ମାଲକାନଗିରି

ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ ହତ୍ୟା…

11 months ago

ଆତ୍ମସମର୍ପଣ କଲେ ୨୧ ମାଓବାଦୀ

ରାୟପୁର/ମାଲକାନଗିରି,୨୬ା୧୦: ଛତିଶଗଡ଼ରେ ଆତ୍ମସମର୍ପଣ କରିଛନ୍ତି ୨୧ କ୍ୟାଡର୍‌ ମାଓବାଦୀ। ୧୩ ମହିଳାଙ୍କ ସହ ୮ ପୁରୁଷ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଯେଉଁମାନେ ସମସ୍ତେ ସଶସ୍ତ୍ର ସଂଘର୍ଷର ପଥ…

11 months ago

ବାପା, ପ୍ରେମିକ ସହ ମିଶି ଯୁବକଙ୍କୁ ହତ୍ୟା କଲେ ପ୍ରେମିକା! ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ…  

ମାଲକାନଗିରି,୧୮ା୧୦(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ଥାନା କତାପାଲ୍ଲୀ ପଞ୍ଚାୟତ ବଡାଗୁଡା ଗ୍ରାମ ନିକଟ କ୍ରସର ନିକଟ ଏକ ପୋଖରୀରୁ ଉଦ୍ଧାର ହୋଇଥିବା ମୃତଦେହ ଘଟଣାରେ ୩ଜଣଙ୍କୁ…

12 months ago

ଭାଜପା କର୍ମୀଙ୍କୁ ବାରମ୍ବାର ଆସୁଥିଲା ଧମକ: ଶେଷରେ ଘରୁ ଡାକିନେଇ…

ମାଲକାନଗିରି,୧୪।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ବିଜାପୁରରେ ପୁଣି ମାଓବାଦୀ ସକ୍ରିୟ ହୋଇଛନ୍ତି।ଘରୁ ଡାକି ନେଇ ଭାଜପା କର୍ମୀଙ୍କୁ ହତ୍ୟା କରାଯାଇଛି। ପୋଲିସ ଇନ୍ଫର୍ମର ସନ୍ଦେହରେ ଭାଜପା କର୍ମୀଙ୍କୁ ହତ୍ୟା…

12 months ago

ଧୋକା ଦେଲେ BSF ଯବାନ: ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ବସିଲେ ସ୍ତ୍ରୀ

କାଲିମେଳା,୧୪।୧୦(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ନଲାଗଣ୍ଠି ପଞ୍ଚୟତ ଏମ.ଭି ୭୨ ଗାଁରେ ସ୍ତ୍ରୀ ନିଜ ଅଧିକାର ପାଇ ସ୍ବାାମୀ ଘର ଆଗରେ…

12 months ago

ମୋବାଇଲ ଧରିବାକୁ ମନା କଲେ ବାପା, ରାଗିଯାଇ ଚରମ ନିଷ୍ପତ୍ତି ନେଲେ ନାବାଳିକା

ମାଲକାନଗିରି/ଖଇରପୁଟ,୮ା୧୦(ଦୁର୍ଯ୍ୟୋଧନ ପାତ୍ର/ଜଗନ୍ନାଥ ମାଝି): ବୟସ ମାତ୍ର ୧୦ ବର୍ଷ। ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ମୋବାଇଲ ଦେଖିବାକୁ ଜିଦ୍‌ ଧରିଲେ। ବାପା ମନା କରିବାରୁ ଏଥିରେ…

12 months ago

ଭାଜପାରେ ମିଶିଲେ କଂଗ୍ରେସ, ବିଜେଡି କର୍ମୀ

ମାଲକାନଗିରି,୪।୧୦(ଦୁର୍ଯ୍ୟୋଧନ ପାତ୍ର): ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଶନିବାର ମାଲକାନଗିରି ଦିନିକିଆ ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭାଜପା ଜିଲା ସଭାପତି ଅଶୋକ କୁମାର…

12 months ago

ପ୍ରବଳ ବର୍ଷା: ଏହି ଜିଲାରେ ଆଜି ସମସ୍ତ ସ୍କୁଲ ଛୁଟି ଘୋଷଣା

ମାଲକାନଗିରି,୨୬।୯: ଲଘୁଚାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲାର ସମସ୍ତ ସ୍କୁଲକୁ ଶୁକ୍ରବାର ଛୁଟି ଘୋଷଣା କରାଯାଇଛି। ଫଳରେ…

1 year ago

ପ୍ରେମରେ ମିଳିଲା ଧୋକା, ବିଏସ୍‌ସି ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା

ମାଲକାନଗିରି,୨୫।୯: ମାଲକାନଗିରି ଜିଲାର ଏମ୍‌ଭି-୧୩ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ପ୍ରେମରେ ପ୍ରତାରଣାର ଶିକାର ହୋଇ ଜଣେ ୨୧ ବର୍ଷୀୟ ବିଏସ୍‌ସି ନର୍ସିଂ ଛାତ୍ରୀ ଆତ୍ମହତ୍ୟା…

1 year ago

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ହେଡ୍‌କ୍ୱାର୍ଟର୍ସ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ

ମାଲକାନଗିରି,୨୪ା୯: ମାଲକାନଗିରି ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ଜିଲା ପ୍ରଶାସନ। ପ୍ରବଳ…

1 year ago