କଳାହାଣ୍ଡି

ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ: ପ୍ରତିବାଦ କଲେ ଗ୍ରାମବାସୀ

କୋକସରା,୧୪।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗ୍ରାମାଞ୍ଚଳକୁ ଗମନାଗମନରେ ସୁବିଧା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଅନୁଦାନ ଦେଉଛନ୍ତି । ହେଲେ…

2 years ago

ବିପଦ ସଙ୍କୁଳ ଅବସ୍ଥାରେ ପିଲା ପଢୁଛନ୍ତି ପାଠ

ରୁପ୍ରାରୋଡ,୧୪।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ବ୍ଲକ ଟକର୍ଲା ଗ୍ରାମପଞ୍ଚାୟତ ଟକର୍ଲା ଗ୍ରାମର(କ) ଅଙ୍ଗନୱାଡ଼ି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। ଅଙ୍ଗନୱାଡ଼ି କେନ୍ଦ୍ରର କୋଠରୀଗୁଡିକ…

2 years ago

ବୁଡ଼ି ଅଞ୍ଚଳରେ ପାରିପାର୍ଶ୍ୱିକ ଅନୁଦାନ ଧର୍ମକୁ ଆଖିଠାର, ସାଧାରଣରେ କ୍ଷୋଭ

ଭବାନୀପାଟଣା,୧୪।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଇନ୍ଦ୍ରାବତୀ ବହୁମୁଖୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ପାରିପାଶ୍ୱିକ ଉନ୍ନୟନ ପାଇଁ ଓଏଚ୍‌ପିସି ପକ୍ଷରୁ ଗତ ୧୭ ବର୍ଷରେ ପ୍ରାୟ ୪…

2 years ago

ସ୍ତ୍ରୀଙ୍କୁ ହାଣି ହତ୍ୟା କଲେ ସ୍ବାମୀ

ଭବାନୀପାଟଣା,୧୩।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ବୁଧବାର ସକାଳେ ଏକ ଅଭବାନୀୟ ଘଟଣା ସାମ୍ନାକୁ ଆସିଛି। ପାରିବାରିକ କଳହକୁ କେନ୍ଦ୍ରକରି ସ୍ତ୍ରୀଙ୍କୁ ସ୍ବାମୀ ହତ୍ୟା କରିଛନ୍ତି। ମିଳିଥିବା…

2 years ago

୨୫୦୦୦ ଭୋଲ୍ଟ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମେନ୍‌ ଟ୍ରେନର ଚୈତନ୍ୟ ଗୁରୁତର

ରୁପ୍ରାରୋଡ଼,୧୨।୧୨(ସଞ୍ଜିବ ଦାସ): କଳାହାଣ୍ଡି ଜିଲା ନର୍ଲାରୋଡ଼ ରେଳଷ୍ଟେଶନଠାରୁ କିଛି ଦୂରରେ ରେଳବିଭାଗର କାର୍ଯ୍ୟ ଚାଲିଛି। ଏ ନେଇ ଟିଆର୍‌ଡି ଷ୍ଟାଫ ୨୫୦୦୦ ଭୋଲ୍ଟ ଟ୍ରାନ୍ସମିଶନ ମରାମତି କରୁୁଥିବା…

2 years ago

ରଶି ଲଗାଇ ଜୀବନ ହାରିଲେ ଶିକ୍ଷକ: କାରଣ ଖୋଜୁଛି ପୋଲିସ

ଲାଞ୍ଜିଗଡ଼,୧୧।୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ନର୍ଲା ଥାନା ସିକେରକୂପା ଫାଣ୍ଡି ଅଧୀନ କାଉଗୁଡା ଗ୍ରାମରେ ସୋମବାର ଜଣେ ଶିକ୍ଷକ ଘରେ ରଶି ଲଗାଇ…

2 years ago

ହାତୀ ଘୋଉଡାଇବା ବେଳେ ରେଞ୍ଜର ଗୁରୁତର

ରୁପ୍ରାରୋଡ୧୦।୧୨(ସଞ୍ଜିବ ଦାସ ): କଳାହାଣ୍ଡି ଜିଲା ନର୍ଲା ରେଞ୍ଜର ପ୍ରଶାନ୍ତ ପାଲ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ନର୍ଲା ବ୍ଲକ ତୁଳପଡ଼ା ପଞ୍ଚାୟତ ଅନ୍ତର୍ଗତ ଆମ୍ବପଡ଼ାଠାରେ ହାତୀପଲ…

2 years ago

ବର୍ଷାରେ ଭିଜିଲା ମାଣ୍ଡିଆ ଫସଲ

ଭବାନୀପାଟଣା,୧୦।୧୨(ଉତ୍ତମ କୁମାର ଦାଶ)ଧାନଚାଷ ପରି ବର୍ଷାରେ ଭିଜିଯାଇଛି ମାଣ୍ଡିଆ ଫସଲ। ନଷ୍ଟ ହେବାର ଆଶଙ୍କା ଥିବାରୁ କଳାହାଣ୍ଡି ଜିଲାରେ ମାଣ୍ଡିଆ ଚାଷ କରିଥିବା ଚାଷୀ ଚିନ୍ତିତ ହୋଇପଡ଼ିଛନ୍ତି।…

2 years ago

ବରଯାତ୍ରୀ ଫେରିବା ବେଳେ ଅଘଟଣ: ପୋଲବାଡ଼ରେ ପିଟିହେଲା କାର୍‌, ଜଣେ ମୃତ, ୩ ଗୁରୁତର

ଭବାନୀପାଟଣା,୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବରଯାତ୍ରୀ ଯାଇ ଫେରିବା ବେଳେ ଏକ କାର ଦୁର୍ଘଟଣାଗ୍ରସ୍ତ…

2 years ago

ସନ୍ଦେହ ଜନକ ଅବସ୍ଥାରେ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ

ଭବାନୀପାଟଣା,୮।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ଜଳ ସମ୍ପଦ ବିଭାଗର ଜଣେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶୁକ୍ରବାର ମୁଖୀଗୁଡ଼ାସ୍ଥିତ ସରକାରୀ କ୍ୱାର୍ଟର୍ସରୁ…

2 years ago