କନ୍ଧମାଳ

ସୌନ୍ଦର୍ଯ୍ୟ ହରାଉଛି କଫି ବଗିଚା ଅଞ୍ଚଳ: ନାକ ଟେକୁଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡି, ୭/୭ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ପର୍ଯ୍ୟଟନ କ୍ଷେତ୍ର ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ବେସ ପରିଚିତ। କଫି ବଗିଚା ଦାରିଙ୍ଗବାଡିକୁ ସ୍ବତନ୍ତ୍ର…

5 months ago

ପ୍ରକ୍ରିୟାକରଣ ହେବ ଷ୍ଟ୍ରବେରୀ-ହଳଦୀ-କଫି, ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ଦାରିଙ୍ଗବାଡ଼ି ଆସି…

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳକୁ ରବିବାର ରାଜ୍ୟ ମିଶନ ଶକ୍ତି ନିର୍ଦ୍ଦେଶିକା ତଥା ଆଇଏଏସ୍‌ ମନିକା ପ୍ରିୟଦର୍ଶିନୀ ଦାରିଙ୍ଗବାଡ଼ି ଗସ୍ତରେ ଆସିଥିଲେ। ସେ…

5 months ago

ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ପ୍ଲାଷ୍ଟିକ୍‌ ବର୍ଜନ ସହ ବୃକ୍ଷରୋପଣ

ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ମା’ ପାଇଁ ଗଛଟିଏ ଏହି ଥିମ୍‌ରେ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ବୃକ୍ଷରୋପଣ ହେଉଛି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ…

5 months ago

ସିମନବାଡ଼ିରେ ସକାଳୁ ମହାବାହୁଙ୍କ ସୁନାବେଶ, ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼

ଦାରିଙ୍ଗବାଡ଼ି,୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସିମନବାଡ଼ିରେ ରବିବାର ସୁନାବେଶରେ ଝଲସିଛନ୍ତି ମହାବାହୁ। ଏହି ଅପରୂପ ଦୃଶ୍ୟ ଦେଖିବାକୁ ସକାଳୁ ସକାଳୁ ସିମନବାଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି।…

5 months ago

ରାଇକିଆଠାରେ ବାହୁଡ଼ା ଯାତ୍ରା

ରାଇକିଆ, ,୫।୭(ପ୍ରଦୀପ ବେହେରା): ରାଇକିଆଠାରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଅସ୍ଥାୟୀ ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କର ସାମ୍ନାରେ ସ୍ବତନ୍ତ୍ର ନୀତିକାନ୍ତି ଓ…

5 months ago

ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଥିଲେ ନୂତନ ଭାରତ ନିର୍ମାଣର ଦୂର ଦୃଷ୍ଟିଦାତା

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଭାରତ ବର୍ଷର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପ୍ରବୀଣ ରାଜନେତା ଡ. ଶ୍ୟାମାପ୍ରସାଦ…

5 months ago

ପ୍ରବଳ ବର୍ଷାରେ ଟଳିଲା ବିରାଟକାୟ ଗଛ, ଯାତାୟାତ ସହଜ କରିବାକୁ ଚାଲିଛି…

ଦାରିଙ୍ଗବାଡ଼ି,୫ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ ଏକ ବିରାଟକାୟ ଗଛ ଟଳି ପଡ଼ିଛି। ଫଳରେ ସାହିବାସିନ୍ଦା ବଜାର କିମ୍ବା ସାହିରୁ…

5 months ago

ସବୁଜିମାରେ ଭରିବ ଲଣ୍ଡା ପାହାଡ଼: ୧୦ ହେକ୍ଟର ଜମିରେ ୧୬ ହଜାର ଚାରା ରୋପଣ

ରାଇକିଆ,୪ା୭(ପ୍ରଦୀପ ବେହେରା): ଲଣ୍ଡା ପାହାଡ଼କୁ ସବୁଜିମାମୟ କରିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ। ୭୬ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଇକିଆ ବନାଞ୍ଚଳ ତରଫରୁ…

5 months ago

କାର୍ଯ୍ୟରେ ଯୋଗଦେଲେ ଓଏଏସ-ଆରଏସ ଅଧିକାରୀ: ସ୍ବାଭାବିକ ହେଲା କାର୍ଯ୍ୟାଳୟ

ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିର ବ୍ଲକ କାର୍ଯ୍ୟାଳୟ ଏବଂ ତହସିଲ କାର୍ଯ୍ୟାଳୟ ଶୁକ୍ରବାରଠାରୁ ସ୍ବାଭାବିକ ହୋଇଛି। ସମୂହ ଛୁଟିରେ ଯାଇଥିବା ଓଏଏସ ଏବଂ ଓ…

5 months ago

ପୁନଃରୁଦ୍ଧାର ହେବ ଜଙ୍ଗଲ:୫୦ ହେକ୍ଟର ଜମିରେ ୧୦ ହଜାର ଚାରା ରୋପଣ ଲକ୍ଷ୍ୟ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୪/୭(ଅରୁଣ ସାହୁ/ମନୋରଞ୍ଜନ ରଣା): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ବନାଞ୍ଚଳରେ ଜୁଲାଇ ପହିଲାରୁ ନୂତନ ଜଙ୍ଗଲ ସୃଷ୍ଟି ଏବଂ ଉଜୁଡିଯାଇଥିବା ଜଙ୍ଗଲର ପୁନଃରୁଦ୍ଧାର ପାଇଁ ଜଙ୍ଗଲ…

5 months ago