କେନ୍ଦୁଝର

ଗୋଟିଏ ରାତିରେ ୭ ଘର ଭାଙ୍ଗିଲା ଦନ୍ତା

ପାଟଣା,୨୮।୧(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଞ୍ଚଳ ରେ ଗୋଠ ଛଡା ଦନ୍ତା ଉତ୍ପାତ କରି ୭ରୁ ଉଦ୍ଧର୍‌ବ ଘର ଭାଙ୍ଗିବା ସହ ପନିପରିବା ଚାଷ…

2 years ago

ବଡ଼ ଘୋଷଣା କଲେ ନବୀନ ଜିନ୍ଦଲ: କେନ୍ଦୁଝରରେ ପ୍ରତିଷ୍ଠା ହେବ ଷ୍ଟିଲ ପ୍ଲାଣ୍ଟ

ଭୁବନେଶ୍ବର,୨୮।୧: ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ଏକ ବଡ଼ ଘୋଷଣା କରିଛନ୍ତି। କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା କରିବ ନବୀନ ସୂଚନା ଦେଇଛନ୍ତି।…

2 years ago

ଅଢେଇ ମାସ ତଳେ କିଣିଥିଲେ କାର୍‌: ଏବେ ଯାହାହେଲା…

କେନ୍ଦୁଝର,୨୭।୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅଧୀନ ପଦ୍ମପୁର ପଞ୍ଚାୟତ ପୁଟୁଳିଆ ଗ୍ରାମର ଭୁବନେଶ୍ୱର ଦାସଙ୍କ ଏକ ମହିନ୍ଦ୍ରା କାର୍‌ ହଠାତ୍‌ ଜଳି ଯାଇଛି। ନିଆଁ…

2 years ago

ଉତ୍ସର୍ଗିକୃତ କାର୍ଯ୍ୟ ପାଁଇ ମିଳିଲା  ରାଜ୍ୟପାଳ ପଦକ

କେନ୍ଦୁଝର,୨୭।୧ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୋଲିସରର ହାଟଡିହି କୋର୍ଟରେ କାର୍ଯ୍ୟରତ  ଚିତ୍ତରଞ୍ଜନ ସାହୁ, କ/୩୭୧ ପୋଲିସ ବିଭାଗରେ କଠିନ ପରିଶ୍ରମ, ବୃତ୍ତିଗତ ଦକ୍ଷତା ଉତ୍ସର୍ଗିକୃତ କାର୍ଯ୍ୟ…

2 years ago

ପିକ୍‌ନିକ୍‌ ହେଲା କାଳ: ଅଫିସ ଷ୍ଟାଫ୍‌ଙ୍କ ସହ ଭୋଜି କରିବାକୁ ଆସି ଚାଲିଗଲା ଯୁବକଙ୍କ ଜୀବନ

ପାଟଣା,୨୭ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତର ଘାଟ ବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପ୍ରାଚୀନ ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡର ସାନକୁଣ୍ଡ ଗଭୀର ଗଣ୍ଡରେ ରବିବାର ଅପରାହ୍ନ…

2 years ago

ଭୀମକୁଣ୍ଡରେ ଅଘଟଣ: ଭୋଜି କରିବାକୁ ଆସି ଭାସିଗଲେ ଯୁବକ

ପାଟଣା/ଠାକୁରମୁଣ୍ଡା,୨୬।୧(ବୀର କିଶୋର ଦାଶ/ତାରାକାନ୍ତ ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ଘାଟବାଲି ଯୋଡ଼ିସ୍ଥିତ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଭୀମକୁଣ୍ଡକୁ ଭୋଜି କରିବାକୁ ଆସି ସାନକୁଣ୍ଡ ଉପରେ…

2 years ago

ବିକଶିତ ରାଷ୍ଟ୍ର ଗଠନରେ ଭାଗିଦାରୀ ହେବାକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଆହ୍ବାନ

ପାଟଣା,୨୬।୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ରବିବାର ମୁଖ୍ୟାଳୟ ଷ୍ଟାଡିୟମରେ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି। ଏଥିରେ…

2 years ago

ପରପାରିରେ କଳାର ପୂଜାରୀ କରୁଣାକର

ପାଟଣା,୨୫ା୧(ବୀରକିଶୋର ଦାଶ):  କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସ୍ବାମ ଶାସନ ଜଣାଶୁଣା ତବଲା, ହାର୍‌ମୋନିୟମ, ସଙ୍ଗୀତ, ଓଡ଼ିଶୀ ଓ ନୃତ୍ୟଗୁରୁ ଓ ନିର୍ଦ୍ଦେଶକ…

2 years ago

ଘର ଭାଙ୍ଗି ୫ କ୍ୱିଣ୍ଟାଲରୁ ଅଧିକ ଧାନ ଖାଇଗଲା ଗୋଠଛଡ଼ା ଦନ୍ତା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ରେଞ୍ଜ ପଳାସପଙ୍ଗା ଫରେଷ୍ଟ ବିଟ୍‌ ଅଞ୍ଚଳରେ ଗୋଠଛଡ଼ା ଦନ୍ତା ଉତ୍ପାତ କରି ଚାଲିଛି। ଶୁକ୍ରବାର ରାତିରେ ଦନ୍ତାଣ୍‌ହାତୀ କଣ୍ଡରାପଶି ତେଲିବନ୍ଧ…

2 years ago

ବାଘଛୁଆର ମୃତଦେହ ଉଦ୍ଧାର

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ତାଳପଦା ବିଟ୍‌ କଳାପାଟ ସଂରକ୍ଷିତ ଜଙ୍ଗଲରୁ ଶନିବାର ବନବିଭାଗ ଏକ ବର୍ଷକର କଲରାପତରିଆ ବାଘଛୁଆର ମୃତଦେହ ଉଦ୍ଧାର…

2 years ago