କେନ୍ଦୁଝର

ସରଗିତଳିଆରେ ଡାକ୍ତରୀ ଟିମ୍‌

ଯୋଡ଼ା,୧୦ା୪(ଡି.ଏନ.ଏ): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ୧୩ ନଂ. ୱାର୍ଡର ସରଗିତଳିଆରେ ୩୦ରୁ ଊଦ୍ଧର୍‌ବ ଶିଶୁ ଅପପୁଷ୍ଟିର ଶିକାର ଆଶଙ୍କା ନେଇ ଧରିତ୍ରୀରେ ଖବର ପ୍ରକାଶ…

1 year ago

ଯୁବକଙ୍କ ଝୁଲନ୍ତା ମୃତଦେହ ଜବତ

ବଡ଼ବିଲ, ୯ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଧୀନ ହାୟରପୁର ଗ୍ରାମ ନିକଟ ଏକ ଶାଳଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ରବିବାର ଜବତ କରିଛି।…

1 year ago

ସରଗିତଳିଆ ଅଞ୍ଚଳରେ ଅପପୁଷ୍ଟି

ଯୋଡ଼ା,୯ା୪(ଡି.ଏନ୍‌.ଏ): ଓଡ଼ିଶାର ରତ୍ନଗର୍ଭା ଜିଲା କେନ୍ଦୁଝରର ଯୋଡ଼ା ପୌରପାଳିକା ୧୩ ନଂ. ୱାର୍ଡ ଅଧୀନ ସରଗିତଳିଆ ଅଞ୍ଚଳବାସୀ ଦାରିଦ୍ର୍ୟର କଷାଘାତରେ ପେଷି ହେଉଛନ୍ତି। ଖଣିଖାଦାନ ଘେରା ଅଞ୍ଚଳବାସୀ…

1 year ago

ଡିଜିପିଏସ୍‌ ସର୍ଭେ ପରେ ଖୋଲିବ ଗୁମର

କେନ୍ଦୁଝର,୯ା୪(ସ୍ବ.ପ୍ର.): ଲଘୁ ଖଣିଜ ସଇରାତର ସୁପରିଚଳାନା ପାଇଁ ସରକାରଙ୍କ ନୂତନ ନିୟମ ବେଆଇନ ଖଣିଜ ପଥର ଏବଂ ବାଲି ଉତ୍ତୋଳନ କରୁଥିବା ଲିଜ୍‌ଧାରୀଙ୍କ ପାଇଁ ଚିନ୍ତାର କାରଣ…

1 year ago

ଆଜିଠାରୁ ମା’ ତାରିଣୀଙ୍କ ଚଇତିପର୍ବ

ଘଟଗାଁ,୯ା୪(ଡି.ଏନ.ଏ): କେନ୍ଦୁଝର ଜିଲାର ଘଟଗାଁରେ ଅବସ୍ଥିତ ମା’ ତାରିଣୀଙ୍କ ୮୭ତମ ଚଇତିପର୍ବ ରବିବାରଠାରୁ ଆରମ୍ଭ ହେବ। ପର୍ବ ସପ୍ତାହେ ବ୍ୟାପି ଚାଲିବ। ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ…

1 year ago

ଧରପଗଡ଼ ଜୋରଦାର, ୭ ଲକ୍ଷ ୭୨ ହଜାର ୭୯୫ ଟଙ୍କାର ଫାଇନ୍‌ ଆଦାୟ

କେନ୍ଦୁଝର,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ରାସ୍ତାରେ ଶୂନ୍ୟ ଦୁର୍ଘଟଣା ପାଇଁ ପରିବହନ ଓ ପୋଲିସ ବିଭାଗ ମିଳିତ ଚଢ଼ାଉ କରି ଗାଡ଼ି ଧରପଗଡ଼ ଚଳିତ ମାସ ୧ ତାରିଖରୁ…

1 year ago

ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ…

1 year ago

ପୁଣି ମଇଁଷି ମାରିଲା ବାଘ: ଗ୍ରାମବାସୀ ଆତଙ୍କିତ

କେନ୍ଦୁଝର/ଘଟଗାଁ,୭ା୪(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଘଟଗାଁ  ରେଞ୍ଜ୍‌ ଅଟେଇ ସଂରକ୍ଷିତ ଜଙ୍ଗଲ ମେଲାଣ ପାଲମଣି ସାହିରେ ବାଘ ପୁଣି ମଇଁଷି ମାରିଛି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ବନ ବିଭାଗ…

1 year ago

ଚାକିରି ଦେବା ନାମରେ ଠକେଇ, ଯୁବକ ଗିରଫ

କୋଡ଼ପଡ଼ା/ଆନନ୍ଦପୁର,୭ା୪(ଡି.ଏନ୍‌.ଏ./ସ୍ବ.ପ୍ର): କେନ୍ଦୁଝର ଜିଲା ଘସିପୁରା ପୋଲିସ ଠକେଇ ଅଭିଯୋଗରେ ଶୁକ୍ରବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଉକ୍ତ ଥାନା ଅନ୍ତର୍ଗତ ବସନ୍ତପୁରା ଗ୍ରାମର ଗୋବିନ୍ଦ…

1 year ago

୩ କୋଟିର ରାସ୍ତା ୬ ମାସରେ ଖଣ୍ଡ ଖଣ୍ଡ

ପାଟଣା,୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ରାଜନଗର ପଞ୍ଚାୟତ ରାଜନଗର ମଝିସାହିରେ ୬ ମାସ ପୂର୍ବେ ନିର୍ମିତ କଂକ୍ରିଟ୍‌ ରାସ୍ତା ଭାଙ୍ଗି ଗରଗର ହୋଇଯାଇଛି। ନିମ୍ନମାନର କାର୍ଯ୍ୟ…

1 year ago