ମୟୂରଭଞ୍ଜ

ଶିକ୍ଷା ଅଧିକାରୀଙ୍କ କାରକୁ ପିଟିଲା ଟ୍ରେଲର

ବୈଶିଙ୍ଗା,୬ା୧୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ନଂ. ଜାତୀୟ ରାଜପଥର ଗଡ଼ଗଡ଼ିଆଠାରେ ସୋମବାର ଏକ ଟ୍ରେଲର ଧକ୍କାରେ ଶିକ୍ଷା ବିଭାଗର ୩ ଅଧିକାରୀ ଗୁରୁତର ହୋଇଛନ୍ତି।…

4 years ago

ରାସ୍ତାରେ ହୁତୁହତୁ ହୋଇ ଜଳିଗଲା ବାଇକ୍‌

ଠାକୁରମୁଣ୍ଡା,୫।୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା-ଆନନ୍ଦପୁର ରାସ୍ତାର ସାତକୋଶିଆଠାରେ ରାସ୍ତାରେ ଯାଉଥିବା ଏକ ବାଇକ ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିଛି। ହେଲେ ବାଇକ୍‌ ଚାଳକ ଅଳ୍ପକେ ବର୍ତ୍ତି…

4 years ago

ନିଖୋଜ ଯୁବତୀ ଭୁବନେଶ୍ୱରରୁ ଉଦ୍ଧାର

ସାରସକଣା,୨।୧୨(ଡି.ଏନ.ଏ.)   ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଞ୍ଚଳରୁ ନିଖୋଜ ଥିବା ଜଣେ ଯୁବତୀଙ୍କୁ ଭୁବନେଶ୍ୱରର ତମାଣ୍ଡୋସ୍ଥିତ ଏକ ହୋଟେଲରୁ ମଙ୍ଗଳବାର ରାତିରେ ଉଦ୍ଧାର କରାଯାଇଛି। ଏହି ଘଟଣାରେ…

4 years ago

ଓଲଟିଲା ଯାତ୍ରୀବାହୀ ବସ୍‌

ରାଇରଙ୍ଗପୁର,୨୮ା୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଗୋରୁମହିଷାଣୀ ଥାନା ଅନ୍ତର୍ଗତ ତୋଲକୋ ଗାଁ ନିକଟରେ ରବିବାର ସକାଳେ ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିଛି। ଫଳରେ ୧୦ ଜଣ ଆହତ…

4 years ago

ବିଦ୍ୟାଳୟରେ ୨୬ ଛାତ୍ରୀ କରୋନା ପଜିଟିଭ୍‌

ଠାକୁରମୁଣ୍ଡା,୨୭।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଚମକପୁର ଆବାସିକ ବାଳିକା ବିଦ୍ୟାଳୟରେ ୨୬ ଜଣ ଛାତ୍ରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ଉକ୍ତ ବିଦ୍ୟାଳୟକୁ ଜିଲା…

4 years ago

ଶିମିଳିପାଳରେ ବାଘ ଗଣନା ଆରମ୍ଭ

ବାରିପଦା ଅଫିସ,୨୭।୧୧: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ଶୁକ୍ରବାରଠାରୁ ବାଘ ଗଣନା ଆରମ୍ଭ ହୋଇଛି। ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ଏମ୍‌ ଜଗଜୟାନନ୍ଦଙ୍କ ନେତୃତ୍ୱରେ ଉତ୍ତର…

4 years ago

ବ୍ୟବସାୟୀଙ୍କ ଠାରୁ ଦୁର୍ବୃତ୍ତ ଲୁଟି ନେଲେ ଅଢେଇ ଲକ୍ଷ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବେତନଟୀ ବଜାରରୁ ବ୍ୟବସାୟୀଙ୍କ ନିକଟରୁ ଗୁରୁବାର ଅପରାହ୍ନରେ ଦୁଇ ଦୁର୍ବୃତ୍ତ ଅଢେଇଲକ୍ଷ ଟଙ୍କା ନେଇଯାଇଛନ୍ତି। ୪୬ବର୍ଷୀୟ ବ୍ୟବସାୟୀ ଘନଶ୍ୟାମ ଖଣ୍ଡେଲୱାଲ ନିଜର…

4 years ago

ଅଫିସରୁ ଘରକୁ ଫେରି ନ ଥିଲେ ଭିଏଡବ୍ଲ୍ୟୁ, ଆଜି ରାସ୍ତାପାର୍ଶ୍ୱରୁ ମିଳିଲା ମୃତଦେହ

ବାରିପଦା ଅଫିସ,୨୬ା୧୧: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତ ଭୋଳାଗଡ଼ିଆ ଗାଁ ପାଖ ଗୋଟିଏ ଖାଲ ଭିତରୁ ଶୁକ୍ରବାର ସକାଳୁ ଏକ ମୃତଦେହକୁ ପୋଲିସ…

4 years ago

ପଥର ଖୋଦେଇର ଗାଁ

ବାରିପଦା ଅଫିସ,୨୬।୧୧- ରାତି ପାହିଲେ ନିହାଣ ଶବ୍ଦରେ ଗୁଞ୍ଜରିତ ହୋଇଉଠେ ଆଖପାଖ ଅଞ୍ଚଳ। ମୁଗୁନିପଥରକୁ ଖୋଦେଇ କରି ଜୀବନ୍ତ କରିଥାନ୍ତି କାରିଗରମାନେ। ମୟୂରଭଞ୍ଜ ଜିଲା ଶୁକୃଳି ବ୍ଲକ…

4 years ago

ଘରଲୋକ ଯାଇଥିଲେ ଧାନ କାଟିବାକୁ , ରଶି ଲଗାଇ ଝୁଲିପଡ଼ିଲେ ଭଉଣୀଭାଇ

ବାରିପଦା ଅଫିସ,୨୫।୧୧: ମୟୂରଭଞ୍ଜ ଜିଲା ବାରିପଦା ସଦରବ୍ଲକ ଅଧୀନ ଧାନଶୋଳ ଉପକଣ୍ଠ ଲୋଧାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଗୁରୁବାର ସକାଳେ ଲୋଧାସାହିର ଦୁଇ ନାବାଳକ ସମ୍ପର୍କୀୟ…

4 years ago