ନିଲମ୍ବିତ ହେଲେ ଫରେଷ୍ଟଗାର୍ଡ, ଏହି କାର୍ଯ୍ୟ ପାଇଁ ହେଡ୍ କ୍ୱାର୍ଟର୍ସରେ…
ପାଟଣା,୧୧ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନର ଫରେଷ୍ଟଗାର୍ଡ ହୃଦାନନ୍ଦ ମହାନ୍ତିଙ୍କୁ ମଙ୍ଗଳବାର ଡିଏଫ୍ଓ ଧନରାଜ ସରକାରୀ କାର୍ଯ୍ୟରେ ଅବହେଳା, ନିଆଁ ନିୟନ୍ତ୍ରଣରେ ବିଫଳ, ଟ୍ରେନିଙ୍ଗ ନ ଯିବା, ହାତୀ ନଷ୍ଟ କରିଥିବା ଫସଲର କ୍ଷୟ କ୍ଷତି ଆକଳନ…
ଜଙ୍ଗଲ ସୁରକ୍ଷାରେ ଅବହେଳା, ୩ ବନ କର୍ମଚାରୀ ନିଲମ୍ବିତ
କେନ୍ଦୁଝର,୧୧।୩(ନରେଶ ଚନ୍ଦ୍ର ପଟ୍ଟନାୟକ) : ମୁଖ୍ୟାଳୟରୁ ଅନଧିକୃତ ଅନୁପସ୍ଥିତି, ପ୍ରଶାସନିକ ଅନୁଶାସନ ଏବଂ ଜଙ୍ଗଲ ଅଗ୍ନିକାଣ୍ଡ ସମେତ ବନ କାର୍ଯ୍ୟର ଭୁଲ ପରିଚାଳନା ଓ ହାତୀ ଫସଲ କ୍ଷୟ କ୍ଷତି ଆକଳନ ରେ ବିଳମ୍ବ ପାଇଁ ତିନି ଜଣ କର୍ମଚାରୀଙ୍କ ବିରୁଦ୍ଧରେ…
ମାର୍ଚ୍ଚ ୧୩ରେ ନିଯୁକ୍ତି ମେଳା: ଶିକ୍ଷିତ ଯୁବତୀ, ଯୁବକଙ୍କ ପାଇଁ ବଡ଼ ସୁଯୋଗ
କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଶିକ୍ଷିତ ଯୁବତୀ, ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇବା ଉଦ୍ଦେଶ୍ୟରେ ଆସନ୍ତା ୧୩ରେ ସ୍ଥାନୀୟ ଓଡ଼ିଶା ଖଣି ଓ ଯାନ୍ତ୍ରିକ ବିଦ୍ୟାଳୟ ପଡ଼ିଆରେ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏନେଇ ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।…
ଶିକ୍ଷୟିତ୍ରୀଙ୍କୁ ଅସୌଜନ୍ୟ ବ୍ୟବହାର କରିବା ପ୍ରଧାନଶିକ୍ଷକଙ୍କୁ ପଡିଲା ମହଙ୍ଗା, ଜୋତା ମାଡ଼ ଖାଇ…
ହାଟଡିହୀ,୯l୩(ଶୁଭକାନ୍ତ ନାୟକ): ଜଣେ ଶିକ୍ଷୟିତ୍ରୀଙ୍କୁ ନିଜ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବା ମହଙ୍ଗା ପଡିଲା । ସମ୍ପୃକ୍ତ ପ୍ରଧାନଶିକ୍ଷକ ଜଣଙ୍କ ଶିକ୍ଷୟିତ୍ରୀଙ୍କ ଠାରୁ ପ୍ରଥମେ ଜୋତାରେ ମାଡ଼ ଖାଇ ପରେ ସସ୍ପେଣ୍ଡ ହୋଇଛନ୍ତି । ଏପରି ଘଟଣା ସମ୍ପୃକ୍ତ…
ଅଙ୍ଗନଓ୍ବାଡ଼ି ଦିଦିଙ୍କୁ ଘରେ ତାଲା ପକାଇଲେ ଗ୍ରାମବାସୀ: ଗାଁରେ ଉତ୍ତେଜନା
ବଞ୍ଚୋ,୯ା୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ବଞ୍ଚୋ ପଞ୍ଚାୟତ ଅଧୀନ ସିଙ୍ଗଡଭ ଗାଁର ୧୧ନଂ ଓ୍ବାର୍ଡରେ ଅଙ୍ଗନଓ୍ବାଡ଼ି ଗୃହକୁ କେନ୍ଦ୍ର କରି ରବିବାର ଉତ୍ତେଜନା ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକମାନେ ଅଙ୍ଗନଓ୍ବାଡ଼ି ଗୃହ ସମ୍ପର୍କିତ କିଛି ସମସ୍ୟା ଓ ଅସନ୍ତୋଷକୁ ନେଇ…
ଟ୍ରକକୁ ପଛରୁ ପିଟିଲା ବାଇକ୍, ଏକାଥରେ ଚାଲିଗଲା ବାପ-ପୁଅଙ୍କ ଜୀବନ
କେନ୍ଦୁଝର,୯ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ ତେନ୍ତୁଳି ଗ୍ରାମ ନିକଟ ଏନଏଚ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ବାପା-ପୁଅଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ…
