କଳାହାଣ୍ଡି

୮୦ ବର୍ଷ ବୟସରେ ବି ମିଳିନି ବିଧବା, ବାର୍ଦ୍ଧକ୍ୟ ଭତ୍ତା କି ରାଶନ୍‌

ଭବାନୀପାଟଣା,୨୭।୯(ଡି.ଏନ୍‌.ଏ): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କାଣୀଗୁମା ପଞ୍ଚାୟତ ଅଧୀନସ୍ଥ ଦୁର୍ଗମ ପିତମାଣ୍ଡି ଗାଁର ଜଣେ ବିଧବାଙ୍କୁ ୮୦ ବର୍ଷ ବୟସରେ ବାର୍ଦ୍ଧକ୍ୟ ଭତ୍ତା କି…

4 years ago

ଆମପାଣି ରାଜସ୍ବ ନିରୀକ୍ଷକ ଲାଞ୍ଚ ନେବା ଭିଡିଓ ଭାଇରାଲ୍‌

ଭବାନୀପାଟଣା,୨୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଆମପାଣି ଆର୍‌ଆଇ ଲାଞ୍ଚ ନେଉଥିବା ଦର୍ଶାଇ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଜଣେ ବ୍ୟକ୍ତି ମ୍ୟୁଟେସନ୍‌…

4 years ago

ଫେସ୍‌ବୁକ୍‌ରେ ଭିଡିଓ ଭାଇରାଲ୍‌ କରି ୩ ଗିରଫ

ଭବାନୀପାଟଣା,୨୫।୯(ଡି.ଏନ୍‌.ଏ.): ଫେସ୍‌ବୁକ୍‌ରେ ମିଥ୍ୟା ଭିଡିଓ ଭାଇରାଲ କରି ଭବାନୀପାଟଣା ସହରର ୩ ଯୁବକ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଭବାନୀପାଟଣା ସହର ବାହାଦୁରବଗିଚା ପଡାର ଅମିତ ଚୌଧୁରୀ,…

4 years ago

ଡଙ୍ଗରିଆଙ୍କ ପାଠପଢାରେ ନେଟୱାର୍କ ସାଜିଛି ବାଧକ, ନିୟମଗିରିରୁ ବହୁ ତଳକୁ ଓହ୍ଲାଉଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ମୋବାଇଲ୍‌ ସେବା ଅପହଞ୍ଚ। ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ ଟାୱାର । ଫଳରେ ନିୟମଗିରିକୁ ପହଞ୍ଚତ୍ ପାରିନି ମୋବାଇଲ ସେବା। କୌଣସି ଗାଁ…

4 years ago

ଭବାନୀପାଟଣା ବଜାରରେ ବେକାବୁ ହେଉଛି ପନିପରିବା ଦର

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): ବର୍ଷା ଓ ବନ୍ୟା ପରିବା ବଜାରରେ ନିଆଁ ଲଗାଇଲା ଭଳି ସ୍ଥିତି ସୃଷ୍ଟି କଲାଣି। ରାଜ୍ୟ ବାହାରୁ ଆମଦାନୀ ହେଉଥିବା ପନିପରିବା ଦର ଆକାଶଛୁଆଁ ହେବାରେ…

4 years ago

ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କରୋନା ପଜିଟିଭ୍‌ ଚିହ୍ନଟ: ୧୫ ରୁ ୧୮ ଯାଏ କୋର୍ଟ ବନ୍ଦ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଦୌରାଜଜ୍‌ଙ୍କ କୋର୍ଟରେ କେତେକ ବିଚାରପତି ଏବଂ ବିଚାର ବିଭାଗୀୟ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପରେ କରୋନା ସଂକ୍ରମଣକୁ ପ୍ରତିହତ କରିବା…

4 years ago

ଜିଏସ୍‌ଟି ଠକେଇ ଅଭିଯୋଗ, ଟ୍ରକ୍‌ ଅଟକ, ୪ ଲକ୍ଷ ୭୧ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ

ଭବାନୀପାଟଣା,୧୬।୯(ଡି.ଏନ୍‌.ଏ.): କଟକରୁ ଭବାନୀପାଟଣା ଆସୁଥିବା କୀଟନାଶକ ଔଷଧ ବୋଝେଇ ଏକ ଟ୍ରକକୁ ଜିଏସ୍‌ଟି ଫାଙ୍କିବା ଅଭିଯୋଗରେ ଜରିମାନା ଆଦାୟ କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବାଣିଜ୍ୟକର ବିଭାଗ ପକ୍ଷରୁ…

4 years ago

ପଶ୍ଚିମ ଓଡ଼ିଶାରେ ଥମୁନି କରୋନା ପଜିଟିଭ୍‌ ସଂଖ୍ୟା, କଳାହାଣ୍ଡିରେ ଗୋଟିଏ ଦିନରେ ୮୦

ଭବାନୀପାଟଣା,୧୩।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ ଅତି ଦ୍ରୁତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଏହାସହ ପଜିଟିଭ୍‌ ସଂଖ୍ୟା ଦୁଇ ହଜାର ଅତିକ୍ରମ କରିଛି। ଗତ ୧୨ ତାରିଖରେ…

4 years ago

ଅନାସ୍ଥା ପ୍ରସ୍ତାବ ଭୋଟ ଗଣତି ବିଳମ୍ବକୁ ନେଇ ଧାରଣ।

କର୍ଲ।ମୁଣ୍ଡା-(ଡିଏନଏ)୧୦/୯: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ଗୁପ୍ତ ମତଦାନ ହେବାର ଦୀର୍ଘ ଦିନ ବିତି ଯାଇଥିଲେ ହେଁ ଭୋଟ…

4 years ago

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୫ ମାଓବାଦୀ

ଭବାନୀପାଟଣା,୯ା୯(ଡି.ଏନ୍‌.ଏ.)-ପୁଣି ସୀମାନ୍ତରେ ଫୁଟିଛି ଗୁଳି। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ରାମପୁର ଥାନା ସିର୍କି ଜଙ୍ଗଲରେ ବୁଧବାର ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୫ ମାଓବାଦୀ। କଳାହାଣ୍ଡି ପୋଲିସ,…

4 years ago