କେନ୍ଦୁଝର

କାଳବୈଶାଖୀରେ ଉଡ଼ିଗଲା ୫ ସ୍କୁଲର ଛପର, ଧ୍ୱଂସ ହେଲା ସ୍ମାର୍ଟ କ୍ଲାସ୍‌

ପାଟଣା,୧୪ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଅଞ୍ଚଳରେ ଗୁରୁବାର ରାତିରେ କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବର୍ଷା ସାଙ୍ଗକୁ ପବନ ହେବାରୁ ଲକ୍ଷ୍ମୀନାରାୟଣ…

2 years ago

ଭାଜପା ବିଜୟ ଉତ୍ସବ ପାଳନରେ ବାଣଫୁଟାକୁ ନେଇ ଖଣ୍ଡଯୁଦ୍ଧ: ବାପ-ପୁଅ ସମେତ ୬ ଆହତ, ଗାଁରେ ଉତ୍ତେଜନା

ହାଟଡିହୀ,୧୩ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ବାଣଫୁଟାକୁ ନେଇ ମହାଭାରତ ସୃଷ୍ଟି ହୋଇଛି। ବାଣଫୁଟାରେ ବାପ, ପୁଅଙ୍କ ସମେତ ୬ ଜଣ…

2 years ago

ରୋଜଗାର କରିବାକୁ ଯାଇ ବେଙ୍ଗାଲୁରୁରେ ଚାଲିଗଲା ଓଡ଼ିଆ ଯୁବକଙ୍କ ଜୀବନ, ଗାଁକୁ ଆସି ପାରିଲାନି ମୃତଦେହ

ପାଟଣା,୧୩ା୬(ବୀରକିଶୋର ଦାଶ): ବେଳେବେଳେ ଆତ୍ମୀୟଙ୍କ ଅନ୍ତିମ ଦର୍ଶନ ବି ପରିବାର ଲୋକେ କରିପାରନ୍ତି ନାହିଁ। ମୃତଦେହ ଆସିବାରେ ଅର୍ଥ ବାଧକ ସାଜେ। ଜଣେ ଓଡ଼ିଆ ଯୁବକ ରୋଜଗାର…

2 years ago

ଏମ୍‌ଏଲ୍‌ଏ ସାହି ଭାବେ ପରିଚିତ ବଡ଼ମହାନ୍ତ

କେନ୍ଦୁଝର,୧୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ରାଇକଳା ପଞ୍ଚାୟତର ରାଇକଳା ଗ୍ରାମର ବଡ଼ମହାନ୍ତ ସାହିର ପୁଅ ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

2 years ago

ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ ହେଲେ କେନ୍ଦୁଝରର ସଞ୍ଜୀବ ବାରିକ

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଖୁସିରେ କେନ୍ଦୁଝରବାସୀ ମସ୍‌ଗୁଲ ଥିବା ବେଳେ କେନ୍ଦୁଝର ଜିଲା…

2 years ago

ନୂଆ ମୁଖ୍ୟମନ୍ତ୍ରୀ ମୋହନଙ୍କ ସହ ସନାତନ ମୁହାକୁଡ଼ଙ୍କ ଫଟୋକୁ ନେଇ ଚର୍ଚ୍ଚା

କେନ୍ଦୁଝର,୧୨ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା ନେତୃତ୍ୱ ରାଜ୍ୟରେ ମୋହନ ମାଝି ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କୁ ଶୁଭେଚ୍ଛାର ବାର୍ତ୍ତାର ସୁଅ ପହଞ୍ଚିଛି। ଏପରିକି ରାତି ତମାମ କେନ୍ଦୁଝର…

2 years ago

ଡ୍ୟାମ୍‌ରେ ବୁଡ଼ି ଦୁଇ ଛାତ୍ରଙ୍କ ଜୀବନ ଗଲା

ହାଟଡିହୀ,୧୨ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ସୋସୋ ଥାନା ହଦଗଡ଼ ଶାଳନ୍ଦୀ ନଦୀ ଡ୍ୟାମ ବୁଲିବାକୁ ଆସିଥିବା ୭ ଜଣ ସାଙ୍ଗଙ୍କ ମଧ୍ୟରୁ…

2 years ago

ଶିଶୁଙ୍କୁ ପାଠ ପଢାଇବା ଉପରେ ଗୁରୁତ୍ୱ

ଦାରିଙ୍ଗବାଡି, ୧୨।୬(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ବୁଧବାର ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳିତ ହୋଇଯାଇଛି ଏହି ଅବସରରେ ଉକ୍ତ…

2 years ago

ହଦଗଡ ଡ୍ୟାମ୍‌ରେ ବୁଡ଼ି ୨ ଇଞ୍ଜିନିୟରିଂ ଛାତ୍ର ମୃତ

ହାଟଡିହୀ,୧୨।୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଧୀନ ଶାଳନ୍ଦୀ ନଦୀ ହଦଗଡ ଡ୍ୟାମ୍‌ରେ ଗାଧୋଉଥିବାବେଳେ ୨ ଜଣ ଜଣ ଛାତ୍ର ପାଣିରେ ବୁଡି…

2 years ago

୧୪ ବଗି ଛାଡ଼ି ୨ କି.ମି. ଗଡ଼ିଲା ଇଞ୍ଜିନ

ରୂପ୍‌ସା, ୧୨।୬(ବାଞ୍ଛାନିଧି ଦେ):ଦକ୍ଷିଣ ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ବାଲେଶ୍ୱର ଜିଲା ଅଧୀନ ଅମର୍ଦ୍ଦାରୋଡ ଷ୍ଟେଶନ ନିକଟରେ ମଙ୍ଗଳବାର ଏକ ମାଲବାହୀ ଟ୍ରେନର ଭ୍ୟାକୁମ ପାଇପ୍‌ ଅଚଳ…

2 years ago