ଖୋର୍ଦ୍ଧାରେ ୮କରୋନା ପଜିଟିଭ ଚିହ୍ନଟ
ଖୋର୍ଦ୍ଧା ଅଫିସ,୧୦।୬: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଏହି ସଂଖ୍ୟା ବଢ଼ୁଥିବା ବେଳେ ବୁଧବାର ଖୋର୍ଦ୍ଧା ଉପଖଣ୍ଡରେ ୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଲୁଗାଁରୁ ୫, ଟାଙ୍ଗି…
୪୮ ଘଣ୍ଟା ଲାଗି ୩ ଗ୍ରାମ ଶଟ୍ଡାଉନ
ଜଟଣୀ,୧୦ା୬(ଡି.ଏନ୍.ଏ.): ଜଟଣୀ ବ୍ଲକ ଅଞ୍ଚଳରେ ଜଣେ ଦୋକାନୀ କରୋନା ସଂକ୍ରମିତ ହେବା ପରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଅଞ୍ଚଳକୁ ଶଟ୍ଡାଉନ୍ ଓ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଚିହ୍ନଟ ବ୍ୟକ୍ତିଙ୍କ ଘର ଏହି ବ୍ଲକ ପଦନପୁର ପଞ୍ଚାୟତର ବଡ଼ତୋଟା ଗ୍ରାମରେ ହୋଇଥିବାବେଳେ…
ବାଇକ୍ରେ ବ୍ରହ୍ମପୁର ଯାଉଥିବା ବେଳେ ବଜ୍ରପାତ, ଆଖି ବୁଜିଲେ ଆରୋହୀ
ଖୋର୍ଦ୍ଧା ଅଫିସ, ୯।୬: ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ମଙ୍ଗଳବାର ବଜ୍ରପାତ ଘଟି ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ରାମକୃଷ୍ଣ ଦାସ। ତାଙ୍କ ଘର ଗଞ୍ଜାମ ଜିଲାର ବ୍ରହ୍ମପୁର ଅଞ୍ଚଳରେ ବୋଲି ଜଣାପଡିଛି। ସେ ବାଇକରେ ଭୁବନେଶ୍ୱରରୁ…
ଖୋର୍ଦ୍ଧା ସବ୍ଡିଭିଜନରେ ପୁଣି ୧୪ପଜିଟିଭ ଚିହ୍ନଟ
ଖୋର୍ଦ୍ଧା ଅଫିସ,୯।୬ : ଖୋର୍ଦ୍ଧା ସବ୍ଡିଭିଜନରେ ମଙ୍ଗଳବାର ପୁଣି ୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବୋଲଗଡ ବ୍ଲକରୁ ୭, ବେଗୁନିଆ ବ୍ଲକରୁ ୪ ଏବଂ ବାଲୁଗାଁରୁ ୩ ଜଣ ଚିହ୍ନଟ ଅଛନ୍ତି । ସମସ୍ତ…
କୋଟାୟମରୁ ଖୋର୍ଦ୍ଧା ଷ୍ଟେଶନରେ ପହଞ୍ଚିଲେ ୧୯୧ପ୍ରବାସୀ
ଖୋର୍ଦ୍ଧା ଅଫିସ,୮।୬: କୋଟାୟମରୁ ଆସିଥିବା ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍ ସୋମବାର ଖୋର୍ଦ୍ଧା ରୋଡ ଷ୍ଟେଶନରେ ପହଞ୍ଚିଛି। ଏଥିରେ ୫ଟି ଜିଲାରୁ ୧୯୧ଜଣ ପ୍ରବାସୀ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ବଲାଙ୍ଗୀର ୧୪, ବୌଦ୍ଧ ୩, ଖୋର୍ଦ୍ଧା ୪୨, ନୟାଗଡ଼ ୧୦୭ ଏବଂ ପୁରୀର…
ଯାଜପୁର ଗ୍ରାମକୁ ୭୨ ଘଣ୍ଟା ଶଟ୍ଡାଉନ ଘୋଷଣା: ସମ୍ପୂର୍ଣ୍ଣ ଗ୍ରାମକୁ କରାଗଲା ବିଶୋଧନ
ନିରାକରପୁର,୭ା୬(ଡି.ଏନ.ଏ.): ଖୋର୍ଦ୍ଧା ଉପଖଣ୍ଡ ଲେଣ୍ଡୋ ପଞ୍ଚାୟତ ଅଧୀନ ଯାଜପୁର ଗ୍ରାମରେ ଏବେସୁଦ୍ଧା ୨ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ରବିବାର ୭୨ ଘଣ୍ଟା ପାଇଁ ଶଟ୍ଡାଉନ ଘୋଷଣା କରାଯାଇଛି। ଟାଙ୍ଗୀ ଦମକଳ ବାହିନୀ…
ଖୋର୍ଦ୍ଧା ଉପଖଣ୍ଡରେ ୧୬ କରୋନା ପଜିଟିଭ୍ : ଟାଙ୍ଗୀର ସର୍ବାଧିକ ୧୧ ଚିହ୍ନଟ
