ନୟାଗଡ଼ ଅଫିସ, ୧୨।୫: ଭିଜିଲାନ୍ସ ଜାଲରେ ନୟାଗଡ଼ ଟ୍ରେଜେରୀ ଅଫିସର ଜୁନିଅର ଷ୍ଟେନୋ ଦୁର୍ଗା ପ୍ରସାଦ ମହାପାତ୍ର। ଜାତୀୟ ପେନସନ ସ୍କିମର ପ୍ରାନ ଆଇଡି ଖୋଲିବା ପାଇଁ…
ନୟାଗଡ଼ ଅଫିସ,୧୨।୫: ନୟାଗଡ଼ ଜିଲା ଶ୍ରମ କାର୍ଯ୍ୟାଳୟରେ କମ୍ପ୍ୟୁଟର କିଣା ଓ ଆଉଟ ସୋସିର୍ର୍ଂ ଏଜେନ୍ସିଂ ଚୟନରେ ଫିକି୍ସଂ କରାଯାଇ ଥିବା ଅଭିଯୋଗ ହୋଇଛି। ଜିଲା ଶ୍ରମ…
ନୟାଗଡ଼ ଅଫିସ/ରଣପୁର, ୧୨।୫(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ମୌଜାର ବେଆଇନ ମାଙ୍କଡ଼ାପଥର ଓ ମୋରମ ଖଣି ସମ୍ପର୍କିତ ମାମଲାରେ ନ୍ୟାଶନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନ୍ଜିଟି)…
ନୂଆଗାଁ,୧୨।୫(ଡି.ଏନ.ଏ.): ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କ ଗଠନ ମୂଳକ ପରାମର୍ଶ ସଫଳତା ଆଣିଥାଏ। ସେମିତି ଜଣେ ୧୧ବର୍ଷ ବୟସ୍କ ଝିଅର ପରାମର୍ଶରେ ଜଣେ ଯୁବକ ନିଜ ପରିବାରର…
ଖଣ୍ଡପଡ଼ା,୧୧ା୫(ସ୍ବ.ପ୍ର.): ମହାନଦୀ ତଟରେ ନୟାଗଡ଼ ଜିଲାର ଏକାଧିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଶେଷ କରି କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର, ସିଧମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିର ଓ…
ନୟାଗଡ଼ ଅଫିସ,୧୧ା୫: ଚଳିତ ବର୍ଷ ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକରେ କେନ୍ଦୁପତ୍ର ଫଡି ଖୋଲିଥିଲେ ହେଁ ଫଡିକୁ କେନ୍ଦୁପତ୍ର ଆସୁନାହିଁ । ବର୍ଷା ଯୋଗୁ କେନ୍ଦୁପତ୍ର ସଂଗ୍ରହ…
ନୂଆଗାଁ,୧୦ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ମାଳିସାହି ଗ୍ରାମର ବିଧବା ମହିଳା ଟିକିଲତା ରାଶନ କାର୍ଡ ପାଇଁ ବ୍ଲକକୁ ଦୌଡ଼ି ନୟାନ୍ତ ହେଲେଣି…
ନୟାଗଡ଼ ଅଫିସ,୯ା୫: ବଣ ଜଙ୍ଗଲଘେରା ନୟାଗଡ଼ ଜିଲା ପ୍ରଚଣ୍ଡ ରୌଦ୍ରତାପରେ ଜଳୁଛି। ଜିଲାର ୮ଟି ବ୍ଲକ ଓ ୫ ସହରାଞ୍ଚଳରେ ତାପମାତ୍ରା ବୃଦ୍ଧି ସାଙ୍ଗକୁ ଭୂତଳ ଜଳସ୍ତଳ…
ନୂଆଗାଁ,୯ା୫(ଡି.ଏନ.ଏ.) : ପ୍ରତି ଗାଁର ଘରକୁ ଘର ପାନୀୟ ଜଳ ଯୋଗାଇଥିବା ନେଇ ସରକାର କହୁଛନ୍ତି। ହେଲେ ଦେଶକୁ ଇଂରେଜ ଶାସନରୁ ମୁକୁଳାଇ ସ୍ବାଧୀନତା ଆଣିବାକୁ ନିଜ…
ନୂଆଗାଁ,୯ା୫(ଡି.ଏନ.ଏ.): ମହିଳାଙ୍କ ଉନ୍ନତିରେ ରାଜ୍ୟର ପ୍ରଗତି। ତେଣୁ ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବାବଲମ୍ବୀ କରାଇବା ଓ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାର…