେ ଦେଲେ ପରିବାର ଲୋକେ
ପୁରୀ,୨୨।୭: ପୁରୀ ସଦର ଥାନା ଅଧୀନ କଣ୍ଠାପୁର ଅଞ୍ଚଳରେ ଥିବା ଏକ ବସ୍ଷ୍ଟାଣ୍ଡ ନିକଟରେ ସୋମବାର ସନ୍ଧ୍ୟାରେ ଛଅ ଜଣ ମଦ୍ୟପାୟୀ ଯୁବକ ତିନି ଭଉଣୀଙ୍କୁ ଉତ୍ତ୍ୟକ୍ତ କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ତିନି ଭଉଣୀ ସେମାନଙ୍କ ଘରୁ ପ୍ରାୟ…
ଗୁମର ଖୋଲିବ ରୁପା ମୁଦି: ବଳଙ୍ଗାରେ କ୍ରାଇମବ୍ରାଞ୍ଚ ଟିମ୍
ବଳଙ୍ଗା,୨୧।୭: ବଳଙ୍ଗାରେ ୧୫ ବର୍ଷର ଝିଅଙ୍କୁ ତିନି ଜଣ ଦୁର୍ବୃତ୍ତ କିରୋସିନ ଢାଳି ନିଆଁ ଲଗାଇବା ଘଟଣାରେ ପୋଲିସ ହାତ ଏପର୍ଯ୍ୟନ୍ତ ଖାଲି ରହିଛି। ଘଟଣାକୁ ୩ ଦିନ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ଅଟକ କିମ୍ବା ଗିରଫ କରାଯାଇନାହିଁ। ଏହି…
ବଳଙ୍ଗା ଘଟଣାରେ ପ୍ରଥମ ଥର ମୁହଁ ଖୋଲିଲେ ପୋଲିସ ଡିଜି
ପୁରୀ,୨୦।୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଜଣେ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି। ଫଳରେ ନାବାଳିକାଙ୍କ ଅବସ୍ଥା ଗୁରୁତର ରହିଛି। ରବିବାର ପୀଡ଼ିତାଙ୍କୁ ଭୁବନେଶ୍ବର ବିମାନବନ୍ଦରରୁ ଦିଲ୍ଲୀ ଏୟାରଲିଫ୍ଟ କରାଯାଇଛି। ଦିଲ୍ଲୀ AIIMSରେ ପୀଡ଼ିତାଙ୍କ…
ନାବାଳିକାଙ୍କ ଦେହରେ ଦୁର୍ବୃତ୍ତ ନିଆଁ ଲଗାଇବା ଘଟଣା: ପହଞ୍ଚିଲେ ପୁରୀ ଏସ୍ପି, କହିଲେ ସ୍ପେଶାଲ ଟିମ୍ ଗଠନ କରାଯାଇ…
ପିପିଲି,୧୯ା୭: ପୁରୀ ଜିଲା ପିପିଲି ବଳଙ୍ଗାରେ ଜଣେ ନାବାଳିକା ଦେହରେ ନିଆଁ ଲଗାଇଦେବା ଘଟଣାରେ ପୁରୀ ଏସ୍ପି ପିନାକ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଘଟଣାସ୍ଥଳ ଦେଖିବା ପରେ ଏସ୍ପି ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏନେଇ ଏକ ସ୍ପେଶାଲ ଟିମ୍ ଗଠନ…
ନାବାଳିକା ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ
ପିପିଲି,୧୯ା୭: ପୁରୀ ଜିଲା ବଳଙ୍ଗା ଥାନା ବାୟାବର ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାଙ୍କ ଦେହରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଛନ୍ତି। ୩ ଜଣ ଦୁର୍ବୃତ୍ତ ଏହି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ…
ନିମାପଡ଼ାରେ ବଢ଼ିଲା ବାର୍ଡ ଫ୍ଲୁ ଆଶଙ୍କା
ନିମାପଡ଼ା,୧୮ା୭(ବିଚିତ୍ରାନନ୍ଦ ସାହୁ): ନିମାପଡ଼ା ଅଞ୍ଚଳରେ ଏବେ କୁକୁଡ଼ା ମଡ଼କ ଯୋଗୁ ବାର୍ଡ ଫ୍ଲୁ ସଂକ୍ରମଣର ଆଶଙ୍କା କରାଯାଉଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ଡେଣୁଅଁ-ଖଣ୍ଡାସାହି ମାଇନର କେନାଲ୍ ବନ୍ଧ ରାସ୍ତା ବେଲେଣା ଶଙ୍ଖ ନିକଟରେ ହଜାର ହଜାର ମଲା କୁକୁଡ଼ା ପଡ଼ିଥିବା ଦେଖାଯାଇଛି।…
ଟାୟାର ଜାଳି ରାଜପଥ ଅବରୋଧ କଲେ କଂଗ୍ରେସ ନେତା: ଭିଡ଼ରେ ଫସିଲା ସ୍ବର୍ଗରଥ
ସାକ୍ଷୀଗୋପାଳ ୧୭।୭( କିଶୋର ମହାପାତ୍ର/ ପ୍ରଶାନ୍ତ ବାରିକ): FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ଓଡ଼ିଶା ବନ୍ଦ ପୁରୀ ଜିଲା ସତ୍ୟବାଦୀରେ ସଫଳ ହୋଇଛି। ସକାଳ ସାଢ଼େ ୯ଟାରୁ ଭୁବନେଶ୍ବର- ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ଉପରେ ଟାୟାର…
ଜଗନ୍ନାଥବଲ୍ଲଭରେ ଅଭାବନୀୟ ଦୃଶ୍ୟ, ଗାଡ଼ି ପାର୍କିଂରେ ପଡ଼ି ଠାକୁରଙ୍କ ୨୫ ବେଶ ଖତ
ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ଅସହାୟ ଅବସ୍ଥାରେ ଚତୁର୍ଦ୍ଧାମୂର୍ତ୍ତି। ଏତେ ଅସହାୟ ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବାନ୍ଧିବୁନ୍ଧି ପକାଇ ଦେଇଛନ୍ତି ଆଜିର ମଣିଷ । ଏମିତି ରହିଛି ଠାକୁରଙ୍କ ପ୍ରତି ଭାବ ପରିଚାଳନାକାରୀଙ୍କ ଦାୟିତ୍ୱବୋଧ। ଥାକ ଥାକ ହୋଇ ବନ୍ଧାପଡିଛନ୍ତି ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା…
ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ନିକଟରେ ବୋହିଲା ରକ୍ତ
ପୁରୀ,୧୪।୭(ତୁଷାର ରଞ୍ଜନ ନାୟକ): ପୁଣି ଅଶାନ୍ତ ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ଉତ୍ତରଦ୍ୱାର ସତ୍ୟନାରାୟଣ ମନ୍ଦିର ନିକଟରେ ଅଟୋଚାଳକଙ୍କୁ ହାଣୀ ରକ୍ତାକ୍ତ କଲେ ଦୃର୍ବୁତ୍ତ। ସିଂହଦାର ପୋଲିସ ପହଞ୍ଚି ଚାଳକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାରକରି ପୁରୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି…
Archives


