କେନ୍ଦୁଝର

ଫେରାର ଅଭିଯୁକ୍ତଙ୍କୁ କାବୁ କଲା ପୋଲିସ

ଆନନ୍ଦପୁର,୧୨ା୭(ସନ୍ତୋଷ ରାଉତ): କେନ୍ଦୁଝର ଜିଲା ଆନନ୍ଦପୁର ଥାନାରୁ ଜଣେ ଗିରଫ ଅଭିଯୁକ୍ତ ଫେରାର ହେବା ଘଟଣା ପୋଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଅଭିଯୁକ୍ତ ଜଣଙ୍କ ବୁଧବାର…

10 months ago

ନିଜ ଲୋଡର ତଳେ ଚାପି ହୋଇଗଲେ ଅପରେଟର

ବଡ଼ବିଲ,୧୨ା୭(ଦେବପ୍ରିୟା ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ନର୍ଭେରାମ ପାଓ୍ବାର ଆଣ୍ଡ୍‌ ଷ୍ଟିଲ୍‌ କମ୍ପାନୀ ଖଣିରେ ବୁଧବାର ଦୁର୍ଘଟଣା ଘଟି ନିଜ ଲୋଡର ତଳେ…

10 months ago

ପ୍ରଧାନଶିକ୍ଷକଙ୍କ ବଦଳି ଦାବିରେ: ୨ ଦିନ ହେଲା  ବିଦ୍ୟାଳୟ  ବନ୍ଦ

ପାଟଣା,୧୨।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା  ବ୍ଲକ ଉପାନ୍ତ ଅଞ୍ଚଳ ପଲାଣଘାଟି ପଞ୍ଚାୟତ ସଡ଼ଙ୍ଗ ବାହାଳି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସନାତନ ମହାନ୍ତଙ୍କ ବଦଳି ଦାବି…

10 months ago

ଅସୁରକ୍ଷିତ ହାତୀପଲ

କେନ୍ଦୁଝର, ୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦେଇ ଯାଇଥିବା ଜଖପୁରା-ବାଂଶପାଣି ରେଳଧାରଣା ପାଲଟିଛି ହାତୀଙ୍କ ମରଣଯନ୍ତା। ଗତ ୨୦୧୨ରୁ ଅଦ୍ୟାବଧି ରେଳ ଦୁର୍ଘଟଣାରେ ୧୧ ହାତୀଙ୍କ…

10 months ago

ହାତୀପଲ ଉପରକୁ ଚଢିଗଲା ଟ୍ରେନ

କେନ୍ଦୁଝର,୧୧।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବନ ଖଣ୍ଡ ଅଧୀନ ଦଇତାରୀ ରେଞ୍ଜ ବ୍ରାହ୍ମଣୀପାଳ ନିକଟ ଟ୍ରେନ୍‌ ଲାଇନରେ ମଙ୍ଗଳବାର ଏକ ଅଘଟଣ ଘଟିଛି। ଯଖପୁରା-ବାଂଶପାଣି…

10 months ago

ପାଖରୀରୁ ମିଳିଲା କନଷ୍ଟେବଳଙ୍କ ମୃତଦେହ

ହାଟଡିହୀ,୧୧l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ସମ୍ମୁଖ ପୋଖରୀରୁ ମଙ୍ଗଳାବର ଜଣେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର ହୋଇଛି । ସେ ହେଲେ କେନ୍ଦ୍ରାପଡ଼ା ଅଞ୍ଚଳର ପ୍ରଦୀପ…

10 months ago

ଜୁରୁଡ଼ି-ବାମେବାରି ରାସ୍ତା ମରଣଯନ୍ତା

ଯୋଡ଼ା,୧୧ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସହର ଦେଇ ଯାଇଥିବା ଜୁରୁଡ଼ି ବାମେବାରି ରାସ୍ତା ମରଣଯନ୍ତା ପାଲଟିଛି। ଜରିବାହାଲ, ଆନ୍ତରାମାନ୍ତର ଛକ ନିକଟରେ ବଡ଼ ବଡ଼ ଖାଲ…

10 months ago

କ୍ରଶର ବନ୍ଦ ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୦ା୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଅଙ୍କୁରା ସ୍କୁଲ ସାହି ନିକଟରେ ଥିବା ଏକ ଠିକାସଂସ୍ଥାର କ୍ରଶର ପାଇଁ ନିକଟ…

10 months ago

ଜଣଙ୍କ ନାମରେ କାର୍ଯ୍ୟାଦେଶ, ଆଉ ଜଣଙ୍କୁ କିସ୍ତି

ଆନନ୍ଦପୁର(ସନ୍ତୋଷ ରାଉତ)/କଣ୍ଟିପାଳ(ସୁଶାନ୍ତ ସାହୁ),୧୦ା୭: କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ଆବାସ କାର୍ଯ୍ୟାଦେଶକୁ ନେଇ ସବୁ ସମୟରେ ଚର୍ଚ୍ଚା ଲାଗି ରହିଛି। ନିକଟରେ ମୋଚିନ୍ଦା ପଞ୍ଚାୟତର ହିତାଧିକାରୀ ପ୍ରଭାତ…

10 months ago

କାମରେ ଲାଗୁନି ଖଣି ସ୍କ୍ବାଡ୍‌

କେନ୍ଦୁଝର,୧୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଖଣି ଚୋରି ଓ ଖଣିଜପଥର ମାନ ହେରଫେର କରି ବେଆଇନ ଚାଲାଣ ରୋକିବା ପାଇଁ ଗଠନ ହୋଇଥିବା ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌…

10 months ago