କନ୍ଧମାଳ

ହାତ ପାହାନ୍ତାରେ ମିଳିବ ବିଭିନ୍ନ ପ୍ରକାର ଚାରା, ପ୍ରଦୂଷଣ କମାଇବାକୁ ଆରମ୍ଭ ହେଲା…

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ,୬।୯ (ଅରୁଣ ସାହୁ/ମନୋରଞ୍ଜନ ରଣା ): ଘରେ ଘରେ ହେବ ବୃକ୍ଷ ରୋପଣ,କମିବ ପ୍ରଦୁଷଣ, ସୃଷ୍ଟି ହେବ ଜଙ୍ଗଲ, ଜଙ୍ଗଲ ସମ୍ପଦ ଯୋଗୁ ଲୋକେ ହେବେ ସ୍ବାବଲମ୍ବୀ।…

1 year ago

ବହୁ ସମସ୍ୟା ଦେଇ ଗତି କରୁଛି ଶିକ୍ଷକ ସମାଜ: ସମାନ କାମକୁ ସମାନ ଦରମା ଦାବି

ଦାରିଙ୍ଗବାଡି, ୬।୯ (ଅରୁଣ ସାହୁ):ବିଦ୍ୟାଳୟରେ ବିଭିନ୍ନ ବର୍ଗର ଶିକ୍ଷକ ରହିଛନ୍ତି। ସେମାନେ ସମାନ କାମ କରୁଛନ୍ତି। ତେଣୁ ସମାନ କାମକୁ ସମାନ ଦରମା ଦେବାକୁ ନିଖିଳ ଉତ୍କଳ…

1 year ago

‘ନିଜକୁ ଜଳାଞ୍ଜଳି ଦେଇ ସମସ୍ତଙ୍କୁ ଆଲୋକିତ କରୁଥିବା ବ୍ୟକ୍ତି ହେଉଛନ୍ତି ଶିକ୍ଷକ’

ଦାରିଙ୍ଗବାଡି,୫।୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ରାଣୀଦୁର୍ଗା ରେସିଡେନ୍ସି କଲ୍ୟାଣ ମଣ୍ଡପଠାରେ ବ୍ଲକ ସ୍ତରୀୟ ଗୁରୁ ଦିବସ ଏବଂ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି।…

1 year ago

୪ ଦିନ ହେଲା ଡାକସେବା ଅଚଳ, ଦୂରଦୂରାନ୍ତରୁ ଆସି ନିରାଶ ହେଉଛନ୍ତି ଉପଭୋକ୍ତା

ଦାରିଙ୍ଗବାଡ଼ି,୪ା୯(ଅରୁଣ ସାହୁ): ଦିନେ କି ଓଳିଏ ନୁହଁ ଦୀର୍ଘଦିନ ଧରି ବାରମ୍ବାର ଡାକସେବା ଅଚଳ ହେଉଥିବା ଅଭିଯୋଗ ହୋଇଆସୁଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

1 year ago

ଔଷଧ ଦୋକାନର ଭ୍ରମ ସୃଷ୍ଟି କରୁଛି ସରକାରୀ ଔଷଧ ଭଣ୍ଡାର , ମିଳୁଛି ସବୁ ପ୍ରକାରର ଔଷଧ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): ରାଜ୍ୟରେ କେହିବି ରୋଗୀସେବାରୁ ବଞ୍ଚିତ ନ ହେବା ପାଇଁ ସରକାର ପ୍ରତି ପଞ୍ଚାୟତରେ ଆରୋଗ୍ୟ କେନ୍ଦ୍ର ସମେତ ପ୍ରାଥମିକ ଚିକିତ୍ସା…

1 year ago

ସଜେଇ ହେଉଛି ପ୍ରାଥମିକ ବିଦ୍ୟାଳୟ, ଦୁର୍ଗମ ୩ ପଞ୍ଚାୟତ ଗସ୍ତ କଲେ ବିଡ଼ିଓ

ଦାରିଙ୍ଗବାଡି, ୪।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବିଡ଼ିଓ ପ୍ରୀତିରଞ୍ଜନ ରଥ ବୁଧବାର ୩ଟି ପଞ୍ଚାୟତକୁ ଗସ୍ତ କରିଛନ୍ତି। ସେ ଉକ୍ତ ବ୍ଲକର ଦୁର୍ଗମ…

1 year ago

ଜୋର୍‌ ଧରିଲା ଏନ୍‌ଏସି ଘୋଷଣା ଦାବି, ଦାରିଙ୍ଗବାଡ଼ିର ବିକାଶ ପାଇଁ…

ଦାରିଙ୍ଗବାଡ଼ି,୩ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତର ବିକାଶ ପାଇଁ ଅଞ୍ଚଳବାସୀ ଅଣ୍ଟା ଭିଡ଼ିଛନ୍ତି। ବୁଧବାର ଦାରିଙ୍ଗବାଡ଼ି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ…

1 year ago

ବିପଦରେ ଗାଜଲବାଡି ଘାଟି: ଖସୁଛି ମାଟି ଅତଡ଼ା, ଯାତ୍ରୀ ଭୟଭୀତ

ଦାରିଙ୍ଗବାଡି, ୩।୯(ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମକୁ ସଂଯୋଗ କରୁଥିବା ଗାଜଲବାଡି ଘାଟି ଏବେ ବିପଦରେ। ଗତ କିଛି ଦିନ ହେଲା ଅଞ୍ଚଳରେ ତୁହାକୁ ତୁହା ବର୍ଷା ଚାଲିଥିବାବେଳେ ଏବେ…

1 year ago

ଗାଜଲବାଡିରେ ଗଛ ଉପୁଡି ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ: ଦାରିଙ୍ଗବାଡି-ବ୍ରହ୍ମପୁରକୁ ଯାତାୟାତ ଠପ

ଦାରିଙ୍ଗବାଡି,୨।୯ (ଅରୁଣ ସାହୁ ): କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖିଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ତାର…

1 year ago

ବିଏସଏନଏଲ ସେବା ଅଚଳ: ରାଜରାସ୍ତାକୁ ଓହ୍ଲାଇଲେ ଦାସିଙ୍ଗବାଡି ପଞ୍ଚାୟତବାସୀ

ଦାରିଙ୍ଗବାଡି, ୨।୯ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାସିଙ୍ଗବାଡି ପଞ୍ଚାୟତ ଅଞ୍ଚଳରେ ଦୀର୍ଘ ଦିନ ହେଲା ବିଏସଏନଏଲ ମୋବାଇଲ ସେବା ଅଚଳ ହୋଇପଡିଛି।…

1 year ago