କେନ୍ଦୁଝର,୧୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପାଟଣା ବ୍ଲକ ବୁଢ଼ୀକାପୁଡ଼ି ପଞ୍ଚାୟତ ଅଧିନସ୍ଥ ପୁରନ୍ଦରପୁର ଗାଁରେ ଦୁଇ ଭଉଣୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଛି। ଟଙ୍କଧର ମହାରଣାଙ୍କର ମୃତ ଦୁଇ…
ପାଟଣା,୧୨।୩(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ସାଧୁପଡ଼ାଠାରେ ନିର୍ମିତ ଅତ୍ୟାଧୁନିକ ବସ୍ଷ୍ଟାଣ୍ଡ ମଙ୍ଗଳ ଉଦ୍ଘାଟିତ ହୋଇଛି। ୨କୋଟି ୭୬ଲକ୍ଷ ଟଙ୍କା ବ୍ୟୟରେ ଆମ ବସଷ୍ଟାଣ୍ଡ…
ହାଟଡିହୀ,୧୨l୩(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୨୦୦୯ଠାରୁ ବିଜୁ ଜନତା ଦଳ(ବିଜେଡି) ପ୍ରାର୍ଥୀ ବିଜୟୀ ହୋଇ ଆସିଛନ୍ତି। ୨୦୦୪ରେ କଂଗ୍ରେସର ଜୟଦେବ ଯେନା ବିଧାୟକ ହୋଇଥିଲେ।…
କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଅତିରିକ୍ତ ଜିଲା ଦୌରାଜଜଙ୍କ କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ୍ ମମିତା ଦାସ ମାମଲାର ବିଚାର…
ସୋସୋ୧୧ା୩(ସତ୍ୟବ୍ରତ ଜେନା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ହଦଗଡ଼ ବନାଞ୍ଚଳ ବାଘୁଆ ଗ୍ରାମ ଝାଡୁ ସାହିରେ ୨ ସପ୍ତାହ ତଳେ କେତେଜଣ ଲୋକ ବନ୍ୟଜନ୍ତୁ ଶିକାର…
କେନ୍ଦୁଝର,୧୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ପ୍ରସିଦ୍ଧ ସାନଘାଗରା ଜଳ ପ୍ରପାତ ନିକଟରେ ଥିବା ନେଚର୍ କ୍ୟାମ୍ପ (ପ୍ରକୃତି ନିବାସ)ରେ ନିର୍ମାଣ ହୋଇଥିବା ଝୁଲା ପୋଲ ଓ…
ଯୋଡ଼ା,୧୧ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲାର ଯୋଡ଼ାଠାରେ ଓଡ଼ିଶାର ଦୀର୍ଘତମ ଫ୍ଲାଏଓଭର ସୋମବାର ଲୋକାର୍ପିତ ହୋଇଯାଇଛି। ୩ କି.ମି. ଲମ୍ବ ବିଶିଷ୍ଟ ଏହି ଫ୍ଲାଏଓଭରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ପାଟଣା,୧୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ସୋମବାର ମଧ୍ୟାହ୍ନରେ ପ୍ରଚଣ୍ଡ ଶବ୍ଦ ହୋଇଛି। ଦୁଇଦୁଇ ଥର ପ୍ରଚଣ୍ଡ ଶବ୍ଦ ହେବା ସହ ଘରଦ୍ୱାର ଥରି…
କେନ୍ଦୁଝର,୧୦।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କରଞ୍ଜିଆ ବ୍ଲକ ରସମନ୍ତଳା ଗ୍ରାମର କିଡ଼ନୀ ରୋଗୀ ସୁନି ସେଠୀଙ୍କ ମୃତ୍ୟୁ ଘଟିଥିଲା। ହେଲେ…
ହାଟଡିହୀ,୧୦ା୩(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ହଦଗଡ଼ ହସ୍ତୀ ଅଭୟାରଣ୍ୟ କାଠକଟା ସେକ୍ସନର ମଶାଘାଟି ନିକଟରେ ୫ -୬ ବର୍ଷର ଏକ ଅଣ୍ଡିରା…