କେନ୍ଦୁଝର

କ୍ୱାରାଣ୍ଟାଇନକୁ ଗଲେ ୪୭ ଶ୍ରମିକ

ଚମ୍ପୁଆ, ୨।୫(ଡି.ଏନ.ଏ.)-ଚମ୍ପୁଆ ଦେଇ ଝାଡଖଣ୍ଡ ଯାଉଥିବା ୪୭ ଜଣ ଶ୍ରମିକଙ୍କୁ ଶନିବାର ଚମ୍ପୁଆ ପ୍ରଶାସନ ଓ ପୋଲିସ ପ୍ରଶାସନ ଉଦ୍ଧାର କରି କ୍ୱାରାଣ୍ଟାଇନ ହୋମରେ ରଖିଥିବା ଜଣାପଡିଛି।…

6 years ago

ଘର ଘର ବୁଲି ସଚେତନ କରୁଛନ୍ତି ସରପଞ୍ଚ

ହାଟଡ଼ିହୀ, ୨।୫(ଡି.ଏନ୍‌.ଏ.)କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ହାଟଡ଼ହୀ ପଞ୍ଚାୟତ ସରପଞ୍ଚ ଅନସୂୟା ସେଠୀ ଘରକୁ ଘର ବୁଲି କରୋନା ସମ୍ପର୍କରେ ସଚେତନତା ସୃଷ୍ଟି କରୁଛନ୍ତି। ବାହାରକୁ ଗଲେ…

6 years ago

ସୁରଟରୁ ହାଟଡିହୀକୁ ଫେରୁଛନ୍ତି ୪୫ଜଣ ପ୍ରବାସୀ ଓଡ଼ିଆ

ହାଟଡିହୀ, ୨।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ୪୫ଜଣ ପ୍ରବାସୀ ଓଡ଼ିଆ ସୁରଟରୁ ଫେରୁଛନ୍ତି। ଗତ ଏପ୍ରିଲ ୩୦ ତାରିଖରୁ ଗୁରୁବାର ନିଜସ୍ବ ଖର୍ଚ୍ଚରେ ସେମାନେ ଏକ…

6 years ago

ଗୋରୁ ହତ୍ୟା ଅଭିଯୋଗରେ ଦୁଇ ଯୁବକ ଗିରଫ, ପୋଲିସର ତଦନ୍ତ ଆରମ୍ଭ

ଆନନ୍ଦପୁର,୨। ୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ହୁଡ଼ି ସାହିରେ ଏକ ଜିଅନ୍ତା ଗୋରୁକୁ ହତ୍ୟା କରିବା ଓ କାଟିବା ଅଭିଯୋଗରେ ଶୁକ୍ରବାର ପୋଲିସ ୨…

6 years ago

କାଳବୈଶାଖୀରେ ଘର ଉପରେ ଗଛ ଉପୁଡ଼ିଲା

କେନ୍ଦୁଝର,୧ା୫(ସ୍ବ.ପ୍ର.):କାଳବୈଶାଖୀର ପ୍ରଭାବରେ ଶୁକ୍ରବାର ଅପରାହ୍ନରେ ଜୋରରେ ପବନ ବୋହିବାରୁ ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଗ୍ରାମରେ ଜଣଙ୍କ ବାସଗୃହ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ହଠାତ ବହୁ ଜୋରରେ…

6 years ago

ବଜ୍ରପାତରେ ୮ ଗୋରୁଙ୍କ ଜୀବନଗଲା

କେନ୍ଦୁଝର, ୧।୫(ସ୍ବ.ପ୍ର.)-କାଳବୈଶାଖୀ ଓ ବଜ୍ରପାତରେ ଶୁକ୍ରବାର ଅପରାହ୍ନରେ କେନ୍ଦୁଝର ଜିଲା ଘଟଗାଁ ଅଞ୍ଚଳରେ ୮ଟି ବଳଦ ଓ ଗୋଟିଏ ଗାଈର ମୃତ୍ୟୁ ଘଟିଛି। ଶୁକବ୍ରାର ଅପରାହ୍ନ ୩ଘଟିକା…

6 years ago

ବଜ୍ରପାତରେ ଜଣଙ୍କ ଜୀବନଗଲା

କେନ୍ଦୁଝର,୧ା୫ (ସ୍ବ.ପ୍ର.)-କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମଇଦାନକେଲ ଗ୍ରାମର କୁବେର ବେହେରା(୪୦)। ଶୁକ୍ରବାର ସେ ନିକଟସ୍ଥ ମଇଦାନକେଲ…

6 years ago

୩୮ ୟୁନିଟ୍‌ ରକ୍ତ ସଂଗୃହୀତ

ପାଟଣା,୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ପାଟଣା ବ୍ଲକ କଣ୍ଟିଆପଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଶୁକ୍ରବାର ବ୍ଲକ ବିଜେଡି ତରଫରୁ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର…

6 years ago

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

ପାଟଣା,୧।୫(ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ସହ ଦେଶ ଓ ରାଜ୍ୟ ଲଢେଇ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପାଟଣା ସ୍ଥିତ ବୈତରଣୀ ମହିଳା ମିଶନ ଶକ୍ତିର ସଦସ୍ୟାମାନେ…

6 years ago

ବଜ୍ରପାତରେ ଜଳିଗଲା ବୃଦ୍ଧାଙ୍କ ଘର: ୯ ଛେଳି, ୧୨ କୁକୁଡା ଜୀବନ୍ତ ଦଗ୍ଧ

ହାଟଡ଼ିହୀ,୧/୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ବାଲିବରେଇ ପଞ୍ଚାୟତ ବଧଗଡ଼ିଆ ଗ୍ରାମ ମହାକୁଡ଼ ସାହିରେ ବଜ୍ରପାତରେ ବିଧବା ବୃଦ୍ଧା ଯମୁନା ହୋତାଙ୍କ ୩ ବଖରା ଘର ପୋଡିଯାଇଛି।…

6 years ago