ନିରାକାରପୁର,୧୬ା୧୦(ଡି.ଏନ୍.ଏ.): ନିରାକାରପୁର-ବଡ଼ପୋଖରିଆ ପଞ୍ଚାୟତର ୯ ନଂ ଜୋନ୍ ଜିଲା ପରିଷଦ ସଭ୍ୟା ମିତାଞ୍ଜଳି ବଳିୟାରସିଂଙ୍କ ନେତୃତ୍ୱରେ ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜୟନ୍ତୀ ପାଳିତ…
ଖୋର୍ଦ୍ଧା ଅଫିସ/ନିରାକାରପୁର(ଡି.ଏନ୍.ଏ.)୧୫।୧୦: ଅଶ୍ଳୀଳ ଫଟୋ ଭାଇରାଲ ନେଇ ମାନସିକ ଯନ୍ତ୍ରଣା ଅସହ୍ୟ ହେବାରୁ ଜଣେ ଯୁକ୍ତ ଦୁଇ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଘର ନିରାକାରପୁର ଥାନା…
ବେଗୁନିଆ,୧୫ା୧୦(ଡି.ଏନ୍.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା…
ବାରଙ୍ଗ,୧୫।୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସଫାରିକୁ ଟେଣ୍ଡରରେ ନେଇଥିବା ଠିକାଦାର ଶୁକ୍ରବାର ଏକ ଏସି ବସ୍ ଆଣି ପ୍ରଚଳନ କରିଛି। ପ୍ରଥମ କରି ସଫାରି ବୁଲିବାକୁ ଯାଉଥିବା…
ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ…
ଖୋର୍ଦ୍ଧା ଅଫିସ,୧୩ା୧୦: ଖୋର୍ଦ୍ଧାରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ଆରଧନା। ପୂଜାମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆକର୍ଷଣୀୟ ସାଜସଜ୍ଜା, ତୋରଣ, ରଙ୍ଗିନ ଆଲୋକମାଳାରେ ଝଲସୁଛି ସହର। ପୁରୁଣା ବସଷ୍ଟାଣ୍ଡରେ…
ବାଲୁଗାଁ,୧୩।୧୦(ଡି.ଏନ୍.ଏ.): ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧୧ନଂ. ୱାର୍ଡ଼ ସରଳାପଦର ଗ୍ରାମ ସଂଲଗ୍ନ ତଥା ୫ନଂ ଜାତୀୟ ରାଜପଥ ପାର୍ଶ୍ୱ ରହିଥିବା ବହୁ ପୁରାତନ ପୁଷ୍କରିଣୀଟି…
ଖୋର୍ଦ୍ଧା ଅଫିସ,୧୩ା୧୦: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିିଭିଲ ସର୍ଭିସ (ଓସିଏସ୍) ପରୀକ୍ଷା-୨୦୨୦ର ଫଳାଫଳ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ…
ବାଙ୍କୀ, ୧୨।୧୦ (ସ୍ବ.ପ୍ର): ବାଙ୍କୀ ମହୋତ୍ସବ ଏକ ଗଣପର୍ବରେ ପରିଣତ ହୋଇଛି। ଏହି ଅଞ୍ଚଳର ମହାପୁରୁଷମାନଙ୍କ ସ୍ମୃତିରେ ପୂଜ୍ୟପୂଜାର ଆୟୋଜନ ନିଶ୍ଚିତ ପ୍ରଶଂସନୀୟ। ଏହି ମହୋତ୍ସବ ଆମର…
ଖୋର୍ଦ୍ଧା ଅଫିସ,୧୨।୧୦: ଖୋର୍ଦ୍ଧା ତହସିଲ କାର୍ଯ୍ୟାଳୟ ଦୁର୍ନୀତିରେ ବୁଡିଛି। କାର୍ଯ୍ୟାଳୟରେ ଦଲାଲ ସକ୍ରିୟ ରହିଛନ୍ତି। କାର୍ଯ୍ୟାଳୟର କେତେଜଣ ଅସାଧୁ କର୍ମଚାରୀ ଏବଂ ଦଲାଲଙ୍କ ମଧୁଚନ୍ଦ୍ରିକାରେ ଚାଲିଛି କାର୍ଯ୍ୟ।…