ପୁରୀ

ଅଲିଭ୍‌ ରିଡ୍‌ଲେଙ୍କୁ ବିପଦ ଟ୍ରଲର, ବୋଟ୍‌; ନିଷିଦ୍ଧାଞ୍ଚଳରେ ଚାଲିଛି ଅବାଧ ମାଛମରା

କୋଣାର୍କ,୧୮ା୧୨(ଡି.ଏନ୍‌.ଏ.): ଉପକୂଳରେ ଅସୁରକ୍ଷିତ ଅଲିଭ ରିଡ୍‌ଲେ। ଅନ୍ତୁଡ଼ିଶାଳ ପାଲଟିଛି ଶ୍ମଶାନ। ଅଣ୍ଡାଦାନରେ ବାଧକ ସାଜିଛି ବେଆଇନ ଟ୍ରଲର ଚଳାଚଳ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗତ ନଭେମ୍ବର ୧ରୁ ମେ…

3 years ago

ଶ୍ରୀମନ୍ଦିରରେ ଲାଗି ହେଲା ପହିଲି ଭୋଗ

ପୁରୀ ଅଫିସ,୧୬ା୧୨: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ। ଧନୁ ସଂକ୍ରାନ୍ତିଠାରୁ ମକର ସକ୍ରାନ୍ତି ଯାଏ ମାସେ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ପାଖରେ ପହିଲି ଭୋଗ ଲାଗିହେବ।…

3 years ago

ନିମାପଡ଼ାକୁ ସବ୍‌ଡିଭିଜନ ମାନ୍ୟତା ଦାବି ତେଜୁଛି

ଗୋପ,୧୬।୧୨(ଡି.ଏନ୍‌.ଏ.): ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ୧୯୭୬ ମସିହାରେ ନବ ଦାଶ କମିଶନ ବସାଇ ଜିଲା ସଂଖ୍ୟା ବୃଦ୍ଧି ସହ ସବ୍‌ଡିଭିଜନ ସଂଖ୍ୟା ବୃଦ୍ଧି କରିବାକୁ ପ୍ରସ୍ତାବ…

3 years ago

ମୋ ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ଗୋପ,୧୬।୧୨(ଡି.ଏନ୍‌.ଏ.): ଗୋପ ବ୍ଲକ ନାଗପୁର ପଞ୍ଚାୟତର ନାରୁଅ ଗ୍ରାମରେ ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ଅନ୍ତର୍ଭୁକ୍ତ ୬ଟି ମୋ ପୋଖରୀ ଖୋଳାରେ ଦୁର୍ନୀତି ହେବା…

3 years ago

ଗଡ଼ିଶାଗୋଦା-ଜଙ୍କିଆ ଦୟାନଦୀ ବନ୍ଧ କାମ ନିମ୍ନମାନର

କଣାସ,୧୬।୧୨(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ରାସ୍ତାଘାଟର ନିର୍ମାଣ ଦିଗରେ ଅଧିକ ଗୁରୁତ୍ୱ ଦେଇ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ରାସ୍ତା…

3 years ago

କେଳୁଣୀ ମୁହାଣରୁ ବେଆଇନ ଟ୍ରଲର ଜବତ

କୋଣାର୍କ,୧୬।୧୨(ଡି.ଏନ୍‌.ଏ.):ଅସ୍ତରଙ୍ଗ ଅନ୍ତର୍ଗତ କେଳୁଣୀ ମୁହାଣ ନିକଟ ନିଷିଦ୍ଧାଞ୍ଚଳରୁ ଗୁରୁବାର ଅପରାହ୍ନରେ ଅସ୍ତରଙ୍ଗ ବନ ବିଭାଗ ପକ୍ଷରୁ ଏକ ବେଆଇନ ଟ୍ରଲର ଜବତ କରାଯାଇଛି। ଉକ୍ତ ଟ୍ରଲର ନାମ…

3 years ago

ଜାନୁୟାରୀ ୧ରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ମନା

ପୁରୀ ଅଫିସ,୧୫।୧୨: ଆସନ୍ତା ଜାନୁୟାରୀ ୧ ତାରିଖରୁ ଶ୍ରୀମନ୍ଦିରକୁ ସ୍ମାର୍ଟଫୋନ ବାରଣ କରାଯାଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ନୀତି ସମ୍ବନ୍ଧୀୟ…

3 years ago

ଆଜି ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ ଅଫିସ ୧୪ା୧୨: ପୌଷ ମାସ କୃଷ୍ଣପକ୍ଷ ଷଷ୍ଠୀ ତିଥି ବୁଧବାର ଅବସରରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ବା ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିଭିନ୍ନ…

3 years ago

ସୂର୍ଯ୍ୟମନ୍ଦିରକୁ ବିକୃତ କରୁଥିବା ଏଲ୍‌ଇଡି ଲାଇଟ୍‌ ବନ୍ଦ

ପୁରୀ ଅଫିସ/ କୋଣାର୍କ,୧୩।୧୨(ଡି.ଏନ୍‌.ଏ.):କୋଣାର୍କ ସୂର୍ଯ୍ୟମନ୍ଦିରରେ ଧାଡ଼ି କରି ଏଲ୍‌ଇଡି ଲାଇଟ୍‌ ଲଗାଯାଇଥିବାରୁ ବିକୃତ ଭାବେ ଦୂରରୁ ଆଲୋକୀକରଣ ହେଉଥିଲା। ଏ ନେଇ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ…

3 years ago

‘କ୍ଷୟ ହେବାକୁ ବସିଛି ଉପକୂଳ ଅଞ୍ଚଳ’

ପୁରୀ ଅଫିସ, ୧୩ା୧୨:ପୁରୀ ଜିଲା ସ୍ବେଚ୍ଛାସେବୀ ସଙ୍ଗଠନ ସାମ୍ମୁଖ୍ୟ ‘ଦି ବେଲ୍‌’ ଏବଂ ଷ୍ଟେଟ ବ୍ୟାଙ୍କ୍‌ର ମିଳିତ ସହଯୋଗରେ ସୋମବାର ମହୋଦଧି ଦିବସ ପାଳନ କରାଯାଇଛି। ଏହି…

3 years ago