ଭୁବନେଶ୍ୱରରେ ଏବେ ୩୦ କରୋନା ଆକ୍ରାନ୍ତ ଚିକିତ୍ସିତ: ବମିଖାଲର ସବୁ ଆକ୍ରାନ୍ତ ଗୋଟିଏ ପରିବାରର
ଭୁବନେଶ୍ୱର, ୬।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୩୯ରେ ପହଞ୍ଚିଛି। ଏଥିରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩୭ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱରର ୩୦ଜଣ ରହିଛନ୍ତି। ଗତ ୩ଦିନ ମଧ୍ୟରେ…
ପୋଲିସ ଦେଖି ଦ୍ରୁତ ବାଇକ୍ ଚାଳନା, ସଚେତନ କଲେ ପ୍ରଶାସନ
ଜଟଣୀ,୫ା୪(ଡି.ଏନ୍.ଏ.): କରୋନା ମୁକାବିଲା ଲାଗି ଲକଡାଉନ ଘୋଷଣା ହୋଇଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲାରହିଛି। ଏଥିରେ ମଧ୍ୟ ଭିଡ ଜମିବାରୁ ସହରର ପ୍ରାୟ ହାଟ, ବଜାରକୁ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ରହିଛି। ଏଥିପାଇଁ ଲୋକଙ୍କୁ ପରିବା…
ସଂକ୍ରମଣ ଭୟ ନ କରି କାମରେ ବ୍ୟସ୍ତ ପୌର କର୍ମଚାରୀ
ଖୋର୍ଦ୍ଧା ଅଫିସ,୫ା୪ : ସାରା ବିଶ୍ୱ ଏବେ କରୋନା ଆତଙ୍କରେ କବଳିତ। କୋଭିଡ-୧୯ ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକଡାଉନ ବଳବତ୍ତର ରହିଛି। ରାଜ୍ୟରେ ସଂକ୍ରମିତ ସଂଖ୍ୟା ବଢ଼ୁଥିବା ଦେଖି ସରକାରଙ୍କ ପକ୍ଷରୁ ସତର୍କତମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ଅତ୍ୟାବଶ୍ୟକ…
ଗରିବ, ବୁଲା ଗୋରୁଙ୍କୁ ଖାଦ୍ୟ ଯୋଗଉଛନ୍ତି ସ୍ବେଚ୍ଛାସେବୀ
ଖୋର୍ଦ୍ଧା ଅଫିସ,୪ା୪ : ବିଶ୍ୱରେ କରୋନା ଭୂତାଣୁ ଆତଙ୍କ ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁ ସାରା ଦେଶରେ ଲକଡାଉନ ଚାଲିଥିବାବେଳେ ଅନେକ ଗରିବ, ନିରାଶ୍ରୟ, ଦିନମଜୁରିଆମାନେ ଖାଦ୍ୟ ନ ପାଇ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସମୟରେ ଅସହାୟ, ବୃଦ୍ଧାବୃଦ୍ଧ…
୨ ହଜାରରୁ ଊର୍ଦ୍ଧ୍ୱ ନିରାଶ୍ରୟଙ୍କୁ ରନ୍ଧା ଖାଦ୍ୟ ଦେଲା ବିଏମ୍ସି
ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରରେ ଥିବା ୨ ହଜାରରୁ ଊର୍ଦ୍ଧ୍ୱ ଭୂମିହୀନ, ନିରାଶ୍ରୟ ଓ ଭିକାରୀଙ୍କୁ ରନ୍ଧ୍ୟା ଖାଦ୍ୟ ବଂଟାଯାଇଛି । ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ଦଳ ରବିବାର ମଧ୍ୟାହ୍ନରେ ବିଭିନ୍ନ ସ୍ଥାନରେ ରନ୍ଧ୍ୟା ଖାଦ୍ୟ…
୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ପରେ ଗଞ୍ଜାମ ଖୋର୍ଦ୍ଧା ସୀମା ସିଲ
ବେଗୁନିଆପଡା, ୫ା୪- ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ଓଡିଶା ରେ ବଢିବା ରେ ଲାଗିଛି ଏହାର ଭୟାଭୟ କୁ ଆଖି ଆଗରେ ରଖି ଗତକାଲି ରାତି ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ୧୯ ଘଣ୍ଟିଆ ସଟ ଡାଉନ ଘୋଷଣା…
