କନ୍ଧମାଳ

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ ନେଇ ଉତ୍ତେଜନା:କ୍ଷତିପୂରଣ ଦାବି କଲେ ପରିବାର

ଦାରିଙ୍ଗବାଡି, ୧୯ା୮(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ସୋମବାର ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

1 year ago

ଜିଲାପାଳଙ୍କ ଅଚାନକ ଗସ୍ତ: କର୍ମଚାରୀ ଛାନିଆ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ଅମ୍ରିତ ଋତୁରାଜ ରବିବାର ଦାରିଙ୍ଗବାଡି ଗସ୍ତ କରିଥିଲେ। ସେ ଦାରିଙ୍ଗବାଡିରେ ଅପରାହ୍ନରେ ପହଞ୍ଚି ବ୍ଲକ କର୍ମଚାରୀଙ୍କ ସହ ସ୍କୁଟି ଧରି ବିଭିନ୍ନ…

1 year ago

ଦମନ, ଗଦର ପରେ ଏବେ ସ୍ତ୍ରୀ-୨ ପାଇଲା ସଫଳତା, ଚର୍ଚ୍ଚାରେ ଦାରିଙ୍ଗବାଡ଼ିର ବରୁଣ

ଦାରିଙ୍ଗବାଡ଼ି,୧୮ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ବରୁଣ ବିଶୋଇ ଜଣେ ସଫଳ ବଲିଉଡ୍‌ ଫଳି କଳାକାର ଭାବେ ଜଣାଶୁଣା। ସେ ଏବେ ଗୋଟିଏ ପରେ…

1 year ago

କଳା ବ୍ୟାଜ ବାନ୍ଧି ଡାକ୍ତରଙ୍କ ପ୍ରତିବାଦ

ରାଇକିଆ,୧୭।୮(ପ୍ରଦୀପ ବେହେରା): ବହୁ ଚର୍ଚ୍ଚିତ ପଶ୍ଚିମବଙ୍ଗ କୋଲକାତା ଆର୍‌.ଜି କର ମେଡିକାଲ କଲେଜରେ ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ଘଟଣାକୁ ସାରା ଦେଶରେ ଡାକ୍ତରମାନେ…

1 year ago

ତେଜରାତି ଦୋକାନରେ ବିକୁଥିଲେ କଣ୍ଟ୍ରୋଲ ଚାଉଳ: ମାଡ଼ି ବସିଲା ଯୋଗାଣ ବିଭାଗ

ବାଲିଗୁଡ଼ା,୧୭।୮(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଯୋଗାଣ ବିଭାଗ ଶନିବାର ନୂଆସାହି ରାସ୍ତାରେ ତେଜରାତି ଦୋକାନ କରିଥିବା ସୂର୍ଯ୍ୟ ପ୍ରସାଦ ପଣ୍ଡାଙ୍କ ଦୋକାନ ଉପରେ ଅଚାନକ…

1 year ago

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଲେ ଏମପି: ପଚାରି ବୁଝିଲେ ସମସ୍ୟା

ରାଇକିଆ,୧୭।୮-(ପ୍ରଦୀପ ବେହେରା): କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀଙ୍କ ରାଇକିଆ ଗସ୍ତ ଅବସରରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରିବୁଝିଛନ୍ତ। ଇନଡୋରରେ ଚିକିତ୍ସିତ…

1 year ago

ଅଙ୍ଗନୱାଡି ସୁପରଭାଇଜର ନେଉଥିଲେ ଲାଞ୍ଚ: ମାଡ଼ିବସିଲା ଭିଜିଲାନ୍ସ

ଫୁଲବାଣୀ/ଗୋଚ୍ଛାପଡା/ଫିରିଙ୍ଗିଆ,୧୬ା୮(ରାକେଶ କୁମାର ରାଉତ/ରୋହିତ କହଁର/ବିମଳ ଦିଗାଲ): ମିନି ଅଙ୍ଗନୱାଡିକୁ ଅଙ୍ଗନୱାଡି କେନ୍ଦ୍ରରେ ପରିଣତ କରାଇବା ପାଇଁ ଲାଞ୍ଚ ନେବା ବେଳେ ଶୁକ୍ରବାର ଜଣେ ଅଙ୍ଗନୱାଡି ସୁପରଭାଇଜରଙ୍କୁ ଫୁଲବାଣୀ…

1 year ago

କନ୍ଧମାଳରେ ହେବ ଆଳୁ, ପିଆଜ ଚାଷ: ନିର୍ମାଣ କରାଯିବ ୫୮ ଶୀତଳଭଣ୍ଡାର

ବାଲିଗୁଡା,୧୬।୮(ସଞ୍ଜୟ କୁମାର ପାଣିଗ୍ରାହୀ): ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଶୁକ୍ରବାର କନ୍ଧମାଳ ଜିଲା ଗସ୍ତ କରି ସ୍ଥାନୀୟ ଲୋକଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ…

1 year ago

‘ବିଦ୍ୟାଳୟକୁ ସୁସଜ୍ଜିତ କରିବା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ’

ରାଇକିଆ,୧୬।୮(ପ୍ରଦୀପ ବେହେରା): କନ୍ଧମାଳ-ଗଞ୍ଜାମ ସୀମାନ୍ତ ରଣବା ପଞ୍ଚାୟତ ଦୁର୍ଗମ କକରବାଡି ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁବାର ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ବିଦ୍ୟାଳୟ ପ୍ରଧାନ ଶିକ୍ଷକ…

1 year ago

ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବାଲିଗୁଡ଼ା,୧୬।୮(ସଞ୍ଜୟ କୁମାର ପାଣିଗ୍ରାହୀ): ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ ।…

1 year ago