ନୂଆପଡ଼ା

୧୧ଶହରୁ ଊର୍ଦ୍ଧ୍ୱ ଭୋଟର ଥିବା ବୁଥ୍‌ ବିଭାଜନ ନେଇ ଆଲୋଚନା

ନୂଆପଡ଼ା,୮ା୮ (ମକାରୁ ବେମାଲ): ଭାରତର ନିର୍ବାଚନ ଆୟୋଗ ଓ ଓଡ଼ିଶା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ନୂଆପଡ଼ା ଜିଲାପାଳ ତଥା ନିର୍ବାଚନ ଅଧିକାରୀ ଏବଂ ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳର…

4 months ago

କାର୍ଯ୍ୟରେ ଯୋଗ ଦେଉନାହାନ୍ତି ଗ୍ରାମ୍ୟ ଉନ୍ନୟନ ଅଧିକ୍ଷଣ ଯନ୍ତ୍ରୀ, ତେଜୁଛି ଅସନ୍ତୋଷ

ଖଡ଼ିଆଳ,୬।୮(ସୁଜିତ କୁମାର ପ୍ରଧାନ): ଲୋକଙ୍କ ଆଶା ଥିଲା ଡବଲ ଇଞ୍ଜିନ ସରକାରରେ ବିଶେଷ କରି ସରକାରୀ ଅଧିକାରୀ ଓ କର୍ମଚାରୀ ତତ୍ପରତା ଦେଖାଇ କାମ କରିବେ ଓ…

4 months ago

ଶିକ୍ଷକ ବଦଳି ପ୍ରତିବାଦରେ ପୃଥକ୍‌ ଆନ୍ଦୋଳନ ଜିଲାପାଳଙ୍କ ଅଫିସ, ସ୍କୁଲ ଆଗରେ ଧାରଣା

ନୂଆପଡ଼ା,୬।୮ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଶିକ୍ଷକ ବଦଳି ନେଇ ମଙ୍ଗଳବାର ୨ ପୃଥକ୍‌ ସ୍ଥାନରେ ଛାତ୍ରୀଛାତ୍ର, ଅଭିଭାବକ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ନୂଆପଡ଼ା ସଦର ବ୍ଲକ ଜାମପାଣି…

4 months ago

ଶୋଇଥିବାବେଳେ ଶିଶୁକୁ ଦଂଶନ କଲା ବିଷାକ୍ତ ସାପ, ଚାଲିଗଲା ଜୀବନ

ଖଡ଼ିଆଳ,୬ା୮(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ବୋଡ଼େନ ବ୍ଲକ ବକଲିଖୁଣ୍ଟି ଗ୍ରାମର ନରସିଂହ ମାଝୀ, ମା ଗିନତି ମାଝୀଙ୍କ ସାଢ଼େ ୪ ବର୍ଷର ପୁଅ ଦେବାଶିଷକୁ ବିଷାକ୍ତ ସାପ…

4 months ago

ଜନମନ ଯୋଜନାରେ ସାମିଲ କରାଯାଉ ଜିଲାପାଳଙ୍କୁ ଦାବିପତ୍ର ଦେଲେ ୩ ପଞ୍ଚାୟତର ଭୂଞ୍ଜିଆ ସମ୍ପ୍ରଦାୟ ଲୋକେ

ନୂଆପଡ଼ା,୬।୮ (ମକାରୁ ବେମାଲ): ଆଦିମ ଜନଜାତି ଭୂଞ୍ଜିଆ ସମ୍ପ୍ରଦାୟର ଲୋକେ ନୂଆପଡ଼ା ଜିଲାର ବିଭିନ୍ନ ବ୍ଲକର ୨୧ ଗାଁରେ ବସବାସ କରନ୍ତି। ସେମାନଙ୍କ ପାଇଁ ଭାରତ ସରକାରଙ୍କ…

4 months ago

ଶିକ୍ଷକଙ୍କ ବଦଳି ବାତିଲ ନେଇ ସ୍କୁଲରେ ତାଲା ମାରିଲେ ଅଭିଭାବକ, ଛାତ୍ରୀଛାତ୍ର

ଖଡ଼ିଆଳ,୫।୮.(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବାଦୀ ପଞ୍ଚାୟତର ଜୁନାନୀ ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲରେ ଥିବା ଶିକ୍ଷକଙ୍କ ବଦଳି…

4 months ago

ଶିକ୍ଷକ ବଦଳି ନେଇ ସ୍କୁଲରେ ପଡ଼ିଲା ତାଲା

ନୂଆପଡ଼ା,୫ା୮ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ କୁରୁମପୁରି ପଞ୍ଚାୟତ ଦଳଦଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ବଦଳି ନେଇ ସୋମବାର ଅଭିଭାବକମାନେ ଗେଟ୍‌ରେ ତାଲା ପକାଇ…

4 months ago

ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ

ନୂଆପଡ଼ା,୧ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସୋସେଙ୍ଗ ପଞ୍ଚାୟତ ଭାଓସିଲ ଗ୍ରାମବାସୀଙ୍କ ପାଇଁ କାଡିପାନି ନାଳ ବାଧକ ସାଜିଛି। ସୂଚନା ଅନୁଯାୟୀ ସୁନାବେଡା…

4 months ago

ଧରିତ୍ରୀ ପ୍ରଭାବ: ଜେଜେମା’, ନାତୁଣୀଙ୍କ ଘରେ ପହଞ୍ଚିଲା ପ୍ରଶାସନ

ନୂଆପଡ଼ା,୧ା୮ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ କେନ୍ଦୁବାହାରା ପଞ୍ଚାୟତ ସନବାହାଲି ଗାଁରେ ଅସହାୟ ଜେଜେମା’ଙ୍କ ନାତୁଣୀଙ୍କ ଭବିଷ୍ୟତ ଚିନ୍ତା ଶୀର୍ଷକ ଖବର ଧରିତ୍ରୀରେ ସୋମବାର ପ୍ରକାଶିତ ହେଲା…

4 months ago

ବିବାହ ପ୍ରତିଶ୍ରୁତି ଦେଇ ରଖିଥିଲେ ସମ୍ପର୍କ, ଗର୍ଭବତୀ ଜାଣିବା ପରେ…

ଖଡ଼ିଆଳ,୨୮।୭(ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲା ଖଡ଼ିଆଳ ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରାଯାଇଥିବା ନେଇ ଗତ ଜୁନ ୧୭ ତାରିଖ ଦିନ ଖଡ଼ିଆଳ…

4 months ago