କନ୍ଧମାଳ

ସଂଗଠନକୁ ମଜଭୁତ କରିବା ପାଇଁ ଅଙ୍ଗନଓ୍ବାଡି କର୍ମଚାରୀ ସଂଘର ଆହ୍ବାନ

ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ଅଲ୍‌ ଓଡିଆ ଅଙ୍ଗନଓ୍ବାଡି ସଂଘ ଦାରିଙ୍ଗବାଡ଼ି ବ୍ଲକର କାର୍ଯ୍ୟକାରିଣୀ ବୈଠକ ବ୍ଲକ ସଭାନେତ୍ରୀ ରଶ୍ମିରଞ୍ଜିତା ନାୟକଙ୍କ ପୌରୋହିତ୍ୟରେ…

1 year ago

‘ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ କୌଶଳର ଆବଶ୍ୟକତା ରହିଛି’

ଦାରିଙ୍ଗବାଡ଼ି,୨୦ା୧(ଅରୁଣ ସାହୁ): ଛାତ୍ରୀଙ୍କ ସାମାଜିକ ସୁରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ସେଥିମଧ୍ୟରେ ନିଜକୁ ସୁରକ୍ଷା ଯୋଗାଇବା ପାଇଁ ବିଭିନ୍ନ କୌଶଳର ଆବଶ୍ୟକତା ରହିଛି…

1 year ago

ପ୍ରବଳ ଶୀତରେ କଲବଲ ଜି.ଉଦୟଗିରି

ଜି.ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ /ଶିଶିର ପଟ୍ଟନାୟକ): କନ୍ଧମାଳ ଜିଲାର ଦାର୍ଜିଲିଂ କୁହାଯାଉଥିବା ଜି.ଉଦୟଗିରି ଅଞ୍ଚଳରେରେ ପ୍ରବଳ ଶୀତ ଜାଡ଼ ସହ ଦୈନନ୍ଦିନ ପାରଦ କମୁଛି। ପର୍ଯ୍ୟଟକଙ୍କ ସଂଖ୍ୟା…

1 year ago

ଗଞ୍ଜେଇ ଚୋରା ଚାଲାଣ ବେଳେ କଳିଙ୍ଗାରେ ମାଡ଼ି ବସିଲା ଅବକାରୀ ବିଭାଗ

ଜି. ଉଦୟଗିରି,୨୦।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳରୁ ପୁରୀ ଗଞ୍ଜେଇ ଚୋରା ଚାଳନା ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର…

1 year ago

ସରକାରୀ ଜାଗା ଜବରଦଖଲ: ଭଙ୍ଗାଗଲା ୨ ଘର, ୧୫କୁ ନୋଟିସ୍‌

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ସରକାରୀ ଜମିରେ ବେଆଇନ ଭାବେ କୋଠା ନିର୍ମାଣ ଦିନକୁ ଦିନ ବେଲଗାମ ହୋଇପଡ଼ିଛି। ଏ ନେଇ ରାଜସ୍ବ…

1 year ago

ଶତାଧିକ ଏକର ଜମିରେ ଗଞ୍ଜେଇ ଚାଷ, ଦେଖିକି ପୋଲିସ ତାଟକା

ଦାରିଙ୍ଗବାଡ଼ି,୧୯ା୧(ଅରୁଣ ସାହୁ): ଗଞ୍ଜେଇ ଗଛ ଯେତେ କାଟିଲେ ବି ସରିବାର ନାଁ ନେଉନି। ଏକର କି ଦୁଇ ଏକର ନୁହଁ ଶତାଧିକ ଏକରରେ ବେଆଇନ ଭାବରେ ଗଞ୍ଜେଇ…

1 year ago

ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍‌, ୨ ଗୁରୁତର

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ତୁମୁଡିବନ୍ଧ ଥାନା ଅନ୍ତର୍ଗତ ତୁମୁଡିବନ୍ଧ-କୋଟଗଡ଼ ରାସ୍ତାରେ ପିକ୍‌ଅପ୍‌ ଭ୍ୟାନ୍‌ ଦୁର୍ଘଟଣାରେ ୨ ଜଣ ବାଇକ୍‌ ଆରୋହୀ ଗୁରୁତର…

1 year ago

ମାସକରେ ଜଣେ ମାଲିକଙ୍କ ୨ ଦୁଇ ବସ୍‌ ଜଳିଗଲା

ବାଲିଗୁଡ଼ା,୧୯ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ପଣସପୋଡ଼ି ସାହିକୁ ଯିବା ରାସ୍ତାକଡ଼ରେ ଦୀର୍ଘଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସ୍‌ଟି…

1 year ago

ଶୀତରେ ଥରୁଛି ଜି. ଉଦୟଗିରି, ସର୍ବନିମ୍ନ ୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ

ଜି.ଉଦୟଗିରି,୧୯।୧(ଶିଶିର ପଟ୍ଟନାୟକ): ହାଡ଼ ଭଙ୍ଗା ଶୀତରେ ଥରୁଛି ରାଜ୍ୟର ଶୀତଳ ସହର ଭାବେ ପରିଚିତ ଜି.ଉଦୟଗିରି । ରବିବାର ଏଠାରେ ସର୍ବନିମ୍ନ ତାପମାତ୍ରା ୪. ୮ ଡିଗ୍ରୀ…

1 year ago

ବାରଖମା ପଞ୍ଚାୟତକୁ ନୂଆ ବ୍ଲକ ଗଠନ ଦାବି

ବାଲିଗୁଡ଼ା,୧୮ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମାକୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲାପରିଷଦ ଜୋନ୍‌ର ୮ ପଞ୍ଚାୟତର ଶତାଧିକ…

1 year ago