କେନ୍ଦୁଝର

ଶ୍ରୀଜଗନ୍ନାଥ ଷ୍ଟିଲ୍‌ କମ୍ପାନୀରେ ପିଲେଟ୍‌ ଉତ୍ପାଦନ ବନ୍ଦ

ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ…

4 years ago

ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ଶ୍ରମିକ

ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ ମାଟି…

4 years ago

ଅସରାଏ ବର୍ଷାରେ ସ୍କୁଲ ପରିସର ବେହାଲ

କେନ୍ଦୁଝର,୨୫ା୫(ସ୍ବ.ପ୍ର.): ସହର ସୌନ୍ଦର୍ଯ୍ୟକରଣ ଓ ୫-ଟି କାର୍ଯ୍ୟକ୍ରମରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭିତର ଓ ବାହାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନତିକରଣ…

4 years ago

ବେଆଇନ ପାର୍କିଂ ଉଠାଇବା ସହ କ୍ଷତିପୂରଣ ଦାବିରେ ଉତ୍ତେଜିତ ଲୋକଙ୍କ ରାସ୍ତାରୋକୋ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ମୁମ୍ବାଇ କୋଲକତା-୪୯ ନମ୍ବର ଜାତୀୟ ରାଜପଥର ଟୋଲଗେଟ ନିକଟରେ ବୁଧବାର ଉତ୍ତେଜନା ଦେଖାଦେଇଛି। ଟାଲଗେଟ…

4 years ago

ଶିକ୍ଷକ ଅଭାବରୁ ପାଠ ଛାଡୁଛନ୍ତି ପିଲା

ପଦ୍ମପୁର,୨୫ା୫(ଡି.ଏନ.ଏ.) ଶୈକ୍ଷିକ ବିକାଶ ପାଇଁ ୫-ଟି ରୂପାନ୍ତରଣ ଯୋଜନାରେ ବିଦ୍ୟାଳୟ ପିଛା ୬୦ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପିଲା ମାନଙ୍କର ପାଠପଢ଼ା ଉପକରଣ, ଭିତ୍ତିଭୂମିର…

4 years ago

ନର୍ସରି ପାଇଁ ଜଙ୍ଗଲ ନଷ୍ଟ

କେନ୍ଦୁଝର,୨୫ା୫(ସ୍ବ.ପ୍ର.) ସମ୍ପ୍ରତି ଜଙ୍ଗଲକ୍ଷୟ ଏକ ମୁଖ୍ୟ ସମସ୍ୟା ହୋଇଛି। ଜଙ୍ଗଲକ୍ଷୟ ଯୋଗୁ ପରିବେଶ ନଷ୍ଟ ହେବା ସହ ଜଳବାୟୁରେ ପରିବର୍ତ୍ତନ ସମସ୍ତଙ୍କ ଚିନ୍ତା ବଢ଼ାଇଛି। ଏଭଳି ପରିସ୍ଥିତିରେ…

4 years ago

କାଜୁ ଗଛରେ ଝୁଲୁଛି ଯୁବକଙ୍କ ମୃତଦେହ

ପାଟଣା,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ମୂଷାଖୋରୀ ପଞ୍ଚାୟତ ଦକ୍ଷିଣ ପଶି କାଜୁ ଜଙ୍ଗଲରୁ ବୁଧବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ…

4 years ago

ଉଜ୍ଜ୍ୱଳ ଆଲୋକ ପାଇଁ ହାତୀ ବାଟବଣା

କେନ୍ଦୁଝର,୨୪।୫(ସ୍ବ.ପ୍ର.) ହାତୀମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି। ଜଙ୍ଗଲାଞ୍ଚଳ ଦେଇ ଯାଇଥିବା ରାଜପଥ ଓ ଜାତୀୟ ରାଜପଥରେ ସୂଚନା ଫଳକ ଦର୍ଶାଇ…

4 years ago

ବିଛଣାରେ ୭ବର୍ଷର ଝିଅ ଶର୍ମିଷ୍ଠା

ପାଟଣା, ୨୩।୫(ସ୍ବ. ପ୍ର.): ଯେଉଁ ବୟସ ବୟସରେ ସାଙ୍ଗ ସାଥୀଙ୍କ ମେଳରେ ଖେଳକୁଦ କରି ସମୟ ଅତିବାହିତ କରିବା କଥା। ସେହି ବୟସରେ ଜଣେ ୭ବର୍ଷର ନାବାଳିକା ଲିଭର…

4 years ago

ଆଦିବାସୀ ଛାତ୍ର ମନୋଜ ହେଲେ ଗଣିତ ଅଧ୍ୟାପକ

ପାଟଣା,୨୩।୫(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା କୁଣ୍ଡଳା ଗ୍ରାମର ଝାଟିଆଳି ସାହିର ମନୋଜ କୁମାର ଦଣ୍ଡପାଟ ଗଣିତ ଅଧ୍ୟାପକ ଭାବେ ନିଯୁକ୍ତି ପାଇଛନ୍ତି। ଓଡିଶା ଷ୍ଟେଟ ସିଲେକ୍ସନ…

4 years ago