କେନ୍ଦୁଝର

ପୋଲିସ ଜୁଲୁମକୁ ବିରୋଧ: ଜିନ୍ଦଲ-ପୋସ୍କୋ ପ୍ରତିରୋଧ ମଞ୍ଚର ଚେତାବନୀ

ପାଟଣା,୨୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ମେଗା ଷ୍ଟିଲ ନିର୍ମାଣ ପ୍ରତିଷ୍ଠାକୁ ନେଇ ପ୍ଲାଣ୍ଟ ବିରୋଧୀ ଓ ସପକ୍ଷବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି…

2 months ago

ଚୋରାଚାଲାଣ ସମୟରେ ଉଦ୍ଧାର ହୋଇଥିବା ମଇଁଷିକୁ ନେଇ ଯାଉଥିବାବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ଆଉ ତା’ପରେ…

ପାଟଣା,୨୨।୯(ବୀର କିଶୋର ଦାଶ): ଗତ ୨୦ ତାରିଖରେ ଠାକୁରମୁଣ୍ଡା ଥାନାରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ନନ୍ଦିନୀ…

3 months ago

ଶୁଣ୍ଢରେ ଟେକି ଯୁବକଙ୍କୁ କଚାଡ଼ିଲା ହାତୀ…

କେନ୍ଦୁଝର,୨୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ହାତୀ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ନାୟାକୋଟ ଥାନା ଭୂୟାଁ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ…

3 months ago

ଶୋଇଥିଲେ ସ୍ତ୍ରୀ-ସ୍ବାମୀ, ଘରେ ପଶି ସ୍ବାମୀଙ୍କୁ ହାଣି ମାରିଦେଲେ ଦୁର୍ବୃତ୍ତ

ଆନନ୍ଦପୁର,୨୧ା୯(ସୁଶାନ୍ତ କୁମାର ସାହୁ): ଶୋଇଥିବା ସମୟରେ ଶନିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଘରେ ପଶି ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ହାଣି ହତ୍ୟା କରିଛନ୍ତି। ଏଭଳି ଘଟଣା…

3 months ago

ପାୱାରଟିଲରରେ କରୁଥିଲେ ହଳ ଗୋଡରେ ପଶିଲା ଲୁହା: ଜଣଙ୍କ ପରେ ଜଣେ ମାରଲେ ଫେଲ୍‌ , ପରେ…

ପାଟଣା,୨୦।୯(ବୀର  କିଶୋର ଦାଶ ): ଗୋଡ଼ରେ ପଶିଲା ପାଓ୍ବାରଟିଲର ଲୁହା। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ସରାସୋକାଲା ପଞ୍ଚାୟତର ଜିଆଣି ସାହିରେ।…

3 months ago

ପିଲାଙ୍କୁ ଭାତ ଡାଲମା, ଶିକ୍ଷକ ଖାଉଛନ୍ତି ମଟନ

ଯୋଡ଼ା,୨୧ା୯(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ୍‌ ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟରେ ଛତ୍ରୀଛାତ୍ରଙ୍କ ନିମନ୍ତେ ଭାତ, ଡାଲମା ରୋଷେଇ ହେଉଥିବା ବେଳେ ଶିକ୍ଷକଙ୍କ…

3 months ago

ସେନା କର୍ମଚାରୀଙ୍କ ପରଲୋକ : ଗାର୍ଡ ଅଫ ଅନର ଦେଇ ଶେଷକୃତ୍ୟ ସମ୍ପନ୍ନ

ପାଟଣା,୨୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଉଦୟପୁର ଉପର ସାହିର ସେନା କର୍ମଚାରୀ ତଥା ନାଏବ ସୁବେଦାର ହରିଶ୍ଚନ୍ଦ୍ର ସେଠୀ(୪୬)ଙ୍କ ଶୁକ୍ରବାର ନୂଆଦିଲ୍ଲୀ ଆରଆର…

3 months ago

ବିଳମ୍ବିତ ରାତିରେ ୩ ଘରୁ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ୧୦ଭରିରୁ ଅଧିକ ସୁନା

ଆନନ୍ଦପୁର ୧୯।୯(ସୁଶାନ୍ତ କୁମାର ସାହୁ): ବିଳମ୍ବିତ ରାତିରେ ବଡ଼ ଧରଣର ଚୋରି। ଘଟଣାରେ ଜଣେ ଅଟକ ସହ ବାଇକ ଜବତ କରାଯାଇଛି। ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ…

3 months ago

ଶପଥ ନେଲେ ଶିକ୍ଷକ ସଂଘର ଜିଲା କର୍ମକର୍ତ୍ତା

ପାଟଣା,୧୪।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ନବ ନିର୍ବାଚିତ କର୍ମକର୍ତ୍ତା ପାଟଣା ମୁଖ୍ୟାଳୟରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରବିବାର ଶପଥ…

3 months ago

ଲୋକଙ୍କ ଅଭିଯୋଗପତ୍ର ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ, କହିଲେ ଖୁବ୍‌ଶୀଘ୍ର ହେବ…

କେନ୍ଦୁଝର,୧୪ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଗସ୍ତ ସାରି ରବିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ବତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଫେରିଛନ୍ତି। ଗତକାଲି ବିଭିନ୍ନ କାର୍ଯ୍ୟରେ ଯୋଗ…

3 months ago