ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି।…
ଭବାନୀପାଟଣା,୧୭।୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ମଦନପୁର ରାମପୁର ସବ୍ ଜେଲ ପାଚେରି ଡେଇଁ ଜଣେ ବିଚାରାଧୀନ କଏଦୀ ଗତ ୧୧ ତାରିଖରେ ଚମ୍ପଟ ମାରିଥିଲେ। ଫେରାର୍ କଏଦୀ ଜଣକ…
ଭବାନୀପାଟଣା,୧୬।୨(ସ୍ବ.ପ୍ର.): ଦୀର୍ଘ ୫୦ ବର୍ଷ ପରେ ସ୍ବପ୍ନ ହେବ ପୂରଣ। ଶେଷରେ କନାଗାଁ ତେଲ ନଦୀ ଉପରେ ନିର୍ମାଣ ହେବାକୁ ଯାଉଛି ଏକ ପୋଲ। ଅଞ୍ଚଳବାସୀ ଖରା…
ଭବାନୀପାଟଣା,୧୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା…
ଭବାନୀପାଟଣା,କର୍ଲାମୁଣ୍ଡା/ରୁପ୍ରାରୋଡ,୧୪।୨(ସ୍ବ.ପ୍ର./ଡି.ଏନ.ଏ.): କଳାହାଣ୍ଡି ଜିଲା ମ. ରାମପୁର ସବ୍ଜେଲରୁ ଜଣେ ବିଚାରାଧୀନ କଏଦୀ ପାଚେରି ଡେଇଁ ଫେରାର ହୋଇଥିବା ଜଣାପଡିଛି। ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରାରୋଡ…
ଭବାନୀପାଟଣା,୧୩।୨(ସ୍ବ.ପ୍ର.):ଉପାନ୍ତ ଇଲାକାର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏଥିଲାଗି ବିଭିନ୍ନ ଯୋଜନା କରାଯାଇଥିବା ବେଳେ ଆଜି ବି ଉପାନ୍ତ ଇଲାକାରରେ ସରକାରୀ…
କୋକସରା,୧୨।୨(ଡି.ଏନ.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ସାନପୋଡାଗୁଡ଼ା ପଞ୍ଚାୟତ ଅଧୀନ କଲୋନୀପଡ଼ାର ଦାଦନ ଶ୍ରମିକ କୃତିକ ମାଝି (୩୫)ଙ୍କ ଶନିବାର ବିଜୟୱାଡାରେ ମୃତ୍ୟୁ ଘଟିଥିବା…
ଲାଞ୍ଜିଗଡ଼,୧୨।୨(ଡି.ଏନ୍.ଏ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଏବଂ ଏହାର ଆଖପାଖ ଅଞ୍ଚଳରେ ୫ ଦିନ ହେଲାଣି ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍ଏନ୍ଏଲ୍) ନେଟ୍ୱର୍କ ଫେଲ୍ ରହିଥିବା ଅଭିଯୋଗ…
ଭବାନୀପାଟଣା,୮।୨(ସ୍ବ.ପ୍ର,): ଗ୍ରାମାଞ୍ଚଳର ବିକାଶ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଯୋଜନା କରୁଛନ୍ତି। ହେଲେ ଆଜି ବି ଉପାନ୍ତ ଇଲାକାରେ ଅପହଞ୍ଚ ସରକାରୀ…
କର୍ଲାମୁଣ୍ଡା,୬।୨(ଡି.ଏନ.ଏ.):ସରକାର ବାସହୀନଙ୍କ ପାଇଁ ଘର ଯୋଗାଇବା ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଥିଲେ। ହେଲେ ଯୋଗ୍ୟ ଲୋକଙ୍କ ପାଖରେ ଏହି ଯୋଜନା ପହଞ୍ଚତ୍ ପାରୁନାହିଁ।…