କେନ୍ଦୁଝର

ଲାଞ୍ଚ ମାମଲା: ପୋଲିସ ଅଧିକାରୀଙ୍କୁ ୪ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର, ୨୯।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛନ୍ତି। ଲାଞ୍ଚ ନେବାବେଳେ ଧରାପଡ଼ିଥିବା ପୋଲିସ ଅଧିକାରୀ କାଳୁଚରଣ…

3 years ago

ଦୁଇ ବାଇକ ମୁହାଁମୁହିଁ ଧକ୍କା : ଚାଲିଗଲା ୩ ଜୀବନ

କେନ୍ଦୁଝର,୨୯।୯: କେନ୍ଦୁଝର ଜିଲା ଆନନ୍ଦପୁରରେ  ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆନନ୍ଦପୁର-କରଞ୍ଜିଆ ରାସ୍ତା ପଦ୍ମପୁର ଗେଟ୍‌ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ…

3 years ago

ହୋ ଗୀତ ଦେଇଛି ପରିଚୟ

ଯୋଡ଼ା,୨୯ା୯(ମାନସ ମହାନ୍ତି): ପିଲାଟି ବେଳରୁ ଅଭାବ ଅନଟନରେ ଜୀବନ ଯାପନ କରୁଥିଲେ। ମଧ୍ୟବିତ ଓ ବଡ଼ ପରିବାର ହେତୁ ପଢ଼ାରେ ମଧ୍ୟ ସମସ୍ୟା ଉପୁଜିଥିଲା। ମାତ୍ର ପଦ୍ମ…

3 years ago

ବାର୍‌ହା ଶିକାର କରି ମାଂସ ଭାଗବଣ୍ଟା ବେଳେ ଧରିଲା ବନ ବିଭାଗ, ୨ କୋର୍ଟ ଚାଲାଣ

ପାଟଣା,୨୮ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବୋମା ପକାଇ ବାର୍‌ହା ଶିକାର କରି ବଣମହୁଲଡିହା ଗ୍ରାମର ଲିତୁ ମୁଣ୍ଡାଙ୍କ ଘରେ ମାଂସ…

3 years ago

ମଧ୍ୟାହ୍ନଭୋଜନରେ ବିସ୍କୁଟ୍‌ ଖାଇଲେ ଛାତ୍ରୀଛାତ୍ର

କଣ୍ଟିପାଳ,୨୮।୯(ସୁଶାନ୍ତ କୁମାର ସାହୁ)କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଅଧୀନ କଣ୍ଟିପାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନରତ ପିଲାମାନେ ବୁଧବାର ମଧ୍ୟାହ୍ନ ଭୋଜନରେ ବିସ୍କୁଟ୍‌ ଖାଇଥିଲେ। ମଙ୍ଗଳବାର ମଧ୍ୟ…

3 years ago

ବିଦ୍ୟାଳୟରେ ଲଜ୍ଜା: ପିଲାଙ୍କ ସାମ୍ନାରେ ମଦ ପିଇ ଗଡ଼ିଲେ ପ୍ରଧାନଶିକ୍ଷକ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହରିଚନ୍ଦନପୁର ବ୍ଲକ ବଡ଼ପଳାଶପାଳ ପଞ୍ଚାୟତର ଗରଗଡ଼ ବାହାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି। ଆଜ…

3 years ago

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇର ବିକ୍ଷୋଭ

କେନ୍ଦୁଝର,୨୭ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଏସ୍‌ୟୁସିଆଇ (କମ୍ୟୁନିଷ୍ଟ) କେନ୍ଦୁଝର ଜିଲା ସାଂଗଠନିକ କମିଟି ପକ୍ଷରୁ ବୁଧବାର କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିକ୍ଷୋଭ…

3 years ago

ମେଡିକାଲ କଲେଜରେ ଚିକିତ୍ସା ନାହିଁ

କେନ୍ଦୁଝର,୨୭।୯: (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ନିକଟ କବିତ୍ରା ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଗତ ଫେବୃୟାରୀ ୧୩ରେ ଉଦ୍‌ଘାଟିତ ଧରଣୀଧର ମେଡିକାଲ କଲେଜ ଓ…

3 years ago

ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ଲକ୍ଷରେ କେନ୍ଦୁଝର ବନ ବିଭାଗ

କେନ୍ଦୁଝର,୨୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗା ନର୍ସରିରେ ଜିଲା ବନ ବିଭାଗ ପ୍ଲାଷ୍ଟିକ ମୁକ୍ତ ଜଙ୍ଗଲ ପାଇଁ ଉଦ୍ୟମ ଆରମ୍ଭ କରିଛି। କେନ୍ଦୁଝର…

3 years ago

ଲୋକାୟୁକ୍ତରେ ହାଟଡିହୀ ବ୍ଲକ ମାମଲା : ନୋଟିସ ଜାରି ହୋଇଥିବା ତିନି ସରପଞ୍ଚ, ତିନି ପିଇଓ ଏବଂ ଜଣେ ସହକାରୀ ନିର୍ବାହୀ ଯନ୍ତ୍ରୀ ମୃତ, ଦୁଇ ଜଣଙ୍କୁ ସାନି ନୋଟିସ ଜାରି କଲେ ଲୋକାୟୁକ୍ତ

ହାଟଡିହୀ,୨୬।୯(ଶୁଭକାନ୍ତ ନାୟକ)କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଶାଳନିଆ ପଞ୍ଚାୟତ ସୋଲପଟା ଗ୍ରାମରେ ମନରେଗା ଯୋଜନାରେ ଏକ ପୋଖରୀ କାର୍ଯ୍ୟରେ ଅନିୟମିତତା ହୋଇଥିବା ଘଟଣାକୁ ନେଇ ଲୋକାୟୁକ୍ତ ନିଜ…

3 years ago