ଖୋର୍ଦ୍ଧା ଅଫିସ,୭ା୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୧୬ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଟାଙ୍ଗୀର ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗଁାର ୨, ବେଗୁନିଆର ୩ଜଣ ଚିହ୍ନଟ ହୋଇଛନ୍ତି। ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ସମସ୍ତଙ୍କୁ…
ଖୋର୍ଦ୍ଧା ଜିଲାରେ ସଂଘରୋଧ ଅବଧି ବୃଦ୍ଧି: ଏଣିକି ୧୪ ଦିନ ରହିବେ ପ୍ରବାସୀ
ଖୋର୍ଦ୍ଧା ଅଫିସ,୭।୬ :ଖୋର୍ଦ୍ଧା ଜିଲାରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ସଂଘରୋଧ ଅବଧି ୭ଦିନ ବୃଦ୍ଧି ଘଟିଛି। ଏନେଇ ଜିଲାପାଳ ଶିତାଂଶୁ ରାଉତ ଚିଠି ଲେଖି ସମସ୍ତ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହାର ଅବଧି ସାତ ଦିନ ଥିଲା। ଏହି ଅବଧି…
ଦାଦାଙ୍କ ପରେ ପୁତୁରା କରୋନା ଆକ୍ରାନ୍ତ ଚିହ୍ନଟ, ଗ୍ରାମବାସୀ ଭୟଭୀତ
ନିରାକାରପୁର,୬ା୬(ଡି.ଏନ୍.ଏ.): କିଛିଦିନ ତଳେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଯାଜପୁର ଗ୍ରାମରେ ଜଣେ ଯୁବକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତା’ର ୮ଦିନ ପରେ ତାଙ୍କ ପୁତୁରାଙ୍କ ପଜିଟିଭ୍ ବାହାରିବା ପରେ ଗାଁରେ କୋକୁଆ ଭୟ…
ଖୋର୍ଦ୍ଧା ଜେଲ୍ରେ ବେଧଡ଼କ ଚାଲିଛି ଧଳା ଜହର କାରବାର: ଭିଡିଓ ଭାଇରାଲ
ଖୋର୍ଦ୍ଧା ଅଫିସ,୬।୬ : ଖୋର୍ଦ୍ଧା ଜେଲ ପାଲଟିଛି ଧଳା ଜହର କାରବାରର ପେଣ୍ଠସ୍ଥଳୀ। ଜେଲ କର୍ତ୍ତୃପକ୍ଷଙ୍କ ଜାଣତରେ ଚାଲିଛି ଏହି କାରବାର। ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଖୋର୍ଦ୍ଧା ଜେଲ କର୍ତ୍ତୃପକ୍ଷଙ୍କ ସଂପୃୃୃକ୍ତି ନେଇ ଉଠିିିଛି…
୭ ଦିନ ଲାଗି ୨ ଓ୍ବାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷିତ
ବାଲିଅନ୍ତା, ୫ା୬(ଡି.ଏନ୍.ଏ.): କରୋନା ସଂକ୍ରମଣକୁ ରୋକିବା ପାଇଁ ବାଲିଅନ୍ତା ବ୍ଳକର ଜୟଦେବ ପଞ୍ଚାୟତ ଅଧୀନ ୨ଟି ଓ୍ବାର୍ଡକୁ ପ୍ରଶାସନ ପକ୍ଷରୁ ୭ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯାଇଛି। ସରପଞ୍ଚ ପ୍ରଜ୍ଞା ପାରମିତା ଜେନାମଣି ଓ ବ୍ଲକ ପ୍ରଶାସନ ପକ୍ଷରୁ…
ଖୋର୍ଦ୍ଧାରୁ ପୁଣି ୯ କରୋନା ପଜିଟିଭ୍ ଚିହ୍ନଟ
ଖୋର୍ଦ୍ଧା ଅଫିସ,୫।୬: ଖୋର୍ଦ୍ଧା ଜିଲାରେ ଶୁକ୍ରବାର ପୁଣି ୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଟାଙ୍ଗିରୁ ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଙ୍ଗା ୧, ବାଣପୁର ୨, ବାଳକାଟୀ ୩ ଜଣ ଆକ୍ରାନ୍ତ ଥିବା ସୂଚନା ମିଳିଛି।…
Archives


