କୋରାପୁଟ

ଗୋଟିଏ ରାତିିରେ କୋରାପୁଟ ମେଡିକାଲରେ ଅବହେଳା ଯୋଗୁ ଗଲା ୫ ଜୀବନ: ଅଭିଯୋଗ ଆଣିଲେ…

କୋରାପୁଟ,୪।୬(ଅମିତାଭ ବେହେରା ):କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିପିଟାଲରେ ମଙ୍ଗଳବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଯାଇଛି। ଚିକିତ୍ସିତ ହେଉଥିବା ୫ ରୋଗୀ…

10 months ago

ମଦ ବନ୍ଦ ଦାବି ତେଜିଲା: ବିଧାୟକଙ୍କ ନେତୃତ୍ୱରେ ଗର୍ଜିଲେ ମହିଳା

କୋରାପୁଟ/ଲକ୍ଷ୍ମୀପୁର,୨।୬(ଅମିତାଭ ବେହେରା/ଅନନ୍ତ ପ୍ରସାଦ ନାୟକ) କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀର ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର ଓ ଦଶମନ୍ତପୁର ଆଦି ୪ଟି ବ୍ଲକ ଅଞ୍ଚଳରେ ସମ୍ପୂର୍ଣ୍ଣ ମଦ…

10 months ago

ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର: ବିଟେକ୍‌ ଛାତ୍ର ଗିରଫ

ଜୟପୁର,୧ା୬(ପବନ ପାଣିଗ୍ରାହୀ): ଅଧ୍ୟାପିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୋଲିସ ଜଣେ ବିଟେକ୍‌ ଛାତ୍ରଙ୍କୁ ରବିବାର ଗିରଫ କରିଛି। ଅଭିଯୁକ୍ତ…

10 months ago

ଜିଲା ପରିଷଦ ଉପାଧ୍ୟକ୍ଷ ଆଣିଲେ ବଡ଼ ଅଭିଯୋଗ: ସରକାରୀ ଯୋଜନାରେ ହେଉଛି ଦୁର୍ନୀତି

କୁନ୍ଦୁରା,୩୧ା୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ୨ ଜିଲା ପରିଷଦ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରିଛନ୍ତି। ଏଥିରେ ରାଧାବିନୋଦ ସାମନ୍ତରାୟ ଓ…

10 months ago

ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଏକତ୍ରିତ ହେଲେ ସରପଞ୍ଚ, ସମିତିସଭ୍ୟ; ଦୋହରାଇଲେ ଅନାସ୍ଥା ପ୍ରସ୍ତାବ

ପଟ୍ଟାଙ୍ଗି,୩୦ା୫(ଶରତ କୁମାର ଧଳ)-କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ କାର୍ଯ୍ୟାଳୟ ସଭାଗୃହରେ ଚାଲିଥିବା ସପ୍ତମ ପଞ୍ଚାୟତ ସମିତି ବୈଠକରେ ଅଂଶଗ୍ରହଣ ନ କରି ବାହାରେ ବ୍ଲକ୍‌ ଉପାଧ୍ୟକ୍ଷ, ସରପଞ୍ଚ…

10 months ago

ଗିରଫ ହେଲେ ହାର୍ଡକୋର ମାଓବାଦୀ ହିଡ୍‌ମା

କୋରାପୁଟ,୨୯ା୫(ଅମିତାଭ ବେହେରା): ଗୁରୁବାର ଭୋର୍‌ରୁ ବୈପାରୀଗୁଡ଼ା ଥାନାର ପେଟିଗୁଡ଼ା ଗ୍ରାମ ନିକଟ ଜଙ୍ଗଲରୁ ଜଣେ ହାର୍ଡକୋର୍‌ ଏସିଏମ୍‌ ର଼୍ୟାଙ୍କର ମାଓବାଦୀ ମୋହନ ତଥା କୁଞ୍ଜମ ହିଡ୍‌ମାକୁ କୋରାପୁଟ…

10 months ago

ଖେଳ ଉପକରଣ ବଣ୍ଟନରେ ଦୁର୍ନୀତି: ଖବର ପ୍ରସାରଣ ପରେ ଅଧିକାରୀ ଛାନିଆ, ଭିଜିଲାନ୍ସ ତଦନ୍ତ ଆବଶ୍ୟକ କହିଲେ କୁନ୍ଦୁରା ବ୍ଲକ ଅଧ୍ୟକ୍ଷା

କୁନ୍ଦୁରା,୨୮।୫(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ କାର୍ଯ୍ୟାଳୟରେ ଖେଳ ଉପକରଣରେ ଦୁର୍ନୀତି ଅଭିଯୋଗ ଘଟଣା ଧରିତ୍ରୀ ଖବରକାଗଜରେ ପ୍ରକାଶିତ ହୋଇଥିଲା। ଏହାପରେ ସରକାରୀ କର୍ମଚାରୀଙ୍କ ଭିତରେ…

10 months ago

ମାଲ୍‌ବାହୀ ଲାଇନ୍‌ଚ୍ୟୁତ, ଟ୍ରାକ୍‌ରୁ ଖସିଲା ୨୫ ବଗି, ଟନେଲ୍‌ରେ ଫସି…

କୋରାପୁଟ,୨୮ା୫(ଅମିତାଭ ବେହେରା): ବୁଧବାର ଅପରାହ୍ନରେ ଆନ୍ଧ୍ରର ଚିମିଡ଼ିପାଲି ରେଳ ଷ୍ଟେଶନ ନିକଟରେ ଏକ ଟନେଲ ଭିତରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏଥିରେ ମାଲବାହୀର ୨୫ରୁ ଊଦ୍ଧର୍‌ବ…

10 months ago

ବଡ଼ ବଡ଼ କଣ୍ଟେନରରେ ହାଇଦ୍ରାବାଦକୁ ହେଉଥିଲା ଗୋ’ ଚାଲାଣ: ୨୪୯ ଗାଈ ଜବତ, ୨୨ଜଣଙ୍କୁ ବାନ୍ଧିଲା…

କୋରାପୁଟ,୨୭।୫(ଅମିତାଭ ବେହେରା): କୋରାପୁଟରେ ବେଆଇନ ଗୋ’ ଚାଲାଣ ବେଳେ ପୋଲିସ ପକ୍ଷରୁ ବ୍ୟାପକ ଚଢ଼ାଉ। ଏଥିରେ ୬ କଣ୍ଟେନର ସହ ୨୪୯ ଗାଈ ଜବତ ହୋଇଥିବା ବେଳେ…

10 months ago

ମଦ ଭାଟିରେ ତାଲା ପକାଇଲେ ବିଧାୟକ

କୋରାପୁଟ/ନାରାୟଣପାଟଣା,୨୬ା୫(ଅମିତାଭ ବେହେରା/ରାଜକିଶୋର ଜେନା)-କୋରାପୁଟ ଜିଲାର ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ ନେଇ ସୋମବାର ଆନ୍ଦୋଳନ କରାଯାଇଛି। ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତାଙ୍କ…

10 months ago