କୋରାପୁଟ

ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଜବତ, ୨୨ଜଣଙ୍କୁ ବାନ୍ଧିଲା…

କୋରାପୁଟ,୨୭।୫(ଅମିତାଭ ବେହେରା): କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଜବତ ହୋଇଥିବା ବେଳେ…

1 year ago

ମଦ ଭାଟିରେ ତାଲା ପକାଇଲେ ବିଧାୟକ

କୋରାପୁଟ/ନାରାୟଣପାଟଣା,୨୬ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନେଇ ସୋମବାର ଆନ୍ଦୋଳନ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ…

1 year ago

ସାଇକେଲରେ ଯିବା ବେଳେ ଖୁବ୍‌ ଜୋର୍‌ରେ ମାରିଲା ଘଡ଼ଘଡ଼ି, ଆଉ ତା’ପରେ…

କୋଟପାଡ଼,୨୫ା୫(ରାଜକିଶୋର ରାଓ): କୋରାପୁଟ ଜିଲା କୋଟପାଡ଼ ବ୍ଲକ ଏସ.ବି ନୂଆଗାଁ ପଞ୍ଚୟତ ଅଞ୍ଚଳରେ କିଛିଦିନ ହେବ ବିଜୁଳି ଘଡ଼ଘଡ଼ି ସହ ବର୍ଷା ଲାଗି ରହିଛି। ରବିବାର ସନ୍ଧ୍ୟାରେ…

1 year ago

ଲମତାପୁଟରେ ବାଦଲ ଫଟା ବର୍ଷା

ଲମତାପୁଟ/କୋରାପୁଟ,୨୪ା୫(ଭକ୍ତରାମ ବାଙ୍କିଆ/ଅମିତାଭ ବେହେରା)- କୋରାପୁଟ ଜିଲା ଲମତାପୁଟ ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ ୧ଘଣ୍ଟା ଧରି ବାଦଲ ଫଟା ବର୍ଷା ହୋଇଛି। ଜୟପୁରରୁ ଲମତାପୁଟ ଦେଇ ବିଶାଖାପାଟଣା…

1 year ago

କୋରାପୁଟରେ ଲଜ୍ଜା: ପୁଣି ନାବାଳିକା ହେଲେ ଗର୍ଭବତୀ

ଜୟପୁର,୨୪ା୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ୍‌ ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଛନ୍ତି। ଏ ନେଇ ପୀଡିତାଙ୍କ ମା ଜୟପୁର ମହିଳା ଥାନାରେ ଲିଖିତ ଅଭିଯୋଗ…

1 year ago

ଓଏସଏପି ତୃତୀୟ ବାଟାଲିୟନ ହାବିଲଦାରଙ୍କୁ ଆକ୍ରମଣ ଘଟଣା, ଏୟାରପୋର୍ଟ ଷ୍ଟେଶନ ମ୍ୟାନେଜର ଗିରଫ

ଜୟପୁର,୨୧।୫: କୋରାପୁଟ ଜିଲା ଜୟପୁରର ଓଏସଏପି ତୃତୀୟ ବାଟାଲିୟନର ହାବଲଦାରକୁ ମାରଣାସ୍ତ୍ରରେ ଆକ୍ରମଣ ଅଭିଯୋଗରେ ଜୟପୁର ଏୟାରପୋର୍ଟର ଇଣ୍ଡିଆ -୧ ଏୟାରଲାଇନ୍ସର ଷ୍ଟେଶନ ମ୍ୟାନେଜରଙ୍କୁ ଗିରଫ କରି…

1 year ago

ପାହାଡ଼ରୁ ଧସିଲା ମାଟି ଅତଡ଼ା, ରାସ୍ତା ଜାମ, ବଜ୍ରପାତରେ ୨୦ ଛେଳି ମୃତ

କୋରାପୁଟ/ନାରାୟଣପାଟଣା,୧୮ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲା ନାରାୟଣପାଟଣାରେ କାଳବୈଶାଖୀ ଯୋଗୁ ରବିବାର ବର୍ଷା ପବନ ହୋଇଛି। ନାରାୟଣପାଟଣା ବ୍ଲକ୍‌ ଉପରଗୁମାଣ୍ଡି ଗାଁରେ ବଜ୍ରପାତ ଘଟି ୨୦ଟି ଛେଳି ମରିପଡିଥିବା…

1 year ago

କୋରାପୁଟ ମେଡିକାଲରେ ଖୋଲିଲା ସୁପର ସ୍ପେସିଆଲିଷ୍ଟ କ୍ଲିନିକ

କୋରାପୁଟ,୧୭।୫(ଅମିତାଭ ବେହେରା): କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ସୁପର ସ୍ପେସିଆଲିଷ୍ଟ କ୍ଲିନିକ ଶନିବାର ଉଦ୍‌ଘାଟିତ ହୋଇଯାଇଛି। କୋରାପୁଟ ଜିଲାପାଳ ଭି କୀର୍ତ୍ତି…

1 year ago

ବିଲରେ କାମ କରୁଥିବା ବେଳେ ବଜ୍ରପାତ: ଜେଜେମା, ନାତୁଣୀଙ୍କ ସହ ୩ ମୃତ

ଲକ୍ଷ୍ମୀପୁର,୧୬।୫(ଅନନ୍ତ ନାୟକ): କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଶୁକ୍ରବାର ଅପରାହ୍ନରେ ଏକ ଦୁଖଃଦ ଘଟଣା ଘଟିଛି। ବିଲରେ କାମ କରୁଥିବା ବେଳେ କାଳବୈଶାଖୀ ପ୍ରଭାବରେ…

1 year ago

ଓଡ଼ିଶାରେ ସକାଳୁ ସକାଳୁ ଭୟଙ୍କର ଦୁର୍ଘଟଣା: ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ବୈପାରୀଗୁଡ଼ା,୧୬।୫(କଳ୍ପତରୁ ମହାନ୍ତି): ଶୁକ୍ରବାର ସକାଳୁ ସକାଳୁ ଓଡ଼ିଶାରେ ଦୁଇଟି ପୃଥକ ସଡ଼କ ଦୁର୍ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଘଟଣାଟି କୋରାପୁଟ ଜିଲା ବୈପାରୀଗୁଡ଼ା ଥାନା…

1 year ago