ଶଟଡାଉନରେ ଭୋକିଲା ଷଣ୍ଢ ଓ କୁକୁରଙ୍କ ବିକଳ ଦୃଶ୍ୟ: ଖାଇବାକୁ ଦେଇ ହୃଦୟ ଜିଣିଲେ ପୋଲିସ ଆଉ ସ୍ଥାନୀୟ ବାସିନ୍ଦା
ଭୁବନେଶ୍ୱର, ୫ା୪ (ବ୍ୟୁରୋ): ରାଜଧାନୀରେ ଲାଗୁ ହୋଇଥିବା ୪୮ ଘଣ୍ଟିଆ ଶଟଡାଉନରେ ପ୍ରଭାବିତ ସାଧାରଣ ମଣିଷଠାରୁ ଆରମ୍ଭ କରି ପଶୁ ଓ ପକ୍ଷୀକୂଳ। ରାସ୍ତା ଘାଟରେ ପୋଲିସର କଡା ତାଗିଦି ଯୋଗୁ ସବୁଠାରେ ଅଭୂତ ନିରାବତା । ପୋଲିସର ମାଡ ଭୟରେ…
ଶୁଆ ବିକ୍ରିକୁ ନେଇ ବରବରା ରେଞ୍ଜରେ ଲଙ୍କା କାଣ୍ଡ
ଭୁବନେଶ୍ୱର, ୫।୪(ବ୍ୟୁରୋ): ଖୋର୍ଦ୍ଧା ବନଖଣ୍ଡ ଅଧିନସ୍ଥ ବରବରା ରେଞ୍ଜ ଅଧୀନରେ ଗତ ୧ ତାରିଖରେ ଘଟିଯାଇଛି ତୁମୁଳ ଲଙ୍କା କାଣ୍ଡ। ଶୁଆ ବିକାଳିଙ୍କୁ କାହିଁକି ବିକୁଛ ବୋଲି ପଚାରିବାରୁ ଆରମ୍ଭ ହେଇଥିଲା ଏହି କାଣ୍ଡ। ୧ତାରିଖରେ ସବୁ ଆଡ଼େ ଲକଡାଉନ ଚାଲିବା…
ବାଇକରେ ଆସିଲେ, ଚାଲି କି ଫେରିଲେ
ଖୋର୍ଦ୍ଧା ଅଫିସ,୫।୪ : କରୋନା ଭୁତାଣୁ ସଂକ୍ରମଣ ମୁକାବିଲା ଲାଗି ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଲକଡାଉନ ଓ କୋଭିଡ 19 ଉଲଘଂନ କରି ବାଇକରେ ବୁଲୁଥିବା ବାଇକଚାଳକଙ୍କ ଉପରେ କଦା ଆଭିମୁଖ୍ଯ ଗ୍ରହଣ କରିଛି ପ୍ରଶାସନ…
ପୁଣି 10 ଜଣଙ୍କ ସ୍ବାବ ପରୀକ୍ଷା ଲାଗି ପଠାଗଲା
ଖୋର୍ଦ୍ଧା ଅଫିସ,୫।୪ : ଦିଲ୍ଲୀ ହଜରତ ନିଜାମୁଦ୍ଦିନ ଧର୍ମସଭା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲାଗି ଚିନ୍ତାର କାରଣ ପାଲଟିଛି। ଏହି ସମାବେଶରେ ଖୋର୍ଦ୍ଧା ଜିଲାର 13 ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରୁ 9 ନିଜାମୁଦ୍ଦିନ ଓ ଜଣେ ବିହାର…
କରୋନା ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟଙ୍କୁ ରନ୍ଧାଖାଦ୍ୟ : ୨୦୪୮୩୫ ଜଣ ଉପକୃତ
ଭୁବନେଶ୍ୱର , ୪ା୪(ବ୍ୟୁରୋ)- କରୋନା ଯୋଗୁଁ ପ୍ରଭାବିତ ସହରାଞ୍ଚଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ୨୭ ତାରିଖରୁ ପୌରାଞ୍ଚଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଜି ସୁଦ୍ଧା ରାଜ୍ୟର ୧୧୪ ଗୋଟି ପୌରାଞ୍ଚଳର…
ବୋତଲ କଳାରେ କରୋନା ସଚେତନତା ବାର୍ତ୍ତା ଦେଲେ ଶିଳ୍ପୀ ଇଶ୍ୱର : କହିଲେ ‘ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’
ଭୁବନେଶ୍ବର, ୪।୪(ବ୍ୟୁରୋ): ବୋତଲ କଳାରେ କରୋନା ସଚେତନତା ବାର୍ତ୍ତା ‘ ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ’ l ଶିଳ୍ପୀ ଏଲ୍ ଇଶ୍ୱର ରାଓ ଏଭଳି କିଛି ବାର୍ତ୍ତା ଦେଇଛନ୍ତି ଓଡିଶାର ଜନସାଧାରଣଙ୍କୁ l ୭୫୦ ମିଲି ଲିଟର ବୋତଲ ଭିତରେ ୨୫୬ଟି…
Archives