କ୍ଷତିପୂରଣ ଦାବିରେ ରାଜପଥରେ ମୃତଦେହ ରଖିଲେ ଗ୍ରାମବାସୀ, ଅଟକି ରହିଲେ ଡିଏଫ୍ଓ
ପାଟଣା,୯ା୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସାହାରପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରୀଡିହା ଛକରେ ରବିବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଖଜୁରୀଡିହା ଗ୍ରାମର ଉପେନ୍ଦ୍ର ମହାନ୍ତଙ୍କ…
ବାଇକ ଧକ୍କାରେ ଜଣେ ମୃତ, ୨ ଗୁରୁତର
ସ୍ବାମପାଟଣା,୮।୩(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ସାହାର ପଡ଼ା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥର ଖଜୁରିଡିହା ଛକରେ ରବିବାର ବିଲମ୍ବିତ ରାତ୍ରିରେ ସଡ଼କ ଦୁର୍ଘଟଣାରେ ଜଣ କର ମୃତ୍ୟୁ ଘଟିଛି । ଖଜୁରିଡିହା ଛକରେ ଠିଆ ହୋଇ…
ଶିକ୍ଷୟିତ୍ରୀଙ୍କୁ ଦୁର୍ବ୍ୟବହାର: ଜୋତାରେ ମାଡ଼ ଖାଇଲେ ପ୍ରଧାନଶିକ୍ଷକ
ହାଟଡିହୀ,୮l୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ମିଠିଗାଁ ଉପ୍ରା ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ବାବୁଲା ବେହେରା ଗତ ଶନିବାର ବିଦ୍ୟାଳୟ ଛୁଟି ହେବାପରେ ଏକୁଟିଆର ସୁଯୋଗ ନେଇ ଜଣେ ଶିକ୍ଷୟିତ୍ରୀଙ୍କୁ ମନ୍ଦ ଉଦ୍ଦେଶ୍ୟ ରଖି…
କେନ୍ଦୁଝରରେ ବଜେଟ୍ ପରବର୍ତ୍ତୀ ରୂପରେଖ ଉପସ୍ଥାପନ କଲେ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ
କେନ୍ଦୁଝର,୮ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା ସରକାରଙ୍କ ୨୦୨୬-୨୭ ଆର୍ଥିକ ବର୍ଷର ରାଜ୍ୟ ବଜେଟ୍ ସମ୍ପର୍କରେ ସୂଚନା ପ୍ରଦାନ କରିବା ନିମନ୍ତେ କେନ୍ଦୁଝରଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆ ଯୋଗଦେଇ…
ଘରେ ଶୋଇଥିବାବେଳେ ଜୀବନ୍ତ ଜଳିଗଲେ ଖବରକାଗଜ ବିତରକ: ଖେଳିଗଲା ଶୋକର ଛାୟା
ବଞ୍ଚୋ,୬।୩(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ଥାନା ନିକଟ ବଡ଼ଦାଣ୍ଡ ସାହିରେ ଏକ ଦୁଃଖଦ ଘଟଣା ଘଟିଛି। ଘରେ ଶୋଇଥିବା ଅବସ୍ଥାରେ ଜଣେ ଯୁବକ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁବରଣ କରିଛନ୍ତି। ମୃତକ ହେଲେ ବଡ଼ଦାଣ୍ଡ ସାହିର ୪୨ ବର୍ଷୀୟ ଦେବେନ୍ଦ୍ର ମିଶ୍ର।…
ଓଭର ବ୍ରିଜ୍ ତଳୁ ମିଳିଲା ଲାଇନ୍ମ୍ୟାନଙ୍କ ମୃତଦେହ, ସ୍କୁଟରରେ ବସିଥିବା ଅବସ୍ଥାରେ…
କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଦ୍ୟୁତ୍ ବିଭାଗ (ଟାଟା ପାଓ୍ବାର)ରେ କାର୍ଯ୍ୟ କରୁଥିବା ଲାଇନ୍ମ୍ୟାନ୍ଙ୍କ ମୃତଦେହ ଆଜି କେନ୍ଦୁଝର ଟାଉନ, ସାମଲ ଅଟୋ ଓଭର ବ୍ରିଜ୍ ନିକଟରୁ ଉଦ୍ଧାର ହୋଇଛି। ସ୍କୁଟରରେ ବସିଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ଗତକାଲି ରାତି…
Archives


