ଖୋର୍ଦ୍ଧା

କୁକୁର ଏକାଦଶାହ ପାଳିଲେ ମାଲିକ

ଖୋର୍ଦ୍ଧା ଅଫିସ,୨୭ା୧୦: ସମାଜର ମଣିଷ ଜାତିରେ କେହି ମୃତ ହେଲେ ଦଶାହ, ଏକାଦଶାହ ହୋଇଥାଏ। ଏଥିରେ ପରିବାରର ସମସ୍ତ ସଦସ୍ୟ ଏକାଠି ହୋଇ ମୃତବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା…

3 years ago

ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଖୋର୍ଦ୍ଧା ଅଫିସ,୨୭ା୧୦:  ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ ହାଟବସ୍ତ…

3 years ago

ପଟିଆମାଳ ଜଙ୍ଗଲରୁ ଦନ୍ତାର ମୃତଦେହ ଠାବ

ଟାଙ୍ଗୀ(ଖୋର୍ଦ୍ଧା)/ନିରାକାରପୁର,: ୨୬ା୧୦(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନ ବିଭାଗ ରେଞ୍ଜ୍‌ ଅଧୀନ ପଟିଆମାଳ ଜଙ୍ଗଲରେ ସୋମବାର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ବନ ବିଭାଗର ଏକ…

3 years ago

ଆସିଲେଣି ୬୫ ପ୍ରଜାତିର ୧୯,୧୫୭ ପକ୍ଷୀ

ବାଲୁଗଁା,୨୪ା୧୦(ଡି.ଏନ୍‌.ଏ.):କିଛିଦିନ ହେବ ବାୟୁମଣ୍ଡଳରୁ ଉଷ୍ମତା ହ୍ରାସ ପାଇଥିବା ବେଳେ ଶୀତ ଅନୁଭୂତ ହୋଇଛି। ଫଳରେ ଚିଲିକାକୁ ରଙ୍ଗ ବେରଙ୍ଗର ବିଦେଶୀ ପକ୍ଷୀଙ୍କ ଆଗମନ ହେବାରେ ଲାଗିଛି। ରବିବାର…

3 years ago

୨୯.୯୧% ଶ୍ରମିକ ପାଇଛନ୍ତି କର୍ମନିଯୁକ୍ତି

ଖୋର୍ଦ୍ଧା ଅଫିସ,୨୨ା୧୦: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କୁ କାମ ଦେବା ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି।…

3 years ago

୪ ଭଉଣୀଭାଇଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା ଅଫିସ,୨୨ା୧୦: ବ୍ରାଉନସୁଗାର କାରବାରର ହବ୍‌ ପାଲଟିଛି ଖୋର୍ଦ୍ଧା ସହର। କୋଲକାତା, ବାଲେଶ୍ୱର, ଜଳେଶ୍ୱର ଆଦି ଅଞ୍ଚଳରୁ ବିଭିନ୍ନ ଗଳାବାଟ ଦେଇ ଖୋର୍ଦ୍ଧାକୁ ଆସୁଛି। ଏଠାରୁ ପଡ଼ୋଶୀ…

3 years ago

ବେଆଇନ ବାଣ ପ୍ରସ୍ତୁତି ଉପରେ ଅଙ୍କୁଶ ନାହିଁ

ବେଗୁନିଆ,୨୧ା୧୦(ଡି.ଏନ୍‌.ଏ.) ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି। ଏଥିପାଇଁ ଚଳଚଞ୍ଚଳ ଗଁା ଠୁ ସହର। ଅନ୍ୟପଟେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଓ ବ୍ଲକ…

3 years ago

ମାଟିରେ ମିଶିଲା ମାଫିଆଙ୍କ ଘର

ଖୋର୍ଦ୍ଧା ଅଫିସ,୧୯ା୧୦: ଖୋର୍ଦ୍ଧାରେ ଡ୍ରଗ୍ସ କାରବାର ମୂଳପୋଛ କରିବାକୁ ପ୍ରଶାସନ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ସହରର ତିନୋଟି ସ୍ଥାନରେ ୩ ଡ୍ରଗ୍ସ ମାଫିଆଙ୍କ ଘର ଭାଙ୍ଗିଛି…

3 years ago

ନନ୍ଦନକାନନ: ବୋଟିଂ ଟେଣ୍ଡରରେ ଫିକ୍ସିଂ ଅଭିଯୋଗ

ବାରଙ୍ଗ,୧୯।୧୦(ଡି.ଏନ୍‌.ଏ.): କିଛିଦିନର ବ୍ୟବଧାନ ପରେ ନନ୍ଦନକାନନ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛି। ଏଥର ପର୍ଯ୍ୟଟକଙ୍କୁ ନେଇ ବିବାଦ ନୁହେଁ ଖୋଦ୍‌ ନନ୍ଦନକାନନ ଉପନିର୍ଦ୍ଦେଶକ ଓ ଜଣେ…

3 years ago

ଶିକ୍ଷକ ଅଭାବ, ପାଠପଢ଼ା ବାଧାପ୍ରାପ୍ତ

ଯାଁଳା,୧୭ା୧୦(ଡି.ଏନ୍‌.ଏ.): ସରକାର ଶିକ୍ଷାର ବିକାଶ ସହ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ୀକରଣ କରିବାରେ ଲାଗିପଡିଛନ୍ତି। ବିଦ୍ୟାଳୟକୁ ସ୍ମାର୍ଟରେ ରୂପାନ୍ତରଣ କରି ପିଲାଙ୍କ ପାଠପଢା ସ୍ମାର୍ଟ କରାଉଛନ୍ତି। ହେଲେ ଜଟଣୀ…

3 years ago