ଖୋର୍ଦ୍ଧା

ଗାଁର ଗୌରବ ଓସିଏସ୍‌ ପରୀକ୍ଷାରେ ସଫଳତା ପାଇଥିବା ୨ଜଣଙ୍କୁ  ଭେଟିଲେ ସ୍ବୟଂ ସେବକ ସଙ୍ଘ         

 ନିରାକାରପୁର,୩୦।୯(ମାନସ ଚନ୍ଦ୍ର ପଟ୍ଟନାୟକ):ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)ପରୀକ୍ଷାରେ ଖୋର୍ଦ୍ଧାଜିଲା ଟାଙ୍ଗିବ୍ଲକ ନୂଆଗଡ଼ ପଞ୍ଚାୟତ ଅଧୀନ ମେହେରାମ୍‌ପୁର ଗ୍ରାମର ଝିଅ  ସୁଶ୍ରୀ ନଗମା ସାହିନ ୧୯୩ ରାଙ୍କରେ ରହି…

5 months ago

ଫିଲ୍ମ ଷ୍ଟାଇଲରେ ବ୍ୟବସାୟୀ ସୁଶିଲଙ୍କୁ ପହରଣ: କଳାରାତିର ଲୋମଟାଙ୍କୁରା କଥା…

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ):ଖୋର୍ଦ୍ଧା ଜିଲା ବାଲୁଗାଁର ଜଣାଶୁଣା ବ୍ୟବସାୟୀ ସୁଶିଲ ସୁବୁଦ୍ଧିଙ୍କୁ ଅପହରଣ କରି ୧କୋଟି ଟଙ୍କା ମାଗିବା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ…

5 months ago

ଭିଜିଲାନ୍ସ ଜାଲରେ ଡାଟାଏଣ୍ଟ୍ରି ଅପରେଟର, ୧୨ ହଜାର ନେବା ବେଳେ…

ଖୋର୍ଦ୍ଧା,୨୬।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ ଏଡିଇଓ(ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର) ରାକେଶ ସାହୁ ଖୋର୍ଦ୍ଧା ଭିଜିଲାନ୍ସ ହାତରେ ଧରା ପଡିଛନ୍ତି।…

5 months ago

ଚାଷୀଙ୍କ ଦୁଃଖ ବଢ଼ାଇଛି ସାର, ଲାଭବାନ୍‌ ହେଉଛନ୍ତି ଅସାଧୁ ବ୍ୟବସାୟୀ

ଖୋର୍ଦ୍ଧା,୮ା୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାରେ ଜର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର ଏବଂ ବଜାରରେ ୟୁରିଆ ମିଳୁ ନ ଥିବାରୁ ଚାଷୀ ହଇରାଣ ହେଉଛନ୍ତି। ପ୍ରାଥମିକ ସେବା…

6 months ago

୯୦୦ ଗ୍ରାମ ସୁନା, ୨ କେଜି ରୂପା ଜବତ

ଖୋର୍ଦ୍ଧା,୨।୯ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ଜଂକିଆ ଥାନା ଅନ୍ତର୍ଗତ ଛଣଗିରୀ ଗ୍ରାମରେ ଥିବା ସ୍ବର୍ଣ୍ଣ ଅଳଙ୍କାର ପ୍ରତିଷ୍ଠାନରୁ ଗତ ୨୪ ତାରିଖ ଦିନ ଦ୍ୱିପହରେ ହୋଇଥିବା…

6 months ago

ନାଚୁଥିଲେ ନିଶା ମହାରଣା, ହଠାତ୍‌ ଦର୍ଶକ ଫୋପାଡିଲେ ଚେୟାର: ଆଉ ତା’ପରେ ଘଟିଲା..

ଜଟଣୀ,୩୦।୮: ଆଇଟମ ଗାର୍ଲ ନିଶା ମହାରଣାଙ୍କୁ ମଞ୍ଚ ଉପରେ ଜୋରଦାର ବିରୋଧ କରାଯାଇଛି। ଜଟଣୀ ଗଣେଶ ପୂଜାରେ ନୃତ୍ୟ ପରିବେଷଣ ବେଳେ ଏହି ବିରୋଧ ହୋଇଛି। ନିଶା…

6 months ago

ପେନ୍‌ସିଲ ମୁନରେ ୦.୫ ସେମିର ଗଣେଶ

ଖୋର୍ଦ୍ଧା,୨୭ା୮(ପ୍ରଭାତ ପାଣିଗ୍ରାହୀ):ଜଟଣୀ ହାଟବଜାର ଗୋପିନାଥପୁରର ସୂକ୍ଷ୍ମ କଳାକାର ଏଲ. ଈଶ୍ୱର ରାଓ ଚଳିତ ବର୍ଷ ପେନ୍‌ସିଲ ମୂନରେ ୦.୫ ସେମିର ଗଣେଶ ପ୍ରସ୍ତୁତ କରି ଶୁଭେଚ୍ଛା ଜଣାଇଛନ୍ତି।…

6 months ago

ବୋମା ଫୁଟାଇ ସୁନା ଦୋକାନରୁ ଅଳଙ୍କାର ଲୁଟ୍‌, ଗୁଳି ବାଜି…

ନିରାକାରପୁର,୨୪ା୮(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଛଣଗିରିଠାରେ ଥିବା ସାଇ ସୋନୁ ଅଳଙ୍କାର ଦୋକାନରୁ ରବିବାର ମଧ୍ୟାହ୍ନରେ ଲୁଟେରାମାନେ ଆସି ଦୋକାନରୁ ସର୍ବସ୍ବ…

6 months ago

ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ

ଖୋର୍ଦ୍ଧା,୨୩ା୮: ବିଚ୍‌ ରାସ୍ତାରେ ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଚୋଟ ପରେ ଚୋଟ ମାରିଛନ୍ତି ଦୁର୍ବୃତ୍ତ। ଜଟଣୀ ଥାନା ମୋ’ ଜଟଣୀ ଛକ ନିକଟରେ ଏପରି ମରଣାନ୍ତକ…

7 months ago

କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ

ଖୋର୍ଦ୍ଧା,୨୧ା୮(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଅବକାରୀ ବିଭାଗର ଚଣ୍ଡେଶ୍ବର ଛକ ନିକଟରେ ଚଢ଼ାଉ କରାଯାଇ ୧୦ କୁଇଣ୍ଟାଲ ୫୦କେଜି ଗଞ୍ଜେଇ ସହ ପିକଅପ୍‌ ଜବତ ହୋଇଥିବାବେଳେ ଜଣେ ଗିରଫ ହୋଇଛନ୍ତି।…

7 months ago