କୋରାପୁଟ

କୋରାପୁଟ ଗସ୍ତରେ ପୋଲିସ ଡିଜି

କୋରାପୁଟ,୨୧।୩(ଡି.ଏନ୍‌.ଏ.) : କୋରାପୁଟ ଗସ୍ତରେ ପୋଲିସ ଡିଜି ସୁନିଲ କୁମାର ବଂଶଲ। ଡିଜିଙ୍କ ସହ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ଗୁଇନ୍ଦା ବିଭାଗ, ଆଇଜି ଅପରେସନ ଓ…

4 years ago

ପଟ୍ଟାଙ୍ଗୀ: ମାସକରେ ୫ ନବଜାତ ଶିଶୁ ମୃତ

ପଟ୍ଟାଙ୍ଗୀ, ୨୧।୩(ଡି.ଏନ.ଏ.): ମା’ ଓ ଶିଶୁ ମୃତ୍ୟୁ ରୋକିବାକୁ ପ୍ରଶାସନ ଓ ବିଭିନ୍ନ ବେସରକାରୀ ଅନୁଷ୍ଠାନ ପକ୍ଷରୁ ଗ୍ରାମାଞ୍ଚଳ ଲୋକଙ୍କୁ ସଚେତନ କରାଯାଉଥିଲେ ମଧ୍ୟ ଏହାର ପ୍ରଭାବ ଲୋକଙ୍କ…

4 years ago

ପୌର ନିର୍ବାଚନ ପୂର୍ବରୁ ଜୟପୁରରେ ଫୁଟିଲା ଗୁଳି

ଜୟପୁର, ୨୧ା୩ (ନି.ପ୍ର.): ଜୟପୁର ସହରରେ ପୌର ନିର୍ବାଚନ ପୂର୍ବରୁ ଗୁଳି ଫୁଟିଛି। କେତେକ ଦୁର୍ବୃତ୍ତ ଗୋପବନ୍ଧୁ ନଗରର କାର୍ତ୍ତିକ ନାଗଙ୍କୁ ଅପହରଣ କରି ଗୁଳିକରି ହତ୍ୟା…

4 years ago

ଗ୍ୟାସ ଟାଙ୍କି ଫାଟି ମନ୍ଦିରରେ ନିଆଁ

କୋରାପୁଟ,୨୦।୩(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁର ରଘୁନାଥ ମନ୍ଦିରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଥିବା ସନ୍ଦେହ। କରାଯାଉଛି। ଏଥିରେ ୨ ଜଣ ଆହତ…

4 years ago

ଆନ୍ଧ୍ର ସହ ରହିବାକୁ ୩ ସରପଞ୍ଚ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ, ୨୧ରେ ଶୁଣାଣି

ପଟ୍ଟାଙ୍ଗୀ,୧୮ା୩(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ କୌଣସି ସମାଧାନର ବାଟ ଏଯାଏ…

4 years ago

‘କାର୍ଯ୍ୟ ସମୟରେ ଅନୁପସ୍ଥିତ ରହିଲେ ନିଆଁ ଲଗାଇଦେବି’

କୋରାପୁଟ,୧୭ା୩(ସ୍ବ.ପ୍ର.): କୋରାପୁଟ ପୌରପାଳିକାକୁ ବୁଧବାର ପଟ୍ଟା ପାଇଁ କେତେକ ହିତାଧିକାରୀ ଆସିଥିଲେ। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଦାୟିତ୍ୱରେ ଥିବା ଅଧିକାରୀ ଆସି ନ ଥିଲେ। ଏହି…

4 years ago

ଗଛରେ ପିଟିହେଲା ବସ୍‌: ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଆହତ

କୋରାପୁଟ,୧୬ା୩(ସ୍ବ.ପ୍ର.): କୋରାପୁଟ ଦାମନଯୋଡ଼ିରୁ ଏକ ବସ୍‌ ବିଶାଖାପାଟଣା ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ହେଲପରଙ୍କ ଜୀବନ ଯାଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।…

4 years ago

ଦାମନଯୋଡିରେ ଦୋଳଉତ୍ସବ ଆରମ୍ଭ

ଦାମନଯୋଡି,୧୪ା୩(ଡି.ଏନ.ଏ.): ରବିବାର ପବିତ୍ର ଫଗୁ ଦଶମୀଠାରୁ ଶ୍ରୀ ରାଧାମାଧବଙ୍କ ଚାଚେରୀ ଯାତ୍ରା ଆରମ୍ଭ ହୋଇଛି। ସନ୍ଧ୍ୟାରେ ସେକ୍ଟର -୧ ଶ୍ରୀ ଜଗନ୍ନାଥ ମନ୍ଦିରରୁ ଶ୍ରୀ ରାଧାମାଧବଙ୍କୁ ଏକ ସୁସଜ୍ଜିତ…

4 years ago

ବିଜେଡିରୁ ଇସ୍ତଫା ଦେଲେ ୩ ଅସନ୍ତୁଷ୍ଟ ନେତା

କୋଟପାଡ଼,୧୩।୩(ଡି.ଏନ.ଏ.): କୋରପୁଟ ଜିଲା କୋଟପାଡ଼ ବିଜେଡିରେ ଦଳୀୟ ଅସନ୍ତୋଷ ଲାଗି ରହିଛି। ଫଳରେ ଦଳର ୩ ପୁରୁଖା ନେତା ପଙ୍କଜ ପାତ୍ର, ଈଶ୍ୱର ମହାନ୍ତି, ରଞ୍ଜିତ ପାତ୍ର…

4 years ago

ହାଟ୍ରିକ୍‌ କଲେ ନମିତା

କୋରାପୁଟ,୧୨ା୩(ସ୍ବ.ପ୍ର.): କୋରାପୁଟ ବ୍ଲକ ଅଧ୍ୟକ୍ଷା ଭାବେ ନମିତା ମାଝି ହାଟ୍ରିକ କରିଛନ୍ତି। ନମିତା ୪ ଖଣ୍ଡ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାଯାଇଛି। ଶନିବାର ମଧ୍ୟାହ୍ନରେ କୋରାପୁଟ…

4 years ago