ନବରଙ୍ଗପୁର

ଜମିରେ ଶୋଇଥିଲେ ମହିଳା, ଦଳିଦେଲା ହାତୀ

ରାଇଘର, ୨୩।୧୨(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନା ଅଞ୍ଚଳରେ ହାତୀ ଆତଙ୍କ ଦେଖାଦେଇଛି। ଛତିଶଗଡ଼ରୁ ଏକ ହାତୀପଲ ଉକ୍ତ ଅଞ୍ଚଳକୁ ପଶିଆସିଛନ୍ତି। ହାତୀ…

2 years ago

ଯୁବତୀ ଗର୍ଭବତୀ ପରେ ବିବାହ କରିବାକୁ ମନା କରିଦେଲେ ପ୍ରେମିକ

ନବରଙ୍ଗପୁର, ୧୬।୧୨(ସଦାଶିବ ପ୍ରହରାଜ): ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବା ଅଭିଯୋଗରେ ନବରଙ୍ଗପୁର ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ନବରଙ୍ଗପୁର ଥାନା…

2 years ago

ଶ୍ୱଶୁର, ଜ୍ୱାଇଁଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ରାଇଘର,୧୬।୧୨(କିରଣ କୁମାର ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ସଦର ମହକୁମାର ଡିଏନ୍‌କେ ଛକ ପୋଷ୍ଟ ଅଫିସ ସମ୍ମୁଖରେ ଶନିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଶ୍ୱଶୁର,…

2 years ago

ନରହନ୍ତା ଭାଲୁକୁ ପିଟିପିଟି ମାରିଦେଲେ, ବିରୋଧ କରିବାରୁ ବନ କର୍ମଚାରୀଙ୍କୁ ମାଡ଼

ନବରଙ୍ଗପୁର,୧୦।୧୨: ନରହନ୍ତା ଭାଲୁକୁ ପିଟିପିଟି ମାରିଦେଲେ ଗ୍ରାମବାସୀ। ଏହାକୁ ବିରୋଧ କରିଥିବା ୨ ବନ କର୍ମଚାରୀଙ୍କୁ ମାଡ଼ ହୋଇଛି। ଏଭଳି ଘଟଣା ଘଟିଛି ନବରଙ୍ଗପୁର ବନାଞ୍ଚଳ ଅଧୀନ…

2 years ago

ଭାଲୁ ହାବୁଡ଼ରେ ପଡ଼ି ଚାଲିଗଲା ଜୀବନ

ନବରଙ୍ଗପୁର,୯।୧୨: ନବରଙ୍ଗପୁର ବ୍ଲକ ଭତ୍ରା ଗ୍ରାମରେ ଶନିବାର ଏକ ଅଘଟଣ ଘଟିଛି। ଶୌଚ ହେବାକୁ ଯାଇଥିବା ଶ୍ରମିକ ଜଣକ ଭାଲୁ ହାବୁଡ଼ରେ ପଡ଼ି ଜୀବନ ହରାଇଛନ୍ତି। ମୃତ…

2 years ago

ମାର୍ଗଶୀର ପ୍ରଥମ ଗୁରୁବାରରେ ନବରଙ୍ଗପୁରକୁ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦।୧୧: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ନବରଙ୍ଗପୁର ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ପ୍ରଥମେ ମାଲକାନଗିରିରେ ଆରମ୍ଭ ହୋଇଥିଲା। ଏଥିରେ…

2 years ago

ପ୍ରେମିକାଙ୍କୁ କରିଥିଲେ ୩୧ ଖଣ୍ଡ: ଧରାପଡ଼ିଲେ ଦମ୍ପତି

ରାଇଘର/ନବରଙ୍ଗପୁର, ୨୬।୧୧ (କିରଣ ପଟ୍ଟନାୟକ/ସଦାଶିବ ପ୍ରହରାଜ): ପ୍ରେମିକାଙ୍କୁ ହତ୍ୟା କରି ୩୧ ଖଣ୍ଡ କରିବା ଅଭିଯୋଗରେ ଅଟକ ଥିବା ନବରଙ୍ଗପୁର ଜିଲା ରାଇଘର ବ୍ଲକ ଗୋନା ପଞ୍ଚାୟତ…

2 years ago

ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ୩୧ ଖଣ୍ଡ, ମାଟିତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ନବରଙ୍ଗପୁର,୨୫।୧୧(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ମାଟିତଳୁ ମିଳିଛି। ତାଙ୍କୁ ୩୧ ଖଣ୍ଡ କରି କାଟି ପ୍ରେମିକ…

2 years ago

ଛାତ୍ରୀଙ୍କୁ ବଳାତ୍କାର କରି ଜେଲ ଗଲେ ୨ ଶିକ୍ଷକ 

ଉମରକୋଟ,୧୧।୧୧(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟରେ ଛାତ୍ରୀଙ୍କୁ ବଳାତ୍କାର ମାମଲାରେ ଦୁଇ ଶିକ୍ଷକ ଗିରଫ ହୋଇଛନ୍ତି। ଗିରଫ ଶିକ୍ଷକ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ ସୁଚନ୍ଦ୍ର ବିଶ୍ୱାସ…

2 years ago

ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଗିରଫ

ରାଇଘର, ୧୧ା୧୧(କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ବ୍ଲକ କୁନ୍ଦେଇ ଥାନାରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଚେନ୍ଦ୍ର ନନ୍ଦ ବିଶ୍ବାସ ଓ…

2 years ago