ପୁରୀ

କେବେ ଜନଶୂନ୍ୟ ହୁଏନାହିଁ ଶ୍ରୀକ୍ଷେତ୍ର

ଭାରତର ଚାରିଧାମ ମଧ୍ୟରେ ପୁରୀ ଜଗନ୍ନାଥ ଧାମ ଅନ୍ୟତମ। ପୁରୀ ସହର ମଧ୍ୟଭାଗରେ ରହିଛି ବଡ଼ଦେଉଳ ବା ଶ୍ରୀମନ୍ଦିର। ଏହାର ରତ୍ନସିଂହାସନରେ ପୂଜାପାଆନ୍ତି ଦାରୁଦିଅଁ ଶ୍ରୀଜଗନ୍ନାଥ ମହାପ୍ରଭୁ,…

1 year ago

ଚନ୍ଦ୍ରଭାଗାରେ ଭାସିଗଲେ ୩ ଯୁବକ

କୋଣାର୍କ,୧୨।୧୦: ଚନ୍ଦ୍ରଭାଗା ସମୁଦ୍ରରେ ଶନିବାର ଏକ ଅଘଟଣ ଘଟିଛି। ସମୁଦ୍ରରେ ଗାଧୋଇଲା ବେଳେ ୩ଜଣ ଯୁବକ ଭାସିଯାଇ ଥିଲେ। ୨ ଜଣଙ୍କୁ ଲାଇଫ ଗାର୍ଡ ଉଦ୍ଧାର କରିଥିବା…

1 year ago

ମହାଷ୍ଟମୀ ଭୋଗ ଖାଇ ଗାଁରେ ବ୍ୟାପିଲା ଝାଡ଼ାବାନ୍ତି

ଗୋପ,୧୨।୧୦(ଭାରତୀ ଭୁଷଣ ଉପାଧ୍ୟାୟ): ପୁରୀ ଜିଲା କୋଣାର୍କ ଥାନା ଅଧୀନ ଓଟାଙ୍ଗ ଗାଁରେ ମହାଷ୍ଟମୀ ଭୋଗ ଖାଇ ଝାଡ଼ାବାନ୍ତି ବ୍ୟାପିଥିବା ଗୋପ ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି। ଝାଡ଼ାବାନ୍ତିରେ…

1 year ago

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୧୨।୧୦: ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା। ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ…

1 year ago

ବିଳମ୍ବରେ ଫିଟିଲା ଶ୍ରୀମନ୍ଦିର ଦ୍ୱାର, ଅଚେତ ହେଲେ ଭକ୍ତ

ପୁରୀ,୧୨ା୧୦(ଅଜିତ୍‌ କୁମାର ମହାନ୍ତି): ପବିତ୍ର ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁକ୍ରବାର ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ମା’ ବିମଳାଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।…

1 year ago

୧୪୭ତମ ଗୋପବନ୍ଧୁ ଜୟନ୍ତୀ ପାଳିତ: ସତ୍ୟବାଦୀରୁ ସୁଆଣ୍ଡୋ ଚଳଚଞ୍ଚଳ

ସାକ୍ଷୀଗୋପାଳ,୯।୧୦(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଆ ଜାତିର ମଉଡମଣି ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ପୂଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଉତ୍ସବ…

1 year ago

ଭିଡିଓ ଭାଇରାଲକୁ ନେଇ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ

ସାକ୍ଷୀଗୋପାଳ,୯।୧୦ (ପ୍ରଶାନ୍ତ କୁମାର ବାରିକ୍‌/ କିଶୋର ମହାପାତ୍ର/ ଭରତ ରାଉତ):ଗତ କିଛିଦିନ ହେବ ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ରଙ୍କ ସହିତ ଜଣେ ଯୁବତୀଙ୍କ ଭିଡିଓ ସୋସିଆଲ…

1 year ago

ବୋହି ନେଉଥିଲେ ମଧ୍ୟାହ୍ନଭୋଜନ ଚାଉଳ: ଏମିତି ଧରାପଡ଼ିଲେ ଶିକ୍ଷୟିତ୍ରୀ

ଗୋପ,୧୦।୫: ପୁରୀ ଜିଲା ଗୋପ ଅଞ୍ଚଳରୁ ଛାତ୍ରୀଛାତ୍ରଙ୍କୁ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଘଟଣା ଶନିବାର ସାମ୍‌ନାକୁ ଆସିଛି। ୨ ବସ୍ତା ମଧ୍ୟାହ୍ନଭୋଜନ ଚାଉଳ ସହ…

1 year ago

ହବିଷ୍ୟାଳୀଙ୍କ ପାଇଁ ୬ରୁ ଆବେଦନ ଆରମ୍ଭ, କାର୍ତ୍ତିକ ମାସରେ ପୁରୀରେ ମିଳିବ ସବୁ ସୁବିଧା

ପୁରୀ,୪।୧୦: ହବିଷ୍ୟାଳିଙ୍କ ସୁବିଧା ପାଇଁ ତଥା କାର୍ତ୍ତିକ ବ୍ରତ ପାଇଁ ପୁରୀରେ ଚଳିତ ବର୍ଷଠୁ ଆରମ୍ଭ ହେବ ନୂଆ ବ୍ୟବସ୍ଥା । କାର୍ତ୍ତିକ ମାସରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ…

1 year